ସରିଲା ଶନିଦଶା । ଶନିଦେବଙ୍କ କୁପାରୁ ଏହି 5ଟି ରାଶିରେ ଖୁସିର ସମୟ ଆରମ୍ଭ, ହେବ ଧନର ବର୍ଷା…

ଯଦି ଗ୍ରହ ମାନଙ୍କ ଚଳନ ରେ ବଦଳ ହୋଇଥାଏ ସେତେବେଳେ ଏହାର ପ୍ରଭାବ ବ୍ୟକ୍ତି ର ଜୀବନ ଉପରେ ପଡ଼ିଥାଏ । କିନ୍ତୁ ଆମେ ଏହି ପ୍ରଭାବ କୁ ବୁଝି ପାରି ନଥାଉ ଯାହା ସହିତ ଆମ ସହିତ କିଛି ଘଟଣା ଘଟିଜାଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟ ରେ କହିବାକୁ ଯାଉଛୁ ।ଶନି ଦେବା ଙ୍କୁ ନ୍ୟାୟ ର ଦେବତା କୁହାଯାଏ ।

ଶନି ଦେବ ଙ୍କ ଯେତେ ଅଧିକ ପ୍ରକୋପ ପଡ଼ିଥାଏ ତାହା ଠାରୁ ଅଧିକ ସେ ଲୋକ ମାନଙ୍କୁ ଖୁସି ରଖି ଥାଆନ୍ତି । ଶନି ଦେବ କାହାର ଶତ୍ରୁ ନୁହଁ ବରଂ ମିତ୍ର ଅଟନ୍ତି। ଶନି ଦେବ ନ୍ୟାୟ ର ଦେବତା ଅଟନ୍ତି ତେଣୁ ଯିଏବି ଅନୈତିକ କାମ କରି ଥାଆନ୍ତି ତାଙ୍କୁ ସେ ଉଚିତ୍ ଦଣ୍ଡ ଦେଇ ଥାଆନ୍ତି ।

ଶନି ଦେବ ଯେତେବେଳେ ସ୍ଥାନ ପରିବର୍ତ୍ତନ କରନ୍ତି ସେତେବେଳେ ସେ କାହା ଉପରେ ଭାରି ପଡନ୍ତି ତ କାହା ପାଇଁ ଖୁସି ଖବର ନେଇ ଆସନ୍ତି। ଏମିତି ରେ ତ 12ରାଶି ଉପରେ ଶନି ଦେବଙ୍କ ପ୍ରଭାବ ରହିଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା କାଲି ଠାରୁ ଶନିଦେବ ଏବଂ ମାତା ଲକ୍ଷ୍ମୀ ଙ୍କ ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କଣ ସବୁ ସେହି ରାଶି ମାନଙ୍କ ବିଷୟ ରେ ।

ମେଷ ରାଶି –

ଏହି ରାଶି ଉପରେ ଶନି ଦେବ ଙ୍କ ପ୍ରଭାବ ରହିବ। ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କୁ ଏବେ ଆଉ କିଛି ବିଷୟ ରେ ଚିନ୍ତା କରିବାର ନାହିଁ। ଏହି ରାଶି ମାନଙ୍କ ଉପରେ ଶନି ଦେବ ଏବଂ ମାତା ଲକ୍ଷ୍ମୀ ଙ୍କ ଶୁଭ ପ୍ରଭାବ ରହିବାକୁ ଯାଉଛି। ଏହି ବର୍ଷ ରେ ତାଙ୍କର ଧନ ର କୌଣସି ପ୍ରକାର ଅଭାବ ରହିବ ନାହିଁ । ଏମାନଙ୍କୁ କେବଳ ଶନି ଦେବଙ୍କ ଉପରେ ସମ୍ପୂର୍ଣ ଭରସା ଓ ବିଶ୍ୱାସ କରିବା ଉଚିତ ।

ସିଂହ ରାଶି –

ଶନି ଦେବ ଙ୍କ କୃପା ଏହି ରାଶି ମାନଙ୍କ ଉପରେ ମଧ୍ୟ ବର୍ଶିବ । ଏମାନଙ୍କ ର ଆତ୍ମ ବିଶ୍ବାସ ଦୃଢ଼ ରହିବ । ଆପଣଙ୍କ ସବୁ ମନ ସ୍କାମନ ପୂରଣ ହେବ। ଆପଣଙ୍କୁ କେବଳ କଠିନ ପରିଶ୍ରମ କରିବାର ଅଛି ।

ତୁଳା ରାଶି –

 

ଆପଣଙ୍କ ଉଦ୍ଧାର ମଧ୍ୟ ଶନିଦେବ କରିବେ। ଏଥିରେ ମାତ୍ର ଗୋଟିଏ ସର୍ତ୍ତ ଅଛି ଆପଣ ନିଜ ଜୀବନ ସାଥି ଙ୍କ ସହିତ ଅଧିକ ସମୟ ବିତାନ୍ତୁ । ତେବେ ଯାଇ ଶନି ଦେବ ଙ୍କ କୃପା ଆପଣଙ୍କ ଉପରେ ରହିବ।

ବିଛା ରାଶି –
ସଫଳତା ଆପଣଙ୍କ କବାଟ ସାମ୍ନା ରେ ଛିଡ଼ା ହେଇଚି । ଆପଣ ସବୁ ପ୍ରକାର କଳି ଝଗଡା ଠାରୁ ଦୂରେଇ ରୁହନ୍ତୁ ଏହା ଦ୍ଵାରା ଆପଣ ଙ୍କ ପରିବାର ରେ ଶାନ୍ତି ଲାଗି ରହିବ।

କର୍କଟ ରାଶି –
ଏହି ରାଶି ଉପରେ ଶନି ଦେବ ଙ୍କ ଅସୀମ କୃପା ରହିବ । ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ ।

କୁମ୍ଭ ରାଶି –
ଶନି ଦେବ ଙ୍କ କୃପା ରୁ ଆପଣଙ୍କ ସମୟ ଖୁବ୍ ଭଲ ରହିବ । ନୂଆ ବାହାନ କିଣିବେ । ଶନି ଦେବ ଙ୍କ କୃପା ରୁ ଆପଣଙ୍କ ଘର ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ ।