ସରିଲା ସନିଦଶା | ସନିଦେବଙ୍କ କୃପାରୁ ଏହି ୫ଟି ରାଶିରେ ଖୁସିର ସମୟ ଆରମ୍ଭ | ହେବ ଧନର ବର୍ଷା..

ଆପଣମାନେ ସମସ୍ତେ ଜାଣିଥିବେ ଶନି ଦେବଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଉଛି। ଆଉ ସବୁ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହ ହେଉଛି ଅନ୍ୟତମ। ଆମ ଗ୍ରହ ମାନଙ୍କର ଚଳନ ଉପରେ ରାଶି ମାନଙ୍କର ଭାଗ୍ୟ ନିର୍ଭର କରିଥାଏ। ଆମ ରାଶି ଚକ୍ରରେ ୧୨ ଗୋଟି ରାଶି ମଧ୍ୟରୁ ଯେଉଁ ରାଶି ମାନଙ୍କ ଉପରେ ଶନି ଦେବଙ୍କ କୋପ ଦୃଷ୍ଟି ପଡ଼ିଯାଏ ତେବେ ସେହି ରାଶିର ବ୍ୟକ୍ତି ସର୍ବଦା ଦୁଃଖ କଷ୍ଟ ପାଇଥାନ୍ତି।

କିନ୍ତୁ ଯେଉଁ ରାଶିର ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ପଡ଼ିଥାଏ, ସେହି ବ୍ୟକ୍ତି ସର୍ବଦା ଭାଗ୍ୟଶାଳୀ ଅଟନ୍ତି। ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ଖୁସିରେ ରହିଥାଏ ଏବଂ କେବେବି ଧନର ଅଭାବ ରହେ ନାହିଁ। ତେବେ ଏହି ୧୨ ଟି ରାଶି ମଧ୍ୟରୁ ୫ ଟି ରାଶି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ବର୍ଷିବାକୁ ଯାଉଛି।

୧-ବିଛା ରାଶି –

 

ଏହି ରାଶିର ବ୍ୟକ୍ତିମାନେ ଶନିଦେବଙ୍କ କୃପାରୁ ଜୀବନରେ କେବେ ଦୁଃଖ କଷ୍ଟ ଭୋଗ କରିବେ ନାହିଁ, ଏମାନଂକ ଜୀବନରେ ଆଗରୁ ରହିଥିବା ସମସ୍ୟା ଦୂର ହେବା ସହିତ ଏମାନଙ୍କ ଖୁସିର ଦିନ ଆରମ୍ଭ ହେବ ।ଏହି ବ୍ୟକ୍ତିମାନେ ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ସର୍ବଦା ରହିଥିବାରୁ ଏମାନେ ଜୀବନରେ କେବେ ଆର୍ଥିକ ସମସ୍ୟା ମଧ୍ୟ ଭୋଗ କରିବେ ନାହିଁ ।

୨ମେଷ ରାଶି

 

ଏହି ରାଶିର ବ୍ୟକ୍ତିମାନେ ଶନିଦେବଙ୍କ କୃପାରୁ ଜୀବନରେ ଅନେକ ସଫଳତା ହାସଲ କରିବା ସହିତ ସମାଜରେ ମାନ ସନମାନ ହାସଲ କରିବେ ।ଶନିଦେବଙ୍କ କୃପାରୁ ଆପଣ କେବେ ଧନର ଅଭାବ ଅନୁଭବ କରିବେ ନାହିଁ, ଏହା ସହିତ ଆପଣଙ୍କ ପାରିବାରିକ ଜୀବନ ଖୁସିରେ ରହିବା ସହିତ ପାରିବାରିକ ସୁଖ ଶାନ୍ତି ମଧ୍ୟ ଦେଖାଯିବ ।

୩-କର୍କଟ ରାଶି

 

ଶନି ମହାରାଜାଙ୍କ କୃପା ଦୃଷ୍ଟି କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅନେକ ଖୁସି ଭାରି ଯିବାର ସମୟ ଆସିଛି, ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ରହିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ।ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ପ୍ରମୋସନ ହେବା ସହିତ ଏମାନେ ଯଦି ଏହି ସମୟରେ କୌଣସି ବେପାର ଆରମ୍ଭ କରିନ୍ତି ତେବେ ସେଥିରେ ଉନ୍ନତି ନିଶ୍ଚତ କରିବେ ।

୪-ସିଂହ ରାଶି

ସିଂହ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି, ଏହି ରାଶିର ବ୍ୟକ୍ତିମାନେ ଏହି ସମୟରେ ଯଦି କିଛି ବ୍ୟବସାୟ ଆରମ୍ଭ କରନ୍ତି ତେବେ ସେଥିରେ ନିଶ୍ଚିତ ଲାଭବାନ ହେବେ ।ଏହି ରାଶିର ବ୍ୟକ୍ତିମାନଙ୍କର ଶନିଦେବଙ୍କ କୃପାରୁ ପାରିବାରିକ ସୁଖ ଶାନ୍ତି ବଜାଇ ରହିବ ।

୫- କୁମ୍ଭ ରାଶି –

 


ଏହି ରାଶିର ବ୍ୟକ୍ତମାନଙ୍କ ଉପରେ ଶନି ମହାରାଜ ଅଧିକ ପ୍ରସନ୍ନ ରହିବେ ତେଣୁ ଏମାନଙ୍କ ଜୀବନରେ ରହିଥିବା ସମସ୍ତ ସମସ୍ୟା ଦୂର ହେବା ସହିତ ଏମାନେ ଜୀବନରେ ବହୁତ ଖୁସିରେ ରହିବେ ।ଏହା ସହିତ ଏମାନଂକ ଜୀବନରେ ସମସ୍ତ ପ୍ରକାର ବାଧା ଦୂର ହେବା ସହିତ ଜୀବନରେ କେବେ ଧନର ଅଭାବ ମଧ୍ୟ ଅନୁଭବ କରିବେ ନାହିଁ ।