ଓଃ କି ଡ୍ୟାନ୍ସ ! School festival ରେ ଗାଉଁଲି ସ୍କୁଲ ଝିଅ ସହ ଶିକ୍ଷକ କଲେ ଜବରଦସ୍ତ ଡ୍ୟାନ୍ସ…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ତେବେ ବେଳେ ବେଳେ ଏମିତି ମଧ୍ୟ ହୋଇ ଥାଏ କି ଆମ ନିଜ ଅଜାଣତରେ ମଧ୍ୟ ଆମ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ଲାଗିଥାଏ | ତେବେ ସ୍କୁଲ କୁ ନେଇ ଅନେକ ସମୟରେ ଅନେକ କିଛି ଭିଡ଼ିଓ ହୋଇ ଥାଏ ଆଉ ପୁଣି ଥରେ ଏକ ଦମଦାର ଭିଡ଼ିଓ ଦେଖିବା ପାଇଁ ମିଳିଛି |

ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି କେତେ ଜଣ କୁନି କୁନି ଛାତ୍ରୀ ମିଶି ନାରୀ ସଶକ୍ତିକରଣ ଉପରେ ଏକ ଆକ୍ଟିଙ୍ଗ ଅବା ଡ୍ୟାନ୍ସ କରି ଦେଖାଉଛନ୍ତି | ଆଉ ତାଙ୍କର ଏହି ଆକ୍ଟିଙ୍ଗ କୁ ନେଇ ତାଙ୍କର ଗୁରୁ ବିବେକ ବାଗ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି | ଆପଣ ତ ଜାଣିଛନ୍ତି ଆମ ସମାଜ ରେ ଏବେ ପର୍ଯ୍ୟନ୍ତ କିପରି ନାରୀ କୁ ସମ୍ମାନ ଦିଆ ଯାଉ ନାହିଁ | ଯଦି ଏକ ଗର୍ଭବତୀ ମହିଳା ପେଟରେ ଝିଅ ରହୁଛି ବୋଲି ସେ ଜାଣୁଛି ତେବେ ସେହି ଭ୍ରୁଣ କୁ ଜନ୍ମ ହେବା ପୂର୍ବରୁ ହିଁ ନଷ୍ଟ କରି ଦେଉଛି |


ଆଉ ଯଦି ଝିଅ ଟି ଜନ୍ମ ହେଉଛି ତେବେ ତାକୁ ପାଣିରେ କେଉଁଠି ଭସାଇ ଦେଉଛି ନଚେତ ଓଳିଆ ଗଦାରେ ଫିଙ୍ଗି ଦେଉଛି | ତେବେ ଏକ ନାରୀ କୁ ସ୍ୱାଧୀନତା ଦେବା ଦରକାର ଏବଂ ତାଙ୍କର ମଧ୍ୟ ଏହି ସମାଜ ରେ ବଞ୍ଚିବାର ଅଧିକାର ରହିଛି |

ତେବେ ଏହାକୁ ନେଇ ଏହି କୁନି ପିଲା ମାନେ ସୁନ୍ଦର ଆକ୍ଟିଙ୍ଗ କରି ଦେଖାଇଛନ୍ତି ଯାହାଙ୍କର ଅଙ୍ଗ ଭଙ୍ଗୀ ଏତେ ସୁନ୍ଦର ରହିଛି ଯେ ଆପଣଙ୍କ ଆଖି ମଧ୍ୟ ଲାଖି ଯିବ | ତେବେ ବର୍ତ୍ତମାନ ସମୟରେ ଏହି ଏକ ସୁନ୍ଦର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଯିଏ ବି ଦେଖୁଛି ସେ ପ୍ରଶଂସା ହିଁ କରିବ |