ସ୍କୁଲରୁ ଘରକୁ ଫେରିଲା ପରେ ଝିଅ ହଠାତ ଗୁପ୍ତାଙ୍ଗରେ ହେଲା କଷ୍ଟ, ମା ପଚାରିଲେ ତ କହିଲେ ଏପରି କଥା ଜାଣିଲେ ଆପଣଙ୍କର ଲୋକ ଟାଙ୍କୁରୀ ଉଠିବ…

ସ୍ଵାଧୀନତା ର ଏତେ ବର୍ଷ ପରେ ମଧ୍ୟ ଆଜିବି ଅନେକ ଅରାଜକତା ଏବଂ ଅମାନୁଷିକ କାର୍ଯ୍ୟ କଲାପ ସମାଜରେ ଲାଗି ରହିଛି।ଆପଣମାନେ ଆଜିକାଲି ର ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଘଟଣା ଅଛି ଯାହା ଅନ୍ୟ ଘଟଣା ମାନଙ୍କ ଠାରୁ ଟିକେ ଅଲଗା।କଣ କହିବେ ଆଜିର ସମାଜର ଲୋକ ମାନଙ୍କୁ। ଆଇନ୍ କାନୁନ୍ ଯେଉଁ ମାନଙ୍କ ଆଗରେ ତୁଚ୍ଛ।

ଆଇନ୍ କୁ ଆଖି ଠାର ମାରି ଦିନ ଦୁଇ ପ୍ରହର ରେ ଏମାନେ କରିଥାନ୍ତି ଅମାନୁଷିକ କାଣ୍ଡ ଏବଂ ଘଟାଇଥାନ୍ତୀ ଅପରାଧିକ ଘଟଣା। ଯାହାକୁ ଦେଖିଲେ ଯିଏ ହେଉ ନା କାହିଁକି ସାଧାରଣରେ ଭୟଭୀତ ହୋଇଯିବା ଟା ସ୍ୱାଭାବିକ।

ତେବେ ଦିନକୁ ଦିନ ନାରୀ ନିର୍ଯାତନା, ଦୁଷ୍କର୍ମ, ଅତ୍ୟାଚାର, ଗୁଣ୍ଡାରାଜ ଭଳି ଅରାଜକତା ବଢ଼ି ବଢ଼ି ଚାଲିଛି ଆଜିର ସମାଜରେ। ଏଥିପ୍ରତି କାହାର ଧ୍ୟାନ ମଧ୍ୟ ନାହିଁ। ଯଦି ବି ରହିଛି ତେବେ ସେମାନେ ଜୀବନକୁ ଡରି ସାମ୍ନା କୁ ଆସିବାକୁ ସାହସ କରୁ ନାହାନ୍ତି।ଆଜିକାଲି ଅନେକ ଯୁବପିଢି ପଥଭ୍ରଷ୍ଟ୍ ହୋଇ ଅନେକ ଅସାମାଜିକ କାର୍ଯ୍ୟ କଲାପ ଆଦି କରୁଥିବାର ଦେଖିବାକୁ ମିଳୁଛି।

ଯାହା ସାଧାରଣରେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସୁଛି।ତେବେ ଅଳ୍ପ ବୟସରୁ ଯୁବକ ଯୁବତୀ ମାନଙ୍କ ର ଏହିଭଳି ଦୌରାତ୍ମ୍ୟ ପଛରେ କାରଣ ହେଉଛି ସେମାନଙ୍କ ର ବେପରୁଆ ଜୀବନ ଧାରଣ ପ୍ରକ୍ରିୟା ଏବଂ କୁସଙ୍ଗ। ଅଳ୍ପ ବୟସରୁ ଅନେକ ଖରାପ୍ ଜିନିଷ ର ସେବନ କରି ଏମାନେ ସମୟ ସମୟରେ ସେମାନଙ୍କର ମାନସିକ ଭାରସାମ୍ୟ ହରାଇ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ସମାଜରେ ସେମାନଙ୍କୁ ଲଜ୍ଜିତ କରିବା ସହିତ ସେମାନଙ୍କ ଅଭିଭାବକ ମାନଙ୍କୁ ବି ଅପମାନିତ କରୁଛି।

ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି ଏକ ସ୍କୁଲ୍ ଛାତ୍ରୀଙ୍କ ସହିତ। ଘଟଣା ଟି ହେଉଛି ଦିଲ୍ଲୀର ବାହାର ବିଦ୍ୟାଳୟର।ଏଠାରେ ଜଣେ ଛାତ୍ରୀ ଶିକାର ହୋଇଛନ୍ତି ବଳାତ୍କାର ର। ଛାତ୍ରୀ ଜଣଙ୍କ ଘରକୁ ଆସିବା ପରେ ତାଙ୍କର ଗୁପ୍ତାଙ୍ଗ ରେ ଯନ୍ତ୍ରଣା ହେବା କାରଣରୁ ସେ ଘରେ ମାଆଙ୍କୁ କହିବା ପରେ ମାଆ ଏ ବିଷୟରେ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

ତାଙ୍କ ଶ୍ରେଣୀର ଜଣେ ଛାତ୍ର ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଥିଲେ।ଯାହା ପରେ ଘଟଣାଟି ସାମ୍ନା କୁ ଆସିଥିଲା।ପରେ ସେମାନେ ବିଦ୍ୟାଳୟକୁ ଯାଇ ଏ ବିଷୟରେ ପ୍ରଧାନ ଶିକ୍ଷକ ଙ୍କୁ ଜଣାଇ ଥିଲେ।ଅଭିଭାବକ ମାନେ ୫୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ ତାଙ୍କ ସହିତ ବିଦ୍ୟାଳୟକୁ ଯାଇଥିଲେ।ପରେ ଘଟଣାର ସିସୀ ଟିଭି ମଧ୍ୟ ଯାଞ୍ଚ ହୋଇଥିଲା।ଏହାପରେ ଯୁବତୀ ଙ୍କ ଅଭିଭାବକ ବଳାତ୍କାର ହୋଇଥିବା ନେଇ ମାମଲା ରୁଜୁ କରିଛନ୍ତି।

ପୋଲିସ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉକ୍ତ ଛାତ୍ର ଜଣଙ୍କ ନାମରେ ମାମଲା ରୁଜୁ କରିଛି।ଏହି ନିନ୍ଦନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।