ଦେଖନ୍ତୁ ଭିଡ଼ିଓ – କ୍ୟାମେରା ରେ ରେକର୍ଡ ହୋଇନଥିଲେ କେହି ବିଶ୍ୱାସ କରିନଥାନ୍ତେ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓ ଆପଣ ଙ୍କର ହୋସ ଉଡିଯିବ…..

ଆଜିବି ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ଭୂତ ପ୍ରେତ ଆଦିକୁ ବିଶ୍ୱାସ କରନ୍ତି ନାହିଁ।ତେବେ ଏହାର ସତ୍ୟତା କେତେ ରହିଛି ଏବଂ ବାସ୍ତବରେ ଏହାର କୌଣସି ସମ୍ଭାବନା ରହିଛି କି ନାହିଁ ତାକୁ ନେଇ ଅନେକ ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ରହିଛି। କିନ୍ତୁ ଯାହା ବି ହଉ ବିଜ୍ଞାନ ଏବଂ ଟେକ୍ନୋଲୋଜୀ ରେ ବିକାଶ ଫଳରେ ଏବେବି ଲୋକେ ଏମିତି ଅଜ୍ଞାତ ସାରରେ ରହିଛନ୍ତି ଯେ ସେମାନେ ଭୂତ ପ୍ରେତ ପିଶାଚ ଆଦିକୁ ଭୟ କରି ନଥାନ୍ତି ଏବଂ ଏହାକୁ ହେୟଜ୍ଞାନ କରିଥାନ୍ତି।

କାରଣ ଏବେବି ବିଜ୍ଞାନ ଏହାକୁ ମାନିବାକୁ ନାରାଜ ଯେ ସେହିଭଳି କୌଣସି ଶକ୍ତି ଦୁନିଆରେ ନାହିଁ। ମଣିଷ ମୃତ୍ୟୁ ବରଣ କଲା ପରେ ସେ ଆଉ କୌଣସି ମତ୍ତେ ନିଜକୁ ଭୌତିକ ଦୁନିଆରେ ପରିଚାଳିତ କରି ପାରିବ ନାହିଁ।

କିନ୍ତୁ ପୂର୍ବ କାଳରୁ ଏହା କୁହା ଯାଉଛି ଯେ ଯଦି ଜଣେ ମଣିଷର ଅକାଳ ମୃତ୍ୟୁ ଘଟେ କିମ୍ବା ସେ ନିଜେ ଆତ୍ମହତ୍ୟା କରେ କିମ୍ବା ତାକୁ କଷ୍ଟ ଯନ୍ତ୍ରଣା ଦେଇ ମାରି ଦିଆ ଯାଇଥାଏ,ତେବେ ସେ ତାର ଆତ୍ମା ଶାନ୍ତି ପାଇ ନଥିବା କାରଣରୁ ମୃତ୍ୟୁ ପରେ ଅତୃପ୍ତ ଆତ୍ମା ହୋଇ ଘୂରି ବୁଲିଥାଏ। ଆଉ ଯେତେବେଳେ ଆମର ସେହି ଆତ୍ମା ସଦୃଶ ଛାଇ ସହିତ ଭେଟ ହୋଇଯାଏ ଆମେ ସେତେବେଳେ ଡରି ଯାଇଥାଉ।ଆଉ ତାକୁ ଆମେ ଭୂତ ବୋଲି କହିଥାଉ।

ତେବେ କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ସବୁ ଧର୍ମରେ ଏହି ଭୂତ ପ୍ରେତ ମାନଙ୍କ ବିଷୟରେ ସମାନ ଧାରଣା ରହିଛି। ଯାହାକୁ ଆମେ ଅନେକାଂଶ ରେ ବିଶ୍ୱାସ ମଧ୍ୟ କରିଥାଉ।ତେବେ ନିକଟରେ ସେହିଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଠାରେ କ୍ୟାମେରା ରେ ରେକର୍ଡ ହୋଇଛି ଭୂତ ର ଛାଇ।

ଯାହାକୁ ନ ଦେଖିଲେ ଆପଣ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ଏଠାରେ କ୍ୟାମେରା ରେ ରେକର୍ଡ ହୋଇଥିବା ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ଯେତେବେଳେ ଯୁବତୀ ଜଣଙ୍କ ବାଥରୁମ୍ ରୁ ବାହାରି ଆସୁଛନ୍ତି, ସେତେବେଳେ ହଠାତ୍ ତାଙ୍କୁ ପଛରୁ କେହି ଜଣେ ଠେଲି ଦେଉ ଥିବାର ଦେଖିବାକୁ ମିଳୁଛି। ତାଙ୍କର ଛାଇ ସେହି କ୍ୟାମେରା ରେ ରେକର୍ଡ ହୋଇ ଯାଇଛି। ଏବଂ ପଛରୁ ଧକ୍କା ଦେବା ସମୟରେ ସେ ମଧ୍ୟ ଆଗକୁ ଝୁଙ୍କି ଯାଉଛନ୍ତି।

ଆଉ ଯେତେବେଳେ ଯୁବତୀ ଜଣଙ୍କ ପଛକୁ ଘୂରି ଦେଖିଛନ୍ତି ସେ ସେତେବେଳେ ପଛରେ କାହାକୁ ବି ଦେଖିବାକୁ ପାଉ ନାହାଁନ୍ତି।ଏହିଭଳି ଭାବରେ ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇ ଯାଇଛି। ଯାହାକୁ ଦେଖିଲା ପରେ ଏହା ଜଣା ପଡ଼ିଛି କି ଏହି ଅଦୃଶ୍ୟ ଶକ୍ତି ହେଉଛି ଜଣେ ଭୂତ। ଯିଏକି ପଛରୁ ଯୁବତୀ ଙ୍କୁ ଠେଲି ଦେଉଛନ୍ତି। ଏହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।