ସମସ୍ତ ପ୍ରକାରର କେଶ ସମସ୍ୟା ଦୂର ହୋଇଯିବ କେବଳ 7ଦିନରେ ଏହି ଘରୋଇ ଉପାୟ 100 % କାମ କରିବ – Health Tips

କହିବା କୁ ଗଲେ ମହିଳା ମାନେ ସବୁବେଳେ ନିଜ ର କେଶ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ କୁ ଭଲ ରଖିବା ପାଇଁ ପସନ୍ଦ କରି ଥାନ୍ତି । ମହିଳା ମାନେ ନିଜର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ । ବର୍ତ୍ତମାନ ପ୍ରାୟତଃ ସବୁ ମହିଳା ମାନଙ୍କର କେଶ ଝଡିବା ଏବଂ ପତଳା ହୋଇଯିବା ଏକ ବଡ ସମସ୍ୟା । ଏହି କେଶ ଝଡିବା ଏବଂ କେଶ ପତଳା ହେବାର ବହୁତ କାରଣ ରହିଥାଏ।

କେଶ ଝାଡ଼ିବା ର ସମାଧାନ ପାଇଁ ଆମେ ବହୁତ ଚେଷ୍ଟା କରିଥାଉ ଓ ଓ ଅନେକ ଥର ଡାକ୍ତର ଙ୍କର ପରାମର୍ଶ କରି ଔଷଧ ଆଦି ଖାଉ କିନ୍ତୁ ଆମେ ନିରାଶ ମଧ୍ୟ ହୋଇଥାଉ l ଏହାର କୌଣସି ସୁପ୍ରଭାବ କେବେ ହେଲେ କେଶ ଉପରେ ପଡେ ନାହିଁ । ତେବେ ଆମେ ଆଜି ଆପଣଙ୍କ ପାଇଁ ଏମିତି ଏକ ସରଳ କିଛି ସହଜ ଉପାୟ ଯାହା ଆପଣଙ୍କ କେଶ ଝଡ଼ିବାକୁ କମ କରିବା ସହ କେଶ କୁ ଘନ,ମଜଭୁତ ଏବଂ ଲମ୍ବା କରିବାରେ ସାହାଯ୍ୟ କରିବ ।

ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :ଭୁଶୁଙ୍ଗ ପତ୍ର, ଏକ ଚାମଚ ମେଥି, ଏକ ଚାମଚ ନଡ଼ିଆ ତେଲ, ଓ କିଛି ନିମ୍ବ ପତ୍ର l

ପ୍ରସ୍ତୁତି :-ଆମର ପ୍ରାକୃତିକ ଜିନିଷ କୁ ପ୍ରଥମେ କହି ସାରିଛୁ ।

ପ୍ରଥମେ ଏକ ପାତ୍ର ରେ ଗୋଟିଏ ବଡ଼ ଗ୍ଲାସ ରେ ପାଣି ନିଅନ୍ତୁ ।ସେଥିରେ କିଛି ଭୁଶୁଙ୍ଗା ପତ୍ର ,ନିମ୍ବ ପତ୍ର ଏବଂ ଏକ ଚାମଚ ମେଥି ମିଶାନ୍ତୁ ।ଏହି ସବୁ ଜିନିଷ ମିଶାଇବା ପରେ ଏହାକୁ ସେହି ପାତ୍ର କୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ । ତେବେ ଆମେ ଆପଣ ଙ୍କୁ କହିରଖୁଛୁ ଯେ, ନିମ୍ବ ପତ୍ର ଓ ଭୁଶୁଙ୍ଗା ପତ୍ର ରେ ବହୁ ଔଷଧିୟ ଗୁଣ ଥିବାରୁ ଏହା ଆମ କେଶ କୁ କଳା କରିବାରେ ଓ ଭିତରୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।

ବର୍ତ୍ତମାନ ଆପଣ ଏହାକୁ ଥଣ୍ଡା କରି ଅନ୍ୟ ଏକ ପାତ୍ର କୁ ଛାଣି ନିଅନ୍ତୁ । ଏଥିରେ ଏକ ଚାମଚ ନଡ଼ିଆ ତେଲ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।ଆପଣ ଏହାକୁ ମୁଣ୍ଡ ଧୋଇବାର ୧-୨ ଘଣ୍ଟା ପୂର୍ବରୁ ନିଜ ମୁଣ୍ଡରେ ଲଗେଇ ଏହାକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ କେଶ ରେ ଲଗାନ୍ତୁ । ଏକ ଘଣ୍ଟା ପରେ ନିଜର ମୁଣ୍ଡ କୁ ସଫା କରିଦିଅନ୍ତୁ l

ଏହାକୁ ମୁଣ୍ଡ ଧୋଇବା ର ପୁର୍ବ ରାତିରେ ମଧ୍ୟ ବ୍ୟବହାର କରିପାରିବେ ।ଏହାକୁ ବ୍ୟବହାର କରିବା ପରେ ଆପଣ ଙ୍କୁ ଆଉ ତେଲ ର ବ୍ୟବହାର କରିବାକୁ ହେବ ନାହିଁ ।ଏହା ଆପଣ ଙ୍କୁ ସୁନ୍ଦର ,ମଜବୁତ ଓ ଘନ କଳା ରଙ୍ଗର କେଶ ଦେବା ସହ ସମସ୍ତ ପ୍ରକାରର କେଶ ସମସ୍ୟା କୁ ଦୂର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।