ଓଡ଼ିଆ ଅଭିନେତ୍ରୀ SMITA MOHANTY ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…
ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ଜରିଆରେ ସବୁଦିନ କିଛି ନା କିଛି ନୂଆ ନୂଆ ଘଟଣା ମାନ ଦେଖିବାକୁ ପାଉଥିବେ | ତେବେ ଅନେକ କିଛି ଭିଡ଼ିଓ ମାନ ମଧ୍ୟ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ବର୍ତ୍ତମାନ ଆମେ ଜଣଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣା ଶୁଣା ଫ୍ଲିମ ଏକ୍ଟର ସ୍ମିତା ମହାନ୍ତି ଙ୍କ ବିଷୟରେ |
ଅଭିନେତ୍ରୀ ସ୍ମିତା ମହାନ୍ତି ଜଣେ ଆଗ ଧାଡ଼ିର ଫ୍ଲିମ ଏକ୍ଟର, ତାହା ସହିତ ତାଙ୍କର ଅଭିନୟ ର କମାଲ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଥିବା କଥା କୁହାଯାଉଛି | ତାହେକଲେ ଆସନ୍ତୁ ଭାଇରାଲ ହେଉଥିବା ସ୍ମିତା ମହାନ୍ତି ଙ୍କ ବିଷୟରେ ଜାଣିବା |
ତେବେ ଅଲିଉଡ ର ଜଣେ ବହୁତ ଭଲ ଆଉ ବହୁତ ବଡ଼ ଚିନ୍ହା ଜଣା ଅଭିନେତ୍ରୀ ହେଉଛନ୍ତି ସ୍ମିତା ମହାନ୍ତି | ଯିଏ କି ତାଙ୍କର ଅଭିନୟ ମାଧ୍ୟମରେ ସବୁବେଳେ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଥାନ୍ତି | ଆଉ ଅନେକ ପ୍ରକାରର ଓଡ଼ିଆ ଫ୍ଲିମ ରେ ଅଭିନୟ କରିବା ସହିତ ଯାତ୍ରା ଓ ଅନେକ ସିରିଏଲ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ପ୍ରସଂଶା ସାଉଁଟିଛନ୍ତି ସ୍ମିତା ମହାନ୍ତି | ତେବେ ସ୍ମିତା ମହାନ୍ତି ଙ୍କର ଘର ପୁରୀ ରେ ଯେଉଁଠି ସେ ତାଙ୍କର ଫେମିଲି ଙ୍କ ସହିତ ବେଶ ଖୁସି ରେ ଅଛନ୍ତି |
ତେବେ ଅଭିନେତ୍ରୀ ସ୍ମିତା ମହାନ୍ତି 1982 ମସିହା ସେପ୍ଟେମ୍ବର 24 ତାରିଖରେ ଓଡିଶାର ପୁରୀ ଜିଲ୍ଲା ରେ ଜନ୍ମଗ୍ରହଣ କରିଥିଲେ।ବର୍ତ୍ତମାନ,ଅଭିନେତ୍ରୀ ସ୍ମିତା ମହାନ୍ତି ନିଜ ପରିବାର ସହ ପୁରୀ ରେ ହିଁ ରହୁଛନ୍ତି ।
ସ୍ମିତା ପୁରୀ ର ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ଇଂରାଜୀ ରେ ପିଜି କରିଛନ୍ତି ଏବଂ ତାଙ୍କର ସ୍କୁଲ ପାଠ ବ୍ରେଷ୍ଟ ସାକ୍ରାମେକ ସ୍କୁଲରେ ଶେଷ କରିଛନ୍ତି । ଅଭିନେତ୍ରୀ ସ୍ମିତା ଓଡ଼ିଆ ଚଳଚିତ୍ର ରେ ଅଭିନୟ କରିବା ସହ ଓଡିଆ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।
1996 ମସିହାରେ ଓଡ଼ିଆ ଚଳଚିତ୍ର ଜଗତରେ ପ୍ରଥମ ଥର ପାଇଁ ଅଭିନୟ କରିବା ଆରମ୍ଭ କରିଥିଲେ I ତାଙ୍କର ଅଭିନୀତ ପ୍ରଥମ ଓଡ଼ିଆ ଚଳଚିତ୍ର ଥିଲା ଯଶୋଦା। ଏହାପରେ ସେ ଅନେକ ଚଳଚିତ୍ରରେ ଅଭିନୟ କରି ବହୁତ ପ୍ରଶଂସା ସାଉଁଟିଥିଲେ । ଓଡିଆ ସିନେମା ଜଗତ ଏବଂ ଟେଲିଭିଜନ ଶିଳ୍ପ ରେ ନୂଆଁ ଧାରା ସୃଷ୍ଟି କରିବା ନେଇ ଅନୁଭା ବେଶ୍ ପରିଚିତ।ତାଙ୍କର ଦମଦାର ଅଭିନୟ ଆପଣ ମାନେ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ।
ତାଙ୍କ ଅଭିନୀତ ସିନେମା ବାପା, ଜୀବନ ସାଥୀ, ପବିତ୍ର ବନ୍ଧନ, କଳ୍କୀ ଅବତାର, କୃଷ୍ଣା କାବେରୀ,ବନ୍ଦେ ଉତ୍କଳ ଜନନୀ, ତୁମେ ହିଁ ସାଥୀ ମୋରେ, ଆମ ଭିତରେ କିଛି ଅଛି, ଆସିବୁ କବେ ସାଜି ମୋ ରାଣୀ, କିଏ ସେ ଡାକୁଛି କୋଉଠି ମତେ, ଲଭ୍ ମାଷ୍ଟର, ଆଖିରେ ଆଖିରେ, ତୁ ମୋ ଗାର୍ଲଫ୍ରେଣ୍ଡ, ତୁ ମୋ ଦେହର ଛାଇ,ମିଠା ମିଠା,
ଯୋଗୀ ଆଦି ସିନେମାରେ ଅଭିନୟ କରିଛନ୍ତି ଅଭିନେତ୍ରୀ,ସ୍ମିତା ମହାନ୍ତି। ଏହା ସହିତ ଇ ଟିଭି ଓଡ଼ିଆରେ ତାଙ୍କ ଅଭିନୀତ ଓଡ଼ିଆ ଧାରାବାହିକ ମାଉସୀ ସେ ସମୟରେ ବହୁତ ଲୋକପ୍ରିୟ ହୋଇଥିଲା। ଏବେ ସ୍ମିତା ଙ୍କୁ ବିଭିନ୍ନ ଶୋ ରେ ବିଚାରିକା ଭାବେ ନଜର ଆସୁଛନ୍ତି। ତେବେ ଅଭିନେତ୍ରୀ ସ୍ମିତା ମହାନ୍ତି ନିଜର ନିଖୁଣ ଅଭିନୟ ପାଇଁ ଓଡ଼ିଶା ବେଷ୍ଟ ଫିଲ୍ମ୍ ଆୱାଡ୍ ମଧ୍ୟ ପାଇଛନ୍ତି। ଖୁବ୍ ସୁନ୍ଦର୍ ଅଭିନୟ କରି ଓଡ଼ିଶାର ଲୋକ ମାନଙ୍କ ହୃଦୟରେ ଜିଣି ପାରିଛନ୍ତି ସ୍ମିତା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।