ଦେଖନ୍ତୁ ଭିଡ଼ିଓ । ସ୍କୁଲ ରେ ସାର ଦିଦି ଙ୍କ ରୋମାନ୍ସ ଭିଡ଼ିଓ ଭାଇରାଲ । ନିବସ୍ତ୍ର ଅବସ୍ଥାରେ ଧରିଲେ ଗାଁ ଲୋକେ….

ଆଜିର ସମାଜର ଲୋକ ମାନଙ୍କର ଆଚାର ବ୍ୟବହାର ଯେ କେତେ ତଳକୁ ଖସିଲାଣୀ ତାହା ଅନେକ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ। ଏଠାରେ କୌଣସି ଉଚିତ୍ ମୂଲ୍ୟବୋଧର ସଂକେତ ମଧ୍ୟ ଦେଖାଯାଉ ନାହିଁ। କୌଣସି ସମ୍ପର୍କ ମଧ୍ୟରେ ମଧୁରତା ତ ଦୂରର କଥା ସ୍ବାର୍ଥ ଏବଂ ଅନୈତିକତା ର ଗନ୍ଧ ଭଲ ଭାବରେ ବାରି ହୋଇ ପଡୁଛି। ଆଗାମୀ ପିଢ଼ି ମାନଙ୍କ ପ୍ରତି ସତେ ଯେମିତି କାହାର ଚିନ୍ତା ନାହିଁ ।

ଆମର ବ୍ୟବହାର ଏବଂ କୁକାର୍ଯ୍ୟ ର ପ୍ରଭାବ କେତେ ମାତ୍ରାରେ ସମାଜ ଏବଂ ସମାଜର ଜନସାଧାରଣ ଉପରେ ପଡୁଛି ତାର ସମ୍ୟକ୍ ଧାରଣା ମଧ୍ୟ ଆମେ କରି ପାରୁ ନାହାଁନ୍ତି।

ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯଦି କିଛି ଏଭଳି ନିନ୍ଦନୀୟ କାର୍ଯ୍ୟ କରନ୍ତି ତେବେ ଏହାର ପ୍ରଭାବ ବହୁତ୍ ମାତ୍ରାରେ ସମାଜ ଉପରେ ପଡ଼ିଥାଏ। କାରଣ ଶିକ୍ଷା ଦାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଏ ସମାଜର ନୈତିକ ଦାୟିତ୍ୱ ନ୍ୟସ୍ତ ଥାଏ। ସେମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ସେମାନଙ୍କୁ ପାଖରୁ କୌଣସି ବି ନିନ୍ଦନୀୟ କିମ୍ବା ଅନୈତିକ କିମ୍ବା ଲଜ୍ୟାଜନକ କାର୍ଯ୍ୟ ଆଶା କରା ଯାଇ ନପାରେ।

ତେବେ ସେହିଭଳି ଏକ ଘଟଣା ଘଟିଛି ବାଲେଶ୍ଵର ହସନପୁର ସେବାଶ୍ରମ ସ୍କୁଲରେ। ଏଠାରେ ସେବାଶ୍ରମ ସ୍କୁଲ ର ପ୍ରଧାନଶିକ୍ଷକ ଏବଂ ମହିଳା ସୁପରିଟେନ୍ଦେଣ୍ଟ କୁ ସ୍ଥାନୀୟ ଲୋକେ ଧରି ଘୋଷାଡି ମାଡ଼ ମାରିଛନ୍ତି। କାରଣ ଏମାନେ ଦୁଇଜଣ ସ୍କୁଲ ରେ ପିଲା ମାନଙ୍କୁ ପାଠ ନ ପଢ଼ାଇ ଅନୈତିକ କାର୍ଯ୍ୟ ରେ ଲିପ୍ତ ରହିଥିଲେ। ଯାହାର ଅଭିଯୋଗ କରି ପିଲାମାନେ ଧାରଣା ରେ ବସିଥିଲେ।

ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ମହିଳା ସୁପରିଟେଣ୍ଡେଣ୍ଟ କୁ ବଦଳି କରାଇବାକୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ଗେଟ୍ ସମ୍ମୁଖରେ ତାଲା ପକାଇ ବସିଥିଲେ ଏବଂ ସେମାନଙ୍କୁ ଏହି ସ୍କୁଲ୍ ରୁ ବାହାର କରିବାକୁ ଅଭିଯୋଗ ମଧ୍ୟ କରିଥିଲେ।ତେବେ ବିଦ୍ୟାଳୟରେ ପିଲାମାନଙ୍କ ପାଠ ପଢା ପ୍ରତି ଧ୍ୟାନ ନଦେଇ ଏମାନେ ଅନେକ ସମୟରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁ ଥିବାରୁ ପିଲା ମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି।

ଏହାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ଅଭିଯୋଗ ପରେ ଅଭିଭାବକ ମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଉଭୟ ପ୍ରଧାନଶିକ୍ଷକ ଏବଂ ମହିଳା ସୁପରିଟେଣ୍ଡେଣ୍ଟ କୁ ସ୍କୁଲ ଭିତରୁ ଧରି ଘୋଷାଡି ଆଣିଥିଲେ ବାହାରକୁ।

ପରେ ଏହି ଘଟଣାରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ନଦେଇ ଧାରଣା ରେ ବସି ଥିବାର ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଆସି ସେଠାରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ବଦଳି କରିଦେବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ ଅଭିଭାବକ ଓ ପିଲାମାନେ ଧାରଣାରୁ ଓହରି ଥିଲେ।ଏହି ଘଟଣା ବାଲେଶ୍ଵର ସଦର ଅଞ୍ଚଳରେ ଏକ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।