ପୁଣି ଆସିଲା ବଡ ଖୁସି ଖବର । ସରକାର ଙ୍କ ବଡ ଘୋଷଣା ! ବନ୍ଦ ହେବ ପେଟ୍ରୋଲ ଡିଜେଲ୍ କାର ଇଲେକ୍ଟ୍ରି କାର କିଣିଦେବେ ସରକାର ଜାଣନ୍ତୁ କେମିତି ଉଠାଇବେ ଫାଇଦା…..

ଇଲେକ୍ଟ୍ରିକ କାର କିଣି ଦେବେ ସରକାର । ଗାଡି ଚଳାଳ ଙ୍କ ପାଇଁ ବଡ଼ ଖବର । ଆଉ ଚାଲିବ ନାହିଁ ପେଟ୍ରୋଲ , ଡିଜେଲ୍ କାର । ସମ୍ପୂର୍ଣ ବନ୍ଦ ହେବାକୁ ଯାଉଛି ପେଟ୍ରୋଲ ଡିଜେଲ୍ କାର। ପରିବେଶ କୁ ପ୍ରଦୂଷିତ କରିବା ପାଇଁ ଓ ବାୟୁ ପ୍ରଦୂଷଣ କୁ ରୋକିବା ପାଇଁ ସରକାର ନେଇଛନ୍ତି ଏହି ନିଷ୍ପତି ।

ପ୍ରଧାନ ମନ୍ତ୍ରୀ ସବୁଜ ଯୋଜନା କୁ ସଫଳ କରିବା ପାଇଁ 2030 ସୁଦ୍ଧା ପେଟ୍ରୋଲ ଡିଜେଲ୍ କାର କୁ ସମ୍ପୂର୍ଣ ବନ୍ଦ କରିବା ସହିତ ଇଲେକ୍ଟ୍ରିକ କାର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଏମିତି କି ଗାଡି ଚଳାଳ ମାନଙ୍କୁ ସରକାର ଏହି ଇଲେକ୍ଟ୍ରିକ କାର କିଣି ଦେବାରେ ସହାୟତା କରିବେ ବୋଲି ସରକାର ଘୋଷଣା କରିଛନ୍ତି । ଜାତୀୟ ଗଣ ମାଧ୍ୟମ ର ସୂଚନା ମୁତାବକ ନୂଆ ପେଟ୍ରୋଲ ଓ ଡିଜେଲ୍ କାର ଉପରେ ରୋକ୍ ଲଗାଇ ଅଛନ୍ତି ଲଣ୍ଡନ ର ସରକାର।

ଆସନ୍ତା 2030 ରୁ ୟୁକେ ରେ କୌଣସି ନୂଆ ପେଟ୍ରୋଲ କିମ୍ବା ଡିଜେଲ୍ ଚାଳିତ କାର ବିକ୍ରି ହୋଇ ପାରିବ ନାହିଁ ବରଂ ଏହା ବଦଳ ରେ ବଜାର କୁ ଇଲେଟ୍ରିକ କାର ଆସିବ ବୋଲି ଘୋଷଣା କରିଛନ୍ତି ୟୁକେ ର ପ୍ରଧାନ ମନ୍ତ୍ରୀ ଗୋରିସ ଜବସନ୍ । ପୂର୍ବରୁ ଦେଶ ବାସି ଙ୍କୁ ସତର୍କ କରାଇ ପ୍ରଧାନ ମନ୍ତ୍ରୀ ଗୋରିସ୍ ଏକ ବଡ଼ ନିଷ୍ପତି ନେଇଛନ୍ତି ।

ତେବେ ପ୍ରଧାନ ମନ୍ତ୍ରୀ ସବୁଜ ଯୋଜନା ଅଧୀନ ରେ ସବୁଜ ବିପ୍ଲବ କୁ ପ୍ରୋତ୍ସାହନ ଦିଆ ଯାଇଛି। ଯାହା ଦ୍ଵାରା ସାମୁଦ୍ରିକ ପବନ ଶକ୍ତି କ୍ଷମତା କୁ ଚାରି ଗୁଣ ବୃଦ୍ଧି କରାଯାଇ ପାରିବ । ସେହିଭଳି କ୍ୟଦଡ କ୍ୟପଚର ଟେକ୍ନୋଲୋଜି ଲଣ୍ଡନ କୁ ଗ୍ରୀନ ଫାଇନାନ୍ସ ରେ ଗଢି ତୋଳିବା କୁ ପ୍ରୟାସ ଆରମ୍ଭ ହୋଇଥିବା ର କହିଛନ୍ତି ବୋରିସ ।

ଏନେଇ ଜିରୋ କିମ୍ବା ଖୁବ୍ ପରିମାଣ ର ବାୟୁ ପ୍ରଦୂଷଣ କରୁଥିବେ ଯାନ କୁ ସବସିଡି ମିଳିବ ବୋଲି ଘୋଷଣା କରିଛନ୍ତି। ସେହି ଭଳି ସହର ର ପ୍ରତି ଘରେ ଘରେ ହାଇଡ୍ରୋଜେନ୍ ବ୍ୟବହାର କୁ ଗୁରୁତ୍ବ ଦିଆଯିବ।ଏନେଇ ପ୍ରଧାନ ମନ୍ତ୍ରୀ ବୋରିସ୍ କହିଛନ୍ତି ଯେ ଏଇ ନୂଆ ଯୋଜନା ପାଇଁ ବ୍ରିଟେନ ସରକାର 3.9 ବିଲିଅନ ଡଲାର ବ୍ୟୟ କରିଛନ୍ତି ।

ଏହା ଛଡ଼ା ସେଠାରେ 2.5 ଲକ୍ଷ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇ ପାରିବ । 2050 ମଧ୍ୟରେ ଦେଶ କୁ କାର୍ବନ ନିୟୁତ୍ରାଲ ଭାବେ ଗଢି ତୋଳିବା କୁ ସରକାର ଏମିତି ଏକ ନିଷ୍ପତି ନେଇଛନ୍ତି । ତେବେ 2030 ସୁଦ୍ଧା ଲଣ୍ଡନ ର ସମସ୍ତ ବାସିନ୍ଦା ଏହି ଇଲେକ୍ଟ୍ରିକ କାର ବ୍ୟବହାର କରିବେ ବୋଲି ଆଶା କରାଯାଇ ଅଛି। ପରିବେଶ କୁ ସୁରକ୍ଷା ଦେବା ଓ ନିର୍ମଳ ରଖିବା ପାଇଁ ଲଣ୍ଡନ ସରକାର ଙ୍କ ଏହି ପରି ନିଷ୍ପତି କୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି । ଭାରତ ରେ ଆଗକୁ ଏମିତି କିଛି ହେବ ବୋଲି ଆଶା କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।