ସପ୍ତାହ କୁ କେତେ ଥର ଶାରୀରିକ ସମ୍ପର୍କ କରିବା ଉଚିତ ll ଛୋଟ ଛୁଆ ମାନେ ଦେଖନ୍ତୁ ନାହିଁ
ପ୍ରେମ କୁ ଆହୁରି ମଜବୁତ୍ କରି ଥାଏ ଶାରୀରିକ ସଂପର୍କ। ଆଜି ଜାଣିବା କେତେ ଥର ଶାରିରୀକ ସମ୍ପର୍କ ବିବାହ ପରେ ନୂଆ ଘର , ନୂଆ ପରିବାର କୁ ନେଇ ଝିଅ ଟି ଯେତିକି ଖୁସି ଥାଏ ସ୍ବାମୀ ଙ୍କୁ ନେଇ ମଧ୍ୟ ସେତିକି ଉତ୍ସାହିତ ଥାଏ ।ସବୁ ଝିଅ ଙ୍କ ର ଇଛା ଥାଏ ଯେ ତାର ସ୍ବାମୀ ତାକୁ ବହୁତ୍ ଭଲ ପାଉ ଓ ତାର ସମସ୍ତ ଇଛା ପୂରଣ କରୁ । ତାର ସମସ୍ତ ଇଛା ପୂରଣ କରୁ ।
କୁହା ଯାଏ ଯେ ଶାରିରୀକ ସମ୍ପର୍କ ଦ୍ଵାରା ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଆହୁରି ମଜବୁତ୍ ହୋଇ ଥାଏ । ତେଣୁ ଅଧିକ ରୁ ଅଧିକ ସମ୍ପର୍କ ରଖିବା ଜରୁରୀ ଅଟେ । କିନ୍ତୁ ଅଧିକ ସମ୍ପର୍କ ରଖିବା ମଧ୍ୟ ଶରୀର ପ୍ରତି ଖରାପ୍ ଅଟେ ।
ନିକଟ ରେ ହୋଇ ଥିବା ରିସର୍ଚ୍ଚ ରୁ ଜଣା ପଡିଛି ଯେ ଅଧିକ ଥର ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଉଭୟ ସ୍ତ୍ରୀ ଓ ସ୍ବାମୀ ଙ୍କ ଉପରେ ଖରାପ୍ ପ୍ରଭାବ ପଡ଼ି ଥାଏ । ବୟସ ଦୃଷ୍ଟି ରେ ଦେଖିବା ପାଇଁ ଗଲେ 25-35 ବୟସ ରେ ଯୁବକ ଯୁବତୀ ଙ୍କ ଅଧିକ ଶାରିରୀକ ସମ୍ପର୍କ ରଖି ଥାଆନ୍ତି । ଧୀରେ ଧୀରେ ବୟସ ବଢିବା ବଢିବା ସହିତ ଶାରିରୀକ ସମ୍ପର୍କ ରଖିବା ର ଇଛା କମ୍ ହୋଇ ଥାଏ ।
ନିକଟ ରେ ହୋଇ ଥିବା ରିସର୍ଚ୍ଚ ର ରିପୋର୍ଟ୍ ଅନୁସାରେ ଗୋଟେ ଯୁବକ 18-30 ବୟସ ଭିତରେ ସପ୍ତାହ କୁ ତିନି ଥର ଓ ମାସ କୁ ବାର ଥର ଶାରିରୀକ ସମ୍ପର୍କ ରଖିବା କୁ ଇଛା କରି ଥାଏ ।ସେହି ପରି 30-45 ବର୍ଷ ର ବ୍ୟକ୍ତି ମାନେ ସପ୍ତାହ କୁ ଦୁଇ ଥର ଓ 45 ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ମାନେ ସପ୍ତାହ କୁ ଥରେ ଶାରିରୀକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରି ଥାଆନ୍ତି।
ତେବେ ଶାରିରୀକ କ୍ଷମତା ଓ ଉର୍ଜା ଅନୁସାରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ବୋଲି ରିସର୍ଚ୍ଚ ରୁ ଜଣା ପଡିଛି । ତେବେ ଯେଉଁ ଡମ୍ପଡି ସପ୍ତାହ କୁ ସର୍ବନିମ୍ନ ଥର ବା ଏକ ଥର ଶାରିରୀକ ସମ୍ପର୍କ ରଖି ଥାଆନ୍ତି ସେମାନ ଙ୍କ ଜୀବନ ସୁଖ ମୟ ହୋଇ ଥାଏ ବୋଲି ରିସର୍ଚ୍ଚ ରୁ ଜଣା ପଡିଛି । ଏହା ଦ୍ବାରା ମନ କୁ ଆସୁଥିବା ଦୁଃଶ୍ଚିନ୍ତା କମ୍ ହୋଇ ଥାଏ । ଏହାର ମାନସିକ ମାତ୍ରା ସନ୍ତୁଳନ ଠିକ୍ ରହି ଥାଏ ।
ଏହା ସହିତ ଜଣେ ସୁସ୍ଥ ମଣିଷ ସପ୍ତାହ କୁ ଏକ ଥର ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଶାରିରୀକ ଓ ମାନସିକ ସ୍ଥିତି ଭଲ ରହି ଥାଏ ବୋଲି ହୋଇ ଥିବା ରିସର୍ଚ୍ଚ ର ରିପୋର୍ଟ୍ ରୁ ଜଣା ପଡିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।