ସାମ୍ନା କୁ ଆସିଲା ଅଭିନେତ୍ରୀ ଅନନ୍ୟା ଦାସ୍ ଙ୍କ ଫଟୋ, ଜାଣନ୍ତୁ ତାଙ୍କ ପରିବାର ରେ ଆଉ କିଏ କିଏ ଅଛନ୍ତି……
ଟେଲିଭିଜନ ଜଗତରେ ପ୍ରସାରିତ ହେଉଥିବା ଧାରାବାହିକ ଦେଖିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି।ଏହା ଏକ ଏମିତି ନିଆରା ମନୋରଞ୍ଜନ ର ମାଧ୍ୟମ ଯାହା ସମସ୍ତଙ୍କୁ ବାନ୍ଧି ରଖିଥାଏ ତାର ଯାଦୁରେ। ଗୋଟିଏ ଦିନ ନଦେଖିଲେ ଯେମିତି ସମସ୍ତେ ଅସ୍ତ ବ୍ୟସ୍ତ ହୋଇ ଯାଆନ୍ତି। ଓଡ଼ିଶାରେ ମଧ୍ୟ ଧାରାବାହିକ ଦେଖିବାର ବହୁତ୍ ଅଧିକ ଚାହିଦା ରହିଛି। ସମସ୍ତେ ଏହାକୁ ବେଶ୍ ପସନ୍ଦ କରନ୍ତି। ନିଜର ପସନ୍ଦର ସିରିଏଲ ଦେଖିବା ପାଇଁ ସେମାନେ ପୂର୍ବରୁ ସବୁ କାମ ଶେଷ କରି ବସି ଯାଆନ୍ତି ଟିଭି ଆଗରେ।
ନିଜର ପ୍ରିୟ ଚରିତ୍ରକୁ ଦେଖିବା ସହିତ ସେମାନଙ୍କ ଅଭିନୟ ଭିତରେ ସେମାନେ ବାସ୍ତବତା କୁ ପରିକଳ୍ପନା କରି ହଜି ଯାଇ ଥାନ୍ତି ସେମାନଙ୍କ ଚରିତ୍ର ଭିତରେ।
ତେବେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଟିଭି ଚ୍ୟାନେଲ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ଦିବ୍ୟ ଦୃଷ୍ଟି ବିଷୟରେ। ଯାହା ଏବେ ଓଡ଼ିଶାର ଦର୍ଶକ ମାନଙ୍କ ମାନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛି। ଯାହାକୁ ଅନେକ ପସନ୍ଦ କରୁଛନ୍ତି ଏବଂ ଭଲପାଇବା ମଧ୍ୟ ଦେଉଛନ୍ତି।
ତେବେ ଏହାକୁ ନେଇ ଯାହା ଦର୍ଶକ ଙ୍କ ମନରେ ଆଗ୍ରହ ରହିଛି ତାହା କହିଲେ ନସରେ।ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି ଅନନ୍ୟା ଯିଏ କି ଦୃଷ୍ଟି ଭୂମିକାରେ ଫିମେଲ୍ ଚରିତ୍ର ରେ ଅଭିନୟ କରୁଛନ୍ତି। ଯାହାଙ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କ ଅଭିନୟରେ ନିଜକୁ ଯେମିତି ହଜାଇ ଦେଉଛନ୍ତି।
ତେବେ ଏହି ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ,ଏହି ଧାରାବାହିକ ଦିବ୍ୟ ଦୃଷ୍ଟିରେ ଅଭିନୟ କରିବା ପରେ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ହାସଲ କରିଛନ୍ତି।ସେ ଏବେ ଘରେ ଘରେ ପରିଚିତ ଏବଂ ତାଙ୍କ ଅଭିନୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଦର୍ଶକ ମାନଙ୍କ ମନରେ।ଏବେ ତାଙ୍କର କିଛି ଫଟୋ ଯାହା ତାଙ୍କ ପରିବାର ସହିତ ରହିଛି ସେସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ନିଜର ପରିବାର ସହିତ ସେ ଅନେକ ଫଟୋ ସୋସିଆଲ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ତାଙ୍କର ପରିବାର ସହିତ ସେ ବହୁତ୍ ଖୁସି ନଜର ମଧ୍ୟ ଆସିଛନ୍ତି।ନିଜର ଅନେକ ବ୍ୟକ୍ତିଗତ ଫଟୋ ସାଙ୍ଗକୁ ପରିବାର ସହିତ ଖୁସି ମଜା ର ଯେଉଁ ଫଟୋ ସବୁ ଦେଖିବାକୁ ମିଳୁଛି ତାହା ଦର୍ଶକ ମାନଙ୍କୁ ତାଙ୍କ ପରିବାର ବିଷୟରେ ଜାଣିବା ପାଇଁ କିଛି ସୁଯୋଗ ଦେଇଛି।
ଅନନ୍ୟା କିଭଳି ଭାବରେ ତାଙ୍କର ପରିବାର ସହିତ ଜୀବନ ଅତିବାହିତ କରନ୍ତି ତାର ଏକ ଝଲକ ଏଠାରେ ଦେଖିବାକୁ ପାଇଛନ୍ତି ଦର୍ଶକ ମାନେ। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏବେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଧାରାବାହିକ ମାନଙ୍କ ମଧ୍ୟରୁ ଦୂରଦୃଷ୍ଟି ସବୁଠୁ ଅଧିକ ଲୋକପ୍ରିୟ ଧାରାବାହିକ ଭାବରେ ଭଲ ପାଇବା ହାସଲ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।