ସାଇନସାଇଟିସ ଏବଂ ଇସନଫିଲିଆ ର ଚିକିତ୍ସାର ଘରୋଇ ଉପଚାର । Dr. Manju G Pillal

ଇସନଫିଲିଆ ଓ ସାଇନସାଇଟିସ ଅଲଗା ଅଲଗା ହୋଇ ଥାଏ, ଯେତେବେଳେ ଇସନଫିଲିଆ ବଢ଼ି ଥାଏ ସେତେବେଳେ ସାଇନସାଇଟିସ ହୋଇ ଥାଏ | ପ୍ରଥମେ ଡାକ୍ତର ଆପଣ ଙ୍କର ଇସନଫିଲିଆ କୁ କମ କରିବା ପାଇଁ ଚେଷ୍ଟା କରନ୍ତି କାରଣ ଏହା ଯେ ପର୍ଯ୍ୟନ୍ତ କମି ନାହିଁ ତେବେ ଆପଣଙ୍କର ସାଇନସାଇଟିସ ଓ ଯେତେ ପ୍ରକାର ର ମୁଣ୍ଡ ବିନ୍ଧା ସର୍ଦ୍ଧି ସେଗୁଡା ସବୁ କମିବ ନାହିଁ |

ଏହାର କାରଣ :-

ତେବେ ଯେଉଁ ଛୋଟ ଛୋଟ ପିଲା ଙ୍କର ଇସନଫିଲିଆ ଓ ସାଇନସାଇଟିସ ଥାଏ ତେବେ ତାହା ହେବାର କାରଣ କଣ ହୋଇ ଥାଏ | ଏହାର କାରଣ ହେଉଛି ସେହି ପିଲା ଟି ଯେତେ ବେଳେ ମା ପେଟରେ ଥାଏ ସେତେ ବେଳେ ମା ନିଶ୍ଚିତ ଭାବରେ ଥଣ୍ଡା ରେ ଆକ୍ରାନ୍ତ ଥିବେ | ଏଏହାପରେ ପିଲା ଯେତେ ବେଳେ ଜନ୍ମ ନିଏ ସେହି ପିରିୟଡ଼ ରେ ପିଲା ଟିକୁ ଥଣ୍ଡା ହୋଇ ଥାଏ | ତେବେ ସେହି ସମୟରେ ମା କୁ ମଧ୍ୟ ବେଶୀ ମାତ୍ରା ରେ ଥଣ୍ଡା ରୋକିବା ପାଇଁ ମେଡ଼ିସିନ ଦିଆ ଯାଏ ନାହିଁ କାରଣ ତାହାର ପ୍ରଭାବ ପିଲା ଉପରେ ପଡ଼ିବ | ଯାହା ଫଳରେ ମା ର ଥଣ୍ଡା ସମ୍ପୂର୍ଣ୍ଣ ରୂପରେ ଭଲ ହୁଏ ନାହିଁ ଯାହା ଫଳରେ ପିଲା ଟିର ରୋଗ ମଧ୍ୟ ଭଲ ହୁଏ ନାହିଁ |

ଦ୍ୱିତୀୟ କାରଣ ହେଉଛି ପିଲା ଜନ୍ମ ହେବା ପରେ ଯେତେ ବେଳେ ସେ ବଡ଼ ହୁଏ ସେହି ସ୍ଥାନରେ ଯଦି ପ୍ରାୟ ସମୟରେ ଡଷ୍ଟ ଓ ଧୂଆଁ ରହୁ ଥିବ ଏହି କାରଣ ରୁ ମଧ୍ୟ ସାଇନସାଇଟିସ ହୋଇ ଥାଏ | ତେବେ ଏହି ଡଷ୍ଟ ଦ୍ୱାରା ଛୋଟ ଛୁଆ ର ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ଶରୀର ଭିତରକୁ ଚାଲି ଯାଏ ଏବଂ ତାହା ଜମା ହୋଇ ଯାଏ, ଜମା ହେଲା ପରେ ଆମ ଶରୀର ବିନ୍ଧିବା ଆରମ୍ଭ ହୋଇ ଥାଏ | ତେବେ ଆମେ ଯେତେବେଳେ ଡାକ୍ତର ଙ୍କ ପାଖକୁ ଯାଉ ସେତେବେଳେ ସେ ନାକ ଡ୍ରପ ଦେଇ ଥାଆନ୍ତି ଯାହା ସେହି ଡ୍ରପ ପକାଇବା ଦ୍ୱାରା ଆମ ଭିତର ସଫା ହୋଇ ଯାଇ ଥାଏ |

ଏହାର ଲକ୍ଷଣ:-

ଆପଣ ଙ୍କୁ କେତେବେଳେ ମଧ୍ୟ ଭଲ ଲାଗିବ ନାହିଁ, ଭଲ ଭାବରେ ନିଦ ହେବ ନାହିଁ, ଆପଣ ଯଦି ଶୋଇ ଥିବେ ଆପଣଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେବ, ଯେତେବେଳେ ଆପଣ ଶୋଇ ଥିବେ ଆଉ ଉଠିବେ ସେତେବେଳେ ପୁରା ଦିନ ସାରା ମୁଣ୍ଡ ବିନ୍ଧିବ | ଏହା ସହିତ ଆପଣଙ୍କ ର ଥଣ୍ଡା କେବେ ବି ଭଲ ହେବ ନାହିଁ |

ଏହାର ଚିକିତ୍ସା :-

ଏହାର ଚିକିତ୍ସା ଟି ବହୁତ ସହଜ ଅଟେ ଏହାକୁ କରିବା ଦ୍ୱାରା 90 ଦିନ ଭିତରେ ଆପଣଙ୍କର ଇସନଫିଲିଆ ଓ ସାଇନସାଇଟିସ ସବୁ କିଛି ଦୂରେଇ ଯିବ | କିଛି ଦେଶୀ ଗାଈ ଘିଅ ଆଣନ୍ତୁ ଆଉ ତାହା ଯେତେ ପୁରୁଣା ସେତେ ଆପଣଙ୍କ ପାଇଁ ଭଲ | ଏହାପରେ ଏହାକୁ ହାଲକା ଗରମ କରନ୍ତୁ ଏବଂ ଦୁଇ ନାକ ରେ ତାହାକୁ ଗୋଟିଏ ଗୋଟିଏ ବୁନ୍ଦା ପକାନ୍ତୁ | ଏହାକୁ 90 ଦିନ କରନ୍ତୁ ଦେଖିବେ ଆପଣ ଏହି ରୋଗ ରୁ ମୁକ୍ତ ହୋଇ ଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।