New Twist – ବୁଢା କହୁଛି ମୋ ସହ ଶୋଇବ,ମୁଁ ଭଲ ଘରର ଝିଅ..ଏମିତି କହିଲେ ଯୁବତୀ….ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜିର ଏହି ସମାଜ ଅଟେ ଭ୍ରଷ୍ଟାଚାର ହେଲାଣି ଯେ ଲୋକେ ନିଜର ସ୍ୱାର୍ଥ ପାଇଁ କାହାକୁ ବଳି ପକିବା ପାଇଁ ଛାଡୁ ନାହାନ୍ତି ।ଜଣେ ଝିଅକୁ ଲାଞ୍ଚ ନେବା ନାଁରେ ବଦଲାମ କରିବା ସହିତ ତାଙ୍କର ଚରିତ୍ର ଉପରେ ମଧ୍ୟ ଖରାପ କଥା କହିଥିବାର ଶୁଣିବାକୁ ମିଳିଛି ।ଜଣେ ଡେପୋଟୀ କମିସନର କିପରି ଜଣେ ଅଭିନେତ୍ରୀଙ୍କୁ ବ୍ଲାକ ମେଲିଙ୍କ କରିଛି ବୋଲି କହିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ।ତେବେ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା ।

ଆପଣ ଆଗରୁ ଏହି ଘଟଣା ବିଷୟରେ ଅବଗତ ଥିବେ ନିଶ୍ଚିତ ଯେ ଜଣେ ବିଏମସି ଡେପୋଟି କମିଶନର ଜଣେ ସେଲୁନ ମଲ୍ଲିକ ପ୍ରିୟଙ୍କା ଦାଶକୁ ଗୋଟି ଆଲବମ କରିବା ପାଇଁ ଅଫର ଦେଇଥିଲେ ।

ପରେ ସେ ଏହି ଆଲବମ କରିବା ପାଇଁ ମଧ୍ୟ ତାଙ୍କୁ କିଛି ପଇସା ମଧ୍ୟ ଦେଇଥିଲେ, ମାତ୍ର ଏହି ଆଲବମ ପ୍ରିୟଙ୍କା କରିଛନ୍ତି ତାହା ମଧ୍ୟ ରିଲିଜ ହୋଇ ସାରିଛି ।କିନ୍ତୁ ବର୍ତମାନ ଏହି କମିଶନର ଜଣଙ୍କ ପ୍ରିୟଙ୍କାଙ୍କୁ ଟଙ୍କା ଦେଇଛି କହି ତାଙ୍କୁ ବ୍ଲାକ ମେଲିଙ୍ଗ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହଇରାଣ କରୁଛନ୍ତି ।

ପ୍ରିୟଙ୍କା ତାଙ୍କର ସେଲୁନ କରି ସେ ନିଜର ପେଟ ପୋସିଥିଲେ ମାତ୍ର ତାହା ସେ କାହିଁକି କାହା ଠାରୁ ପଇସା ଉଦ୍ଧାର ଆଣିବେ ବୋଲି କହିଥିଲେ ମିଡ଼ିଆ ସାମ୍ନାରେ ।ପ୍ରିୟଙ୍କା ଦୀର୍ଘ ପାଞ୍ଚ ବର୍ଷ ହେଲାଣି ନିଜର ସେଲୁନ ଖୋଲିଥିଲେ ତାହା ସେତେବେଳେ ବହୁତ ଭଲ ଚାଲିଥିଲା ଏବଂ ତାହା ସହିତ ତାଙ୍କର ସେଲୁନ ମଧ୍ୟ ଏବେ ବହୁତ ଭଲ ଚାଲିଛି ।ସେ ତାଙ୍କ ଆଲବମ କରି ତାଙ୍କ ଠାରୁ ପଇସା ଆଣିଥିଲେ ମାତ୍ର ତାଙ୍କ ଠାରୁ ପଇସା କୌଣସି ପଇସା ଉଦ୍ଧାର ଆଣିନଥିଲେ କି କୌଣସି ଲୋନ ମଧ୍ୟ ଗ୍ରହଣ କରିନଥିଲେ ।

ଏହା ସହିତ ପ୍ରିୟଙ୍କା କମିଶନରଙ୍କୁ କହିଛନ୍ତି ଯେ ଯଦି ତାଙ୍କ ପାଖରେ ଏତେ ପଇସା ଅଛି ଆଉ ସେ ପଇସା ଅନେକ ଗରିବ ଝିଅ ମାନଙ୍କୁ ଦାନ ଆକାରରେ ଦେଉଛନ୍ତି ତେବେ ଦୁନିଆରେ ସବୁ ଗରିବ ଝିଅଙ୍କୁ ସେ ଦାନ କରିବା ଉଚିତ ।

ତାହା ପରେ ମଧ୍ୟ ମିଡ଼ିଆ ସାମ୍ନାରେ ସେ ପ୍ରଶ୍ନ କରିଛନ୍ତି ଯେ ସେ କେବଳ ଝିଅ ମାନଙ୍କୁ ଦିଅନ୍ତି ନା ପୁଅ ମାନଙ୍କୁ ମଧ୍ୟ ଦିଅନ୍ତି ।ପ୍ରିୟଙ୍କା ନାଁରେ ଏପରି ମିଛ ଦୋଷାରୋପ କାରଣରୁ ସେ ଟେନସନରେ ରାତିରେ ନିଦ ହେଉନି ବୋଲି କହିଛନ୍ତି,ପ୍ରିୟଙ୍କର ଏହି ପରି ମିଡ଼ିଆ ସାମ୍ନାରେ କହିଥିବା କଥା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।