ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ! ଏବେ କୌଣସି ବି ସ୍ଥିତିରେ ବାପାଙ୍କ ସମ୍ପତ୍ତିରେ ରହିବ ଝିଅର ଅଧିକାର । ବିବାହିତା ହୁଅନ୍ତୁ କିମ୍ବା ଅବିବାହିତା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାଜଧାନୀ ଦିଲ୍ଲୀଠାରେ ଅବସ୍ଥିତ। ସୁପ୍ରିମକୋର୍ଟର ନ୍ୟାୟକୁ କେହି ବି ଖଣ୍ଡନ କରିପାରିବେ ନାହିଁ। ଆଉ ଏକ ନୂଆ ଆଇନ ଆସିଅଛି। ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ନୂଆ ରାୟ ଶୁଣେଇଛନ୍ତି। ଏବେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ପରି ଝିଅଙ୍କର ମଧ୍ୟ ସମାନ ଅଧିକାର ଅଛି। ଝିଅ ବିବାହିତା ହୋଇଥାନ୍ତୁ କିମ୍ବା ଅବିବାହିତ ପୈତୃକ ସମ୍ପତିରେ ପୁଅଙ୍କ ପରି ଅଧିକାର ରହିଛି। ଆଜି ଐତିହାସିକ ନିଷ୍ପତି ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ତେବେ ଆମେନ୍ଟମେଣ୍ଟ ଆକ୍ଟ ଅନୁସାରେ ଝିଅ ମାନଙ୍କୁ ପୈତୃକ ସମ୍ପତ୍ତି ଉପରେ ଅଧିକାର ପ୍ରଦାନ କରିଯିବା। ଯଦି ୨୦୦୫ ଆକ୍ଟ ହେବ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥାଏ ତେବେ ଏହି ଭଳି ପରିସ୍ଥିତିରେ ଝିଅର ଅଧିକାର ରହିବ।

ବାପାଙ୍କର ସମ୍ପତି ଉପରେ ଭାଇର ଯେତିକି ଅଧିକାର ଭଉଣୀର ସମାନ ଅଧିକାର ରହିଛି। କିନ୍ତୁ ସ୍ପଷ୍ଟ କରାଯାଇନଥିଲା ଯେ ୨୦୦୫ ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ଏହି ନିୟମ ରହିବ କି ନାହିଁ। ଏ ସବୁକୁ ଦେଖି ଜଷ୍ଟିସ ଅରୁଣ ମିଶ୍ର ଶୁଣାଇଛନ୍ତି କି ଏହି ଆଇନ କୌଣସି ପରିସ୍ଥିତିରେ ଲାଗୁ କରାଯାଇପାରିବ। ଏହି ଆଇନ ଲାଗୁ କରିବା ପାଇଁ କିଛି ନିର୍ଦିଷ୍ଟ ସମୟସୀମା ନାହିଁ। ଯାହାକୁ ଶୁଣିଲାପରେ ସମଗ୍ର ନାରୀ ଜାତି ପାଇଁ ଗୋଟିଏ ପ୍ରେରଣା ସାଜିଛି, ଯାହାକୁ ଶୁଣିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପିତା ନିଜ ଇଚ୍ଛା ଅନୁସାରେ କାହାକୁ ସମ୍ପତି ଦେଇପାରିବେନାହିଁ।ବାପାଙ୍କର ଏହି ସମ୍ପତି ପିଢ଼ି ପିଢିରୁ ରହିଆସିଅଛି।ଯାହା ଆଗରୁ ରହିଥିଲା ପୁଅ ମାନଙ୍କର ଅଧିକାରଏବଂ ସବୁବେଳେ ବାପା ତାଙ୍କ ପୁଅ ନାଁ ରେ କରିଥାନ୍ତି ଯାହାକୁ ଏବେ ମାନ୍ୟବର ସୁପ୍ରିମକୋର୍ଟ ଅବମାନନା କରିଛନ୍ତି। ବିବାହିତ ଝିଅକୁ ମିଳିପାରେ ଅଧିକାର କିନ୍ତୁ ନିୟମ ଅନୁସାରେ ସମ୍ପତି ୨ ପ୍ରକାର ହୋଇପାରେ। ପ୍ରଥମଟି ବାପା ନିଜେ କିଣିଥିବା ସମ୍ପତି ଏବଂ ଦ୍ଵିତୀୟଟି ପୈତୃକ ସମ୍ପତି। ଯାହାକି ଗତ କିଛି ବର୍ଷ ହେଲାଣି ପୁଅକୁ ମିଳୁଛି। ଏହି ସମ୍ପତ୍ତିରେ ପୁଅ କି ଝିଅ ହଉ , ଉଭୟଙ୍କର ଜନ୍ମରୁ ସମାନ ଅଧିକାର ରହିଛି।

ଆଇନ ଏହା କହୁଛି ବାପା ଏହି ସମ୍ପତ୍ତିକୁ କାହା ନାମରେ କରିପାରିବେ ନାହିଁ। ଯଦି ବାପାଙ୍କର ଅକାଳ ମୃତ୍ୟୁ ହୋଇଯାଏ ଆଉ ମରିବ ପୂର୍ବରୁ ସମ୍ପତି କାହା ନାଁରେ କରିନାହାନ୍ତି ତେବେ ସେଠାରେ ପୁଅ ଆଉ ଝିଅ ର ସମାନ ଅଧିକାର ରହିବ। ଆଜିକାଲି କିନ୍ତୁ ଝିଅଙ୍କୁ କେହି ବି ପଚାରନ୍ତି ନାହିଁ ଯାହା ପରେ ବହୁତ ଦ୍ୱନ୍ଦ ସୃଷ୍ଟି କରିଥାଏ। ଏହି ଆଇନକୁ ମାନୁ ନଥିବା ଲୋକଙ୍କୁ କଠୋର ଦଣ୍ଡବିଧାନ କରାଯାଉ। ଆମେ ସାଧାରଣତଃ କହିବା ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନୁସାରେ ପୁରୁଷ ଅଧିକାରୀ ଙ୍କୁ ୪ ଟି ଶ୍ରେଣୀରେ ବିଭକ୍ତ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।