ସମ୍ପର୍କ ” RELATION ” ରଖିଲା ପରେ SPERM ବାହାରିଆସୁଛି କି ? ଜାଣନ୍ତୁ ଏହାର ଚିକିତ୍ସା । PREGNANCY TIPS

ତେବେ ପ୍ରଥମେ ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ଇଚ୍ଛା ଥାଏ କି ସେ କେବେ ମା ହେବାର ସୁଖ ଅନୁଭବ କରିବ | ଆଉ ଯେତେ ବେଳେ ନାରୀ ଟିଏ ମା ହୋଇ ଯାଇଥାଏ ସେତେ ବେଳେ ସେ ଦୁନିଆଁ ର ସବୁ ସୁଖ ପ୍ରାପ୍ତି କରିଥାଏ ଅର୍ଥାତ ତାର ସ୍ୱପ୍ନ ସାକାର ହୋଇ ଯାଇଥାଏ | କିନ୍ତୁ ଗୋଟେ ନାରୀ ଯେତେ ବେଳେ ମା ହେବା ସୁଖରୁ ବଞ୍ଚିତ ହୋଇ ଥାଏ ସେତେ ବେଳେ ତା ଜୀବନ ଅଭିଶପ୍ତ ପାଲଟି ଯାଇଥାଏ |

ତେବେ ଗର୍ଭବତୀ ନହେବାର କାରଣ ଅନେକ ଥାଏ ତାହା ପୁରୁଷଙ୍କର ମଧ୍ୟ ସମସ୍ୟା ରହିଥାଏ ଏବଂ ମହିଳା ଙ୍କର ମଧ୍ୟ ସମସ୍ୟା ରହିଥାଏ ଏଥିରେ ଜଣଙ୍କୁ କେବଳ ଦୋଷ କେବେ ମଧ୍ୟ ଦିଆ ଯାଇ ପାରିବ ନାହିଁ | ତେବେ ଗର୍ଭବତୀ ନ ହେବାର ସବୁଠୁ ବଡ଼ କାରଣ ହେଉଛି ସ୍ପର୍ମ ନ ମିଶି ପାରିବା ଅର୍ଥାତ ମହିଳା ଙ୍କର ସ୍ପର୍ମ ବାହାରକୁ ବାହାରି ଆସିବା | ତେବେ ଆଜି ଆମେ ଏହି ସ୍ପର୍ମ ବାହାରକୁ ବାହାରି ଆସିବାର କାରଣ ଓ ନିରାକରଣ ସମ୍ପର୍କ ରେ ଆଲୋଚନା କରିବା |

ସ୍ପୋର୍ମ ବାହାରି ଆସିବାର କାରଣ :-

ଆପଣ ମାନେ ତ ଏହା ବେସ ଭଲ ଭାବରେ ଜାଣିଛନ୍ତି କି ପୁରୁଷ ମାନଙ୍କ ସ୍ପର୍ମ ରେ ଅନେକ ଜୀବନ୍ତ ସେଲ ଗୁଡ଼ିକ ରହି ଥାଏ, ଯାହାକି ଯଦି ଏହି ସ୍ପର୍ମ 100% ରୁ 20% ବି ମହିଳା ମାନଙ୍କ ଅଭାରୀ ଭିତରକୁ ଯାଉଛି ଆଉ ଫର୍ଟିଲାଇଯେସନ ହୋଇ ଯାଉଛି ତେବେ ସେତେ ବେଳେ ମହିଳା ଜଣଙ୍କ ଗର୍ଭବତୀ ହୋଇ ପାରିବ | ତେବେ ଏହି ଅଭୁଲେସନ ମଧ୍ୟ ଏକ ନିର୍ଦ୍ଧିଷ୍ଟ ସମୟ ରହୁଛି ଯାହା ଆଧାର ରେ ଜଣେ ମହିଳା ମା ହୋଇ ପାରିବ |


ଏହା ଜାଣି ରଖନ୍ତୁ କି ଯଦି ପୁରୁଷ ମାନଙ୍କ ସ୍ପୋର୍ମ ବାହାରିଵା ପାଇଁ ଛୋଟ ହୋଉଥାଏ ତାହେଲେ ଅଭାରି ଭିତରକୁ ତାହା ପଶି ପାରେନାହିଁ ଆଉ ଯାହା ଫଳରେ ଏହି ଭଳି କିଛି ସମସ୍ୟା ଦେଖା ଯାଇଥାଏ ବୋଲି କୁହାଯାଉଛି | ସେହିଭଳି ଭାବରେ କୁହାଯାଉଛି କି ମହିଳା ମାନଙ୍କର ଯଦି ଅଭାରି ଛୋଟ ହୋଇଥାଏ ତାହେଲେ ମଧ୍ୟ ସ୍ପୋର୍ମ ଅଧିକ ରହି ପାରେ ନାହିଁ ତାହା ସହିତ ସ୍ପୋର୍ମ ଯିବାର ରାସ୍ତା ଯଦି ଖୋଲା ଥାଏ ତାହେଲେ ମଧ୍ୟ ସେହିଭଳି କିଛି ଅସୁବିଧା ମାନ ଦେଖିବାକୁ ମିଳିଥାଏ |

ନିରାକରଣ :-

 


ତେବେ ଏହାର ନିରାକରଣ ପାଇଁ ଆମକୁ ପ୍ରଥମେ ଅଭୁଲେସନ ର ଡେଟ ମନେ ରଖିବାକୁ ହେବ ଆଉ ସେହି ଅନୁସାରେ ସହବାସ କରିବାକୁ ପଡ଼ିବ | ଏହା ସହିତ ସହବାସ ପରେ କେବେ ସଙ୍ଗେ ସଙ୍ଗେ ସେହି ସମୟ ରେ ଟଇଲେଟ ବ୍ୟବହାର କରନ୍ତୁ ନାହିଁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ |

ମହିଳା ମାନେ ରିଲେସନ ବେଳେ ଶୋଇକି କରିବା ସହିତ ଗୋଡ଼ ଆଡକୁ ଟିକେ ଉଚ୍ଚ ରେ ରଖିବା ଆବଶ୍ୟକ ଯାହା ଫଳରେ ସ୍ପୋର୍ମ ଆଉ ବାହାରକୁ ବାହାରି ପାରିବ ନାହିଁ ବୋଲି ମଧ୍ୟ କୁହାଯାଉଛି | ଆଉ ରିଲେସନ ପରେ 30 ମିନିଟ ବେଡ଼ ରେ ଶୋଇ ରହିବା ନିହାତି ଆବଶ୍ୟକ ହୋଇଥାଏ | ଏଭଳି କଲେ ଆପଣ ନିହାତି ଭାବରେ ମା ହେବାର ସୁଖ ପାଇ ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।