ସଞ୍ଜୟ ଦତ୍ତ ଙ୍କ ସ୍ତ୍ରୀ ଦେଖିବାକୁ ଏତେ ସୁନ୍ଦର୍ ଓ ଷ୍ଟାଇଲିସ, ଦେଖିଲା ପରେ ଆପଣ ବି ହୋଇଯିବେ ଫିଦା…..

ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଙ୍କ ର ତ ଏମିତି ରେ ତିନି ଜଣ ପତ୍ନୀ ରହି ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ତାଙ୍କର ତୃତୀୟ ମାନ୍ୟତା ଦତ୍ତ ଙ୍କ ସହିତ ତାଙ୍କ ର ନିବିଡ ଓ ଗଭୀର ସମ୍ପର୍କ ରହିଛି ଯିଏ କି ଏପର୍ଯ୍ୟନ୍ତ ତାଙ୍କ ର ସମସ୍ତେ କଠିନ ପରିସ୍ଥିତି ରେ ତାଙ୍କ ସହିତ ଛିଡ଼ା ହେଇ ଆସିଛନ୍ତି । ତେବେ ଜଣାଇ ଦେଉଚୁ ଯେ ସଞ୍ଜୟ ଦତ୍ତ ଙ୍କ ସ୍ତ୍ରୀ ହେବା ପୂର୍ବରୁ ସେ ଅନେକ ଆଇଟମ ଗୀତ ରେ ନିଜର ପରିଚୟ ସୃଷ୍ଟି କରିବା ସହିତ ଅନେକ ଫିଲ୍ମ୍ ରେ ଅଭିନେତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ତେବେ ଜଣେ ଆଇଟମ ଗୀତ ର ହିରୋଇନ୍ ରୁ କିପରି ସେ ମେଗା ଷ୍ଟାର୍ ସଞ୍ଜୟ ଦତ୍ତ ଙ୍କ ସ୍ତ୍ରୀ ହୋଇ ପାରିଲେ ।

ଆଜି ଆମେ ଆପଣ ଙ୍କୁ ମାନ୍ୟତା ଦତ୍ତ ଙ୍କ ର ଆଇଟମ ଗୀତ ର ହିରୋଇନ୍ ରୁ ମେଗା ଷ୍ଟାର୍ ସଞ୍ଜୟ ଦତ୍ତ ଙ୍କ ପତ୍ନୀ ହେବା ଜାଏ ଜୀବନୀ ବିଷୟ ରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା କେମିତି ରହିଛି ତାଙ୍କ ରାସ୍ତା ।ବଲିଉଡ୍ ର ମେଗା ଷ୍ଟାର୍ ସଞ୍ଜୟ ଦତ୍ତ ଙ୍କ ତୃତୀୟ ପତ୍ନୀ ମାନ୍ୟତା ଦତ୍ତ ଙ୍କ ଅସଲି ନାମ ଦିଲ୍ ନବାଜ୍ ଶେଖ୍ ଅଟେ । ତାଙ୍କ ପିଲଦିନ ଦୁବାଇ ରେ ହୋଇ ଅଛି ।

ତେବେ ସେ ଜଣେ ଅଭିନେତ୍ରୀ ହେବା ପାଇଁ ଚାହୁଁ ଥିଲେ ଯେଉଁ କାରଣ ରୁ ସେ ମୁମ୍ବାଇ ଚାଲି ଆସିଲେ ଓ ନିଜ ନାମ ସେ ସାରା ଖାନ୍ କରି ଦେଲେ । ଯାହା ପରେ ସେ 2002 ମସିହା ରେ ବିଗ୍ ରେଡ୍ ଫିଲ୍ମ୍ ଲଭର୍ ଲାଇଟ୍ ରୁ ସେ ନିଜ କ୍ୟାରିୟର ର ଆରମ୍ଭ ବଲିଉଡ୍ ରେ କରି ଥିଲେ । ଏହା ପରେ ପ୍ରକାଶ ଚହତ୍ ଙ୍କ ସୁପର୍ ହିଟ୍ ଫିଲ୍ମ୍ ଗଙ୍ଗାଜଳ ରେ ଆଲାହର ମସ୍ତ୍ ଜବାନି ଗୀତ ରେ ଆଇଟମ ଗୀତ ରେ ନଜର ଆସି ଥିଲେ । ଯାହା ପରେ ସେଇଠି ହିଁ ତାଙ୍କୁ ମାନ୍ୟତା ଦତ୍ତ ଭାବେ ନାମ ମିଳି ଥିଲା ।

