Health tips – ପିଲା,ବୁଢା ସମସ୍ତଙ୍କ ଥଣ୍ଡା,କାଶ,କଫ ଥରକରେ ଭଲ ହେବ | କରନ୍ତୁ ଏହି ଉପାୟ….
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ସବୁ ବେଳେ କିଛି ନା କିଛି ସମସ୍ୟା ମାନ ଦେଖିବାକୁ ମିଳିଥାଏ ତାହା ଭିତରେ ଦେହରେ ଚର୍ବି ବଢିବ ମଧ୍ୟ ଗୋଟିଏ ସମସ୍ୟା ଅଟେ |
ଯେମିତିକି ଆପଣମାନେ ଜାଣିଛନ୍ତି ଆଜି କାଲି ମହିଳା ହୁଅନ୍ତୁ କି ପୁରୁଷ ସମସ୍ତ ଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମୋଟା ପେଟ | ତେବେ ଏହି ପେଟରେ ଚର୍ବି ହେବାର କାରଣ କଣ,ପେଟ କେମିତି କମାଇବା ,ଦିନ ତମାମ କଣ ଖାଇବେ,ଏମିତି ବିଭିନ୍ନ ପ୍ରକାର କାରଣ ବିଷୟରେ ଆସନ୍ତୁ ଡାକ୍ତର ମାନେ କଣ କହୁଛନ୍ତି ସେ ବିଷୟରେ ଆଲୋଚନା କରିବା |
ଦେଖନ୍ତୁ ଆଜି କାଲି ପେଟରେ ଚର୍ବି ଲାଗିବା ର ମୂଖ୍ୟ କାରଣ ହେଉଛି ଖରାପ ଖାଦ୍ୟଭାସ ଯେପରିକି ଅଧିକ କ୍ୟାଲେରୀଯୁକ୍ତ ଖାଦ୍ୟ, ଫାଷ୍ଟ ଫୁଡ,ଅଧିକ ମିଠା ଖାଇବା,ଯୋଗୁଁ ପେଟରେ ଅଧିକ ପରିମାଣରେ ଚର୍ବି ଜମା ହେଇଥାଏ |
ଏହା ବ୍ୟତୀତ ଉଚ୍ଚତା ଅନୁସାରେ ଓଜନ ଯେତିକି ପରିମାଣରେ ରହିବା ଆବଶ୍ୟକ ତା ଠାରୁ ଅଧିକ ରହିଲେ ଆପଣ ଜାଣିବେ ଯେ ଆପଣଙ୍କ ପେଟ ବଢିଛି ଓ ପେଟରେ ଚର୍ବି ମଧ୍ୟ ଲାଗି ରହିଛି | ତେବେ ଶରୀରରେ ବି. ଏମ. ଆଇ ମାତ୍ରା 30 ରୁ ଅଧିକ ହେଲେ ପେଟରେ ଚର୍ବି ର ମାତ୍ରା ଅଧିକା ହେଇଥାଏ |
ଆଜିକାଲି ସମୟର ଅଭାବ ଯୋଗୁଁ ଲୋକେ ଖାଦ୍ୟ ଖାଇସାରିବା ପରେ କାମରେ ବସି ପଡୁଛନ୍ତି | ଏହା ବ୍ୟତୀତ କେହି କେହି ଶୋଇବି ପଡୁଛନ୍ତି,ଯାହାକି ପେଟ ବଢିବାର କାରଣ ହେଇଥାଏ | ତେଣୁ ଖାଇ ସାରିବା ପରେ ତୁରନ୍ତ ବସନ୍ତୁ ନାହିଁ, ତେଣୁ ଠିକ ସମୟରେ ଖାନ୍ତୁ ଓ ଖାଇ ସାରିବା ପରେ କିଛି ସମୟ ଚାଲନ୍ତୁ | ରାତିରେ ଖାଇସାରିବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ | ଖାଇବାର ଦୁଇ ଘଣ୍ଟା ପରେ ଶୋଇବାକୁ ଯାଆନ୍ତୁ ଓ ତା ପୂର୍ବରୁ ଚାଲନ୍ତୁ |

ଆଜିକାଲି ସମୟର ଅଭାବ ଯୋଗୁଁ ଲୋକେ ଖାଦ୍ୟ ଖାଇସାରିବା ପରେ କାମରେ ବସି ପଡୁଛନ୍ତି | ଏହା ବ୍ୟତୀତ କେହି କେହି ଶୋଇବି ପଡୁଛନ୍ତି,ଯାହାକି ପେଟ ବଢିବାର କାରଣ ହେଇଥାଏ | ତେଣୁ ଖାଇ ସାରିବା ପରେ ତୁରନ୍ତ ବସନ୍ତୁ ନାହିଁ, ତେଣୁ ଠିକ ସମୟରେ ଖାନ୍ତୁ ଓ ଖାଇ ସାରିବା ପରେ କିଛି ସମୟ ଚାଲନ୍ତୁ |
ରାତିରେ ଖାଇସାରିବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ | ଖାଇବାର ଦୁଇ ଘଣ୍ଟା ପରେ ଶୋଇବାକୁ ଯାଆନ୍ତୁ ଓ ତା ପୂର୍ବରୁ ଚାଲନ୍ତୁ |
ତେବେ ଏହା ଥିଲା ପେଟ ରେ ଚର୍ବି ବଢିବାର କାରଣ ଓ ସେଥିରୁ ମୁକ୍ତି ପାଇବା ପାଇଁ କଣ ଖାଦ୍ୟ ଖାଇବା ସେ ସମସ୍ତ ବିଷୟରେ ସମ୍ପୂର୍ଣ୍ଣ ସୂଚନା |