ଦେଖନ୍ତୁ ଭାଇରାଲ ଭିଡ଼ିଓ । ସତରେ କଣ ଶ୍ରଦ୍ଧା ଏବଂ ଶୁଭାଶିଷ ଆବଦ୍ଧ ହେଲେ ବିବାହ ବନ୍ଧନରେ। ଜାଣନ୍ତୁ ପ୍ରକୃତ ସତ……

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଦମଦାର ଖବର। ଓଡ଼ିଆ ଟେଲିଭିଜନ ତଥା ସିନେମା ଜଗତର କିଛି ରୋଚକ ଖବର ଆମେ ଆଜି ଆପଣଙ୍କୁ ଜଣାଇବୁ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା କଳାକାର ଶୁଭାଶିଷ ଏବଂ ଅଭିନେତ୍ରୀ ଶ୍ରଦ୍ଧା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିବାର ଖବର ସାମ୍ନା କୁ ଆସିଛି।

ଏହାକୁ ନେଇ ସୋସିଆଲ ମିଡିଆରେ ଖବର ପ୍ରଚାର ହେବା ସହିତ ଏହି ସମ୍ବନ୍ଧୀୟ ଖବର ଭାଇରାଲ ହେବାରେ ମଧ୍ୟ ଲାଗିଛି। ବିବାହ ସମୟର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର ହେଉଥିବାର ଦେଖିବାକୁ ମିଳୁଛି।

ତେବେ ଏହି ଫଟୋ କୁ ଦେଖିବା ପରେ ସମସ୍ତଙ୍କ ଭଳି ଆପଣ ମଧ୍ୟ ଏହା ଭାବୁଥିବେ ଯେ ଶୁଭାଶିଷ କଣ ଆଉ ଥରେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି। ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଛି ଯେ ସତରେ କଣ ଶ୍ରଦ୍ଧା ଏବଂ ଶୁଭାଶିଷ ଙ୍କ ବିବାହ ହୋଇଛି। ସେମାନେ କଣ ସ୍ବାମୀ ସ୍ତ୍ରୀ ଭାବରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ତେବେ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏମାନେ ପ୍ରକୃତରେ ବିବାହ କରି ନାହାନ୍ତି। ସୋସିଆଲ ମିଡିଆରେ କେବଳ ତାଙ୍କର ଫଟୋ କୁ ନେଇ ଗୁଜବ ସୃଷ୍ଟି ହେଉଛି। ତେବେ ଆମେ ଆପଣ ମାନଙ୍କୁ କହି ରଖୁଛୁ ଯେ ଶ୍ରଦ୍ଧା ଏବଂ ଶୁଭାଶିଷ ଗୋଟିଏ ଫିଲ୍ମ୍ ରେ ଅଭିନୟ କରୁଛନ୍ତି ।

ସେହି ଫିଲ୍ମ୍ ର ଏକ ଦୃଶ୍ୟ ରହିଛି ଯାହା ବିବାହ ସମୟର। ଏମାନେ ଦୁଇଜଣ ବିବାହ କରୁଥିବା ସମୟରେ ଥିବା ଦୃଶ୍ୟର ଏକ ଫଟୋ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ତେବେ ଦୃଶ୍ୟ ହେଉଛି ଶ୍ରଦ୍ଧା ଏବଂ ଶୁଭାଶିଷ ଙ୍କ ଅଭିନୀତ ଫିଲ୍ମ୍ ଦଶହରା ର ସିନ।ଏହା ଏବେ ସୁଟିଂ ଚାଲିଛି। ବହୁତ୍ ଜଲଦି ଏମାନଙ୍କ ଅଭିନୀତ ଏହି ଫିଲ୍ମ୍ ପ୍ରେକ୍ଷାଳୟ କୁ ଆସିବ। ଲୋକେ ଏହି ସିନେମା କୁ ବହୁତ୍ ପସନ୍ଦ କରିବେ ବୋଲି ଜଣା ପଡିଛି। କାରଣ ଏହା ଜଣା ପଡ଼ିଛି ଯେ ଶ୍ରଦ୍ଧା ଏବଂ ଶୁଭାଶିଷ ଙ୍କ ଅଭିନୀତ ଫିଲ୍ମ୍ ଦର୍ଶକ ମାନଙ୍କ ମନକୁ ଛୁଇଁବ।

ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଶ୍ରଦ୍ଧା ଏବଂ ଶୁଭାଶିଷ ଙ୍କ ଅଭିନୀତ ଏହି ଫିଲ୍ମ୍। ଏମିତି ରେ ଏମାନେ ଦୁଇଜଣ ଓଡ଼ିଶାରେ ଏକ ଚର୍ଚ୍ଚିତ ଚେହେରା। ସେମାନଙ୍କର ଲୋକପ୍ରିୟତା ମଧ୍ୟ ବହୁତ୍ ଅଧିକ ରହିଛି।ତେବେ ସେମାନଙ୍କୁ ଏକା ସାଙ୍ଗରେ ଫିଲ୍ମ୍ ରେ ଦେଖିବାକୁ ପାଇ ଦର୍ଶକ ନିଶ୍ଚିତ ଭାବରେ ବହୁତ୍ ଖୁସି ହେବେ ଏବଂ ଏହାକୁ ଉପଭୋଗ ମଧ୍ୟ କରିବେ।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।