ସେହି ଗୀତ ପରେ ସେ ବଲିଉଡ୍ ରେ ନିଜ କ୍ୟାରିୟର କରିବା ପାଇଁ କାମ ପାଇଁ ସଂଘର୍ଷ କରୁ ଥିଲେ ସେହି ସମୟ ରେ ଡାଇରେକ୍ଟ ନିତିନି ମୋହନ ତାଙ୍କ ସାକ୍ଷାତ ମେଗା ଷ୍ଟାର୍ ସଞ୍ଜୟ ଦତ୍ତ ଙ୍କ ସହିତ କରାଇ ଥିଲେ । ଆଉ ସେହି ସାକ୍ଷାତକାର ସଞ୍ଜୟ ଦତ୍ତ ଓ ମାନ୍ୟତା ଦୁଇଜଣ ବହୁତ୍ ଭଲ ସାଙ୍ଗ ହୋଇ ଯାଇ ଥିଲେ। ଦେଖୁ ଦେଖୁ ଦୁଇ ଜଣ ବହୁତ୍ ନିକଟତର ହୋଇ ଯାଇ ଥିଲେ।

କିନ୍ତୁ ଏହି ଦୁଇ ଜଣ ନିଜ ସଂପର୍କ କୁ ବଲିଉଡ୍ ର ସବୁ ଅଭିନେତା ଓ ମିଡ଼ିଆ ଠାରୁ ଲୁଚେଇ ରଖି ଥିଲେ । ଏବଂ 7 ଫେବୃଆରୀ 2010 ମସିହା ରେ ସଞ୍ଜୟ ଦତ୍ତ ପାଖା ପାଖି ନିଜ ଠାରୁ 21 ବର୍ଷ ଛୋଟ ମାନ୍ୟତା ଦତ୍ତ ସହିତ ବିବାହ କରିଥିଲେ । ଜଣାଇ ଦେଉଚୁ ଯେ ଏହି ବିବାହ ଖୁବ୍ ଗୁପ୍ତ ଭାବେ ହୋଇ ଥିଲା ଯାହା ବିଷୟ ରେ କାହାରିକୁ ମଧ୍ୟ ଖରାପ୍ ନଥିଲା ।

ଯେତେବେଳେ ସମସ୍ତ ଙ୍କୁ ଏହି ବିବାହ ବିଷୟ ରେ ଜଣା ପଡ଼ିଲା ତେବେ ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କୁହା ଯାଏ ଯେ ଦୁଇ ଜଣଙ୍କ ଘର ଲୋକ ମଧ୍ୟ ଏହି ବିବାହ ବିରୋଧ ରେ ଥିଲେ । ଏମିତି ପରିସ୍ଥିତି ରେ ବିବାହ ପାଇଁ ନିଷ୍ପତି ନେବା କୁ ସବୁଠୁ ବଡ଼ ନିଷ୍ପତି ବୋଲି କୁହାଯାଏ । ତେବେ ଏହି ଭଳି ଭାବେ ଆଇଟମ ଗାଲ ମାନ୍ୟତା ଦତ୍ତ ମେଗା ଷ୍ଟାର୍ ସଞ୍ଜୟ ଦତ୍ତ ଙ୍କ ପତ୍ନୀ ହୋଇ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।