ସମୁଦ୍ର କୂଳରେ ଅଭିନେତ୍ରୀ ଅଦା ଶର୍ମାଙ୍କ ବ୍ୟାୟାମ ଓ ଅଦ୍ଭୁତ ଡିଆଁ ମରା ଦେଖି ଆପଣ ଚକିତ ହେବେ… VIDEO ହେଲା ଭାଇରାଲ୍……

ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା କରିଥାନ୍ତି , ଏଥିପାଇଁ ସେମାନେ ବହୁତ ପ୍ରକାର କାମ ମଧ୍ୟ କରିଥାନ୍ତି କି ସେମାନେ କିପରି ଫିଟ ରହିବେ । ପ୍ରତ୍ୟେକ ମନୁଷ୍ୟ ଏକ ସ୍ଲିମ ଏବଂ ଫିଟ ଶରୀର ଆଶା କରିଥାନ୍ତି , ଯାହା ଦ୍ୱାରା କି ସେମାନେ ବହୁତ ସୁନ୍ଦର ଦେଖାଯାଆନ୍ତି । କାରଣ ଆପଣ ମାନେ ଜାଣିଥିବେ କି ଅତ୍ୟନ୍ତ ମୋଟା ହୋଇଯାଇଥିବା ଲୋକମାନେ ବହୁତ ପ୍ରକାର ଅସୁବିଧାର ସାମ୍ନା କରିଥାନ୍ତି ସେମାନେ କୌଣସି କାମକୁ ଠିକ ଭାବରେ କରିପାରନ୍ତି ନାହିଁ । ତେବେ ସେମାନେ ସେମାନଙ୍କର ମୋଟାପଣକୁ କମ କରିବା ପାଇଁ ଡାଇଟିଙ୍ଗ ମଧ୍ୟ କରିଥାନ୍ତି ।

ମାତ୍ର ଏପରି କାମକୁ କରିବା ସହଜ ଉପାୟ ହେଉଛି ମେଡିଟେସନ ବା ୟୋଗା । ଏହା ମଧ୍ୟ ସତ୍ୟ କି ଯୋଗ କରିବା ଦ୍ୱାରା ଆମ ଶରୀର ବହୁତ ଫିଟ ଏବଂ ସୁନ୍ଦର ମଧ୍ୟ ରହିଥାଏ । ଏହା ବ୍ୟତୀତ ଆମକୁ କୌଣସି ପ୍ରକାର ରୋଗ ମଧ୍ୟ ହୋଇନଥାଏ । ତେବେ ଏହି ଯୋଗ କରିବା ପାଇଁ ଆମେ ମାନେ କେତେକ ଟ୍ରେନର ମାନଙ୍କର ସାହାର୍ଯ୍ୟ ନେଇଥାଉ ।

ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କର ବିଷୟରେ କହିବୁ ଯିଏ କି ଜଣେ ଯୋଗ ଟ୍ରେନର ନୁହନ୍ତି ମାତ୍ର ସେ ଏହି ବ୍ୟାୟାମ କରିବା ପାଇଁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ଏହି ବ୍ୟାୟମ କରିବାର ଭିଡିଓ ମଧ୍ୟ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ତାଙ୍କର ଏହି ଭିଡିଓ ସମସ୍ତେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ଆମେ ଆପଣ ମାନଙ୍କୁ ଯାହାଙ୍କର ବିଷୟରେ କହୁଛୁ ସେ ହେଉଛନ୍ତି କମାଣ୍ଡୋ ପିଲ୍ମର ଅଭିନେତ୍ରୀ ଅଦା ଶର୍ମା । ଯିଏ କି ଏବେକା ସମୟରେ ସୋସିଆଲ ମିଡିଆରେ ବହୁତ ଲାଇଭ ରହୁଛନ୍ତି ଏବଂ ଏବେକା ସମୟରେ ଏକ ଭିଡିଓ ଅପଲୋଡ କରିଛନ୍ତି , ଯେଉଁ ଭିଡିଓରେ ଦେଖିବାକୁ ମିଲିଛି କି ଅଦା ସମୁଦ୍ର କୂଳରେ ଅଦ୍ଭୁତ ଡିଆଁ ମାରୁଥିବାର ।

ଅଦା ସେହି ସମୟରେ ଏକ ଗୋଲାପି ରଙ୍ଗର ପ୍ରିଣ୍ଟ ଶାଢୀ ପିନ୍ଦିଛନ୍ତି , ଶାଡିର ପଲ୍ଲୁକୁ ସେ ଏକ ପିନରେ ପଛପଟେ ଟାଣି ମାରିଛନ୍ତି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ଏହି ଭିଡିଓରେ ଅଦା କାର୍ଡହ୍ୱିଲ କରିବା ସମୟରେ ସମୁଦ୍ରରେ ଛିଡା ହୋଇଥିବା ଏବଂ ପ୍ରସ୍ତୁତ ହେଉଥିବାର ଦେଖିବାକୁ ମିଳିଛି ।

ବହୁତ ସହଜରେ ଅଦା କାର୍ଟହ୍ୱିଲକୁ ଗୋଟିଏ ପରେ ଗୋଟିଏ କରୁଛନ୍ତି ଏବଂ ବହୁତ ମଜା ମଧ୍ୟ ନେଉଛନ୍ତି । ତେବେ ଏଥିରୁ ଅନେକ ବ୍ୟାୟମ କରିବାର ପ୍ରେରଣା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଆଗରୁ ମଧ୍ୟ ଅଦା ଶର୍ମା ଲକଡାଉନ ସମୟରେ ଅନେକ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ତାଙ୍କର ଫେନ୍ସ ମାନେ ମଧ୍ୟ ସେହି ଭିଡିଓକୁ ବହୁତ ହିଁ ପସନ୍ଦ କରିଥିଲେ । ତେବେ ଅଦାଙ୍କର ଏ ଭିଡିଓକୁ ମଧ୍ୟ ବହୁତ ପ୍ରଶଂସା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।