ଏବେ ଏବେ ସ୍କୁଲ ପିଲାଙ୍କ ଆସିଲା ପାଇଁ ଖୁସି ଖବର ! ଏହି ତାରିଖରୁ ସ୍କୁଲ, କଲେଜ ଖୋଲିବ, ଆପଣ ଙ୍କ ପିଲା ସ୍କୁଲ ଯାଉଥିଲେ ନିଶ୍ଚୟ ଦେଖନ୍ତୁ…..

କୋଭିଡ 19 ନେଇ ଭାରତରେ ମାର୍ଚ୍ଚ ମାସ ପାଖରୁ ସ୍କୁଲ କଲେଜ ସବୁ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବନ୍ଦ ଅଛି l ଯାହା ଯୋଗୁଁ ପିଲା ମାନେ ଶିକ୍ଷା କରୁଛନ୍ତି ଅନଲାଇନ ରେ l କାରଣ କରୋନା ରୋଗ ବ୍ୟାପୁ ଥିଲା ବିପୁଳ ଭାବେ l ଏହି ଯୋଗୁଁ ପିଲା ମାନଙ୍କର ସ୍ୱାସ୍ଥ୍ୟ କୁ ଧ୍ୟାନ ରେ ରଖି ଏହି ନିର୍ଣ୍ଣୟ ନିଆ ଯାଇ ଥିଲା l

କିନ୍ତୁ କରୋନା ରୋଗ ର ପରିସ୍ଥିତି ଠିକ ହେବାରୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଖୋଲିବା ପାଈଁ l

ଅନେକ ରାଜ୍ୟରେ ମଧ୍ୟ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଖୋଲା ମଧ୍ୟ ହୋଇ ସାରିଲାଣି l କିନ୍ତୁ ଓଡ଼ିଶାରେ ମଧ୍ୟ ସ୍କୁଲ ଖୋଲl ହେବ ବୋଲି ଆମ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଘୋଷଣା କରିଥିଲେ ଯେ ଦଶହରା ଛୁଟି ପରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଖୋଲିବ ବୋଲି l କିନ୍ତୁ କରୋନା ରୋଗ ର ପ୍ରଭାବ ପ୍ରବଳ ରୂପେ ବଢ଼ି ଚାଲିଛି l ଏହା କୁ ଆଖି ଆଗରେ ରଖି ସ୍କୁଲ ଖୋଲିବାକୁ ରୋକା ଯାଇଛି l

ସ୍କୁଲ ଖୋଲିବା ଚିନ୍ତା ବର୍ତମାନ ସମସ୍ତଙ୍କୁ ଲାଗିଛି ପିଲା ମାନେ ମଧ୍ୟ ସ୍କୁଲ କଲେଜ ଖୋଲିବାକୁ ନେଇ ବହୁତ ଚିନ୍ତା କରୁଛନ୍ତି l ଅଭିଭାବକ ତଥା ଶିକ୍ଷକ ଛାତ୍ର ଛାତ୍ରୀ ମାନେ ମଧ୍ୟ ଶିକ୍ଷା ବର୍ଷ ଅର୍ଥାତ ଏବର୍ଷ ଶିକ୍ଷା ବର୍ଷ ରହିବ ଅଥବା ରହିବ ନାହିଁ କିମ୍ବା ଶିକ୍ଷା ର ବିଷୟ ବାସ୍ତୁ କମ କରାଯିବ ଏନେଇ ସମସ୍ତ ପିଲା ମାନେ ଚିନ୍ତାରେ ରହିବେ l

ଏହା ପାଈଁ ସରକାର କଣ ପଦକ୍ଷେପ ନେବେ ସେ ପାଈଁ ସବୁ ଚିନ୍ତାରେ ଅଛନ୍ତି l ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି କେବେ ସ୍କୁଲ ଖୋଲିବ l

କୋବିଡ 19 ର ସଂକ୍ରମଣ କୁ ଧ୍ୟାନରେ ରଖି ରାଜ୍ୟ ସରକାର କହିଛନ୍ତି ଯେ ସ୍କୁଲ ଆସନ୍ତା ମାସ ଦୀପାବଳି ଛୁଟି ପରେ ସ୍କୁଲ ଖୋଲି ପରେ l କିନ୍ତୁ ଶିକ୍ଷା ମନ୍ତ୍ରୀ ସୌମ୍ୟରଞ୍ଜନ ଦାସ କହିଛନ୍ତି ଯେ ସେମାନେ କୋବିଡ 19 ତଥା ଶିକ୍ଷା ବ୍ୟବସ୍ଥାର ସମୁଚିତ ବ୍ୟବସ୍ଥା କରାଯାଇ ଉଚିତ ପଦକ୍ଷେପ ନିଆ ଯିବ ବୋଲି ସେ ଜଣେଇ ଛନ୍ତି l ଏବେ ସମସ୍ତେ ଚିନ୍ତାରେ ଅଛନ୍ତି ଯେ କେବେ ସ୍କୁଲ କଲେଜ ଖୋଲିବ l ଏଥି ପାଇଁ ବିଶେଷ କରି ପିଲା ମାନେ ସମସ୍ତେ ଚିନ୍ତାରେ ରହୁଛନ୍ତି l

ସମସ୍ତେ ଭାବୁଛନ୍ତି ଯେ ହୁଏତ ସ୍କୁଲ କଲେଜ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଦୀପାବଳି ଛୁଟି ପରେ ଖୋଲି ପରେ ଏଥି ପାଈଁ ସମସ୍ତେ ଅପେକ୍ଷା କରିଛନ୍ତି l କିନ୍ତୁ ବର୍ତମାନ ଆମ ରାଜ୍ୟରେ ଆଗ ଭଳି ବହୁଳ ଭାବେ କରୋନା ରୋଗ ସଂକ୍ରମଣ ହେଉ ନାହିଁ l ତଥା ଆଶା କରା ଯାଉଛି ଯେ ଦୀପାବଳି ପରେ ସ୍କୁଲ ଖୋଲି ପlରେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।