New Twist – ନବଙ୍କୁ ଗୁଳି ମାଡ଼ର live ଦୃଶ୍ୟ ଗୋପାଳ ମାରିଥିଲେ ଏମିତି,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ଆଉ ସିଧା ଗୁଳି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବାମ ପଟ ଛାତି ଦେଇ ବାହାରକୁ ବାହାରି ଯାଇଥିଲା। ଆଉ ଏହି ଫଟୋରେ ଜଣା ପଡ଼ିଥିଲା, ଗୋପାଳ ଯେତେବେଳେ ବନ୍ଧୁକକୁ ମୁଠାଇ ଧରିଛି ସେତେବେଳେ ଦୁଇ ହାତର ଶିରା ଟାଣ ହୋଇ ଯାଇଥିଲା।
ବନ୍ଧୁକକୁ ଯେତେବେଳେ ଟାଣ କରି ଧରିଥିଲା ବେକର ଶିରାପ୍ରଶିରା ମଧ୍ୟ ବାହାରି ଆସିଥିଲା। ଆଉ ଠିକ୍ ସେତିକିବେଳେ ମୁହଁର ମାଂସପେଶୀ ଗୁଡ଼ାକ ଟାଣି ହୋଇ ଯାଉଥିଲା।
ଆଉ ସେହି ସମୟରେ ଗୋପାଳ ଗୁଳି ମାରିଥିଲା ବୋଲି ଜଣାପଡ଼ୁଛି। ଭଲ କରି ଦେଖିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋକୁ। ମୁହଁରେ କଠୋରତା ପୁରା ଜଳଜଳ ହୋଇ ଦିଶୁଥିଲା। ଆଖି ପୁରା ଦାଉ ଦାଉ ହୋଇଯାଇଥିଲା। ଆଉ ଲକ୍ଷ ଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିବି। ଯାହାବି ହେଉନା କାହିଁକି ଆଜି ଯେମିତି ବିଫଳ ନ ହେଉ।
କାରଣ ଏହି ସୁଯୋଗ ମିଳିବ କି ନାହିଁ ଗୋପାଳ ଜାଣି ନଥିଲା। ତେଣୁ ଏହି ସୁଯୋଗକୁ ଶେଷ ସୁଯୋଗ ବୋଲି ଭାବିଥିଲା ଗୋପାଳ। ସେଥିପାଇଁ ପୁରା ଲକ୍ଷରେ ମାରିଥିଲା ଗୁଳି ଆଉ ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହା ପୂର୍ବରୁ ଗୋପାଳକୁ କ୍ରାଇମବ୍ରାଞ୍ଚ ତିନି ଥର ରିମାଣ୍ଡରେ ନେଇଛି। ଘନ ଘନ ଜେରା ମଧ୍ୟ କରିଛି। ଆଉ ଠିକ୍ ସେତିକିବେଳେ ଗୋପାଳ କିନ୍ତୁ ଗୋଟିଏ କଥା କହୁଛି ଲୋକ ମାନଙ୍କୁ ନିର୍ଯ୍ୟାତନା ଦେଉଥିଲା, ଭଲ ଲୋକ ନବ ଦାସ ନଥିଲା ସେଥିପାଇଁ ତାକୁ ମାରିଦେଲି।
ଭାଇରାଲ ହେଉଥିବା ଫଟୋ ରେ ଦେଖାଯାଉଛି ଗୋପାଳ ମୁହଁରେ କଠୋରତା ଅଛି, ଆଉ ସେପଟେ କ୍ରାଇମବ୍ରାଞ୍ଚ କୁ ଯାହା କହିଛି ତାହା ଫଟୋରେ ବି ଜଳଜଳ ହୋଇ ଦେଖା ଯାଉଥିଲା।
ସ୍ପଷ୍ଟ ଜଣାପଡ଼ୁଥିଲା କି, ଗୋପାଳ କହୁଥିବା କଥା ଆଉ କାମରେ କିଛି ବି ଫରକ ନାହିଁ। ଗୋପାଳ ଯେଉଁଭଳି ଢଙ୍ଗରେ ଉତ୍ତର ଦେଇଛି ସେହିଭଳି ନିର୍ଭୟରେ ନବ ଦାସଙ୍କୁ ଗୁଳିମାଡ଼ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।