ସକାଳୁ ଉଠି ପିଇ ଦିଅନ୍ତୁ ଉଷ୍ମ ପାଣି , ମୂଳରୁ ଭଲ ହୋଇଯିବ ଏହି ୮ ଟି ଭୟଙ୍କର ରୋଗ

ଗରମ ପାଣି ପିଇଲେ ଆମ ଶରୀର ରେ ଅନେକ ଉପକାର ହୋଇ ଥାଏ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆମେ ଯେତେ ପ୍ରକାର ପୁଷ୍ଟି କର ଖାଦ୍ୟ ଖାଇଲେ ମଧ୍ୟ ଆମର ଶରୀର ରେ ଅନେକ ପୋଷଣ ଆମ ଶରୀର ରେ ଅଭାବ ହୋଇ ଥାଏ । ତେଣୁ ଏମିତି କିଛି ପ୍ରକାର ଖାଦ୍ୟ ରହି ଥାଏ ।ସବୁ ଖାଦ୍ୟ କୁ ହଜମ କରିବା ପାଇଁ ଆମେ ସମସ୍ତେ ପାଣି ପିଇ ଥାଏ । କିଛି ଲୋକ ସବୁବେଳେ ଥଣ୍ଡା ପାଣି ପିଇବା ପାଇଁ ଇଚ୍ଛା କରି ଥାନ୍ତି ।

ଥଣ୍ଡା ପାଣି ପିଇବା ଦ୍ୱାରା ଆମ ର ଶୋଷ ଦୂର ହୋଇ ଥାଏ କିନ୍ତୁ ଆମ ଶରୀର ରେ ବେଶୀ କିଛି ଉପକାର କରି ନ ଥାଏ । ଯଦି ଆମେ ଗରମ ପାଣି ପିଇବା ତେବେ ଆମର ଅନେକ ପ୍ରକାର ଉପକାର ହୋଇ ଥାଏ ।

ଯଦି ଆମେ ଉଷ୍ମ କରି ପାଣି ପିଇବା ତାହାର ଅନେକ ପ୍ରକାର ଆମ ଶରୀର ରେ ଉପକାର କରି ଥାଏ । ଗରମ ପାଣି ପିଇଲେ ଆମ ଶରୀର ରେ ରୋଗ ପ୍ରତି ରୋଧକ ଶକ୍ତି ବଢ଼ି ଥାଏ । ଏହି ଗରମ ପାଣି ପିଇଲେ ଆମ କୁ କିଛି ରୋଗ ହୋଇ ନ ଥାଏ । ଗରମ ପାଣି ପ୍ରତି ଦିନ ଦୁଇ ଥର ଖାଇବା ଦରକାର । ପ୍ରତି ଦିନ ସକାଳ ଖାଲି ପେଟ ରେ ଥରେ ଗୋଟିଏ ଗ୍ଲାସ ଓ ଆଉ ଥରେ ଉପର ଓଳି ଖାଇ ପାରିବେ ।

ଏମିତି କରିବା ଦ୍ୱାରା ଆମ ଶରୀର ରେ ଇନଫେକ୍ସନ ଜନିତ ରୋଗ ହୋଇ ନ ଥାଏ । ଗରମ ପାଣିରେ ଲୁଣ ମିଶି ଗର୍ଗଲିଙ୍ଗ କଲେ ତଣ୍ଟି ଯନ୍ତ୍ରଣା ଭଲ ହୋଇ ଥାଏ । ଗରମ ପାଣି ରେ ଲେମ୍ବୁ ଦେଇ ଖାଇଲେ ପେଟ ର ଚର୍ବି ନଷ୍ଟ ହୋଇ ଥାଏ ।ଗରମ ପାଣି ରେ ଲେମ୍ବୁ ଓ ମହୁ ମିଶି ଖାଇଲେ ପେଟ ରେ ଯେଉଁ ବଳକା ଜିନିଷ ରହିଥିବା ତାକୁ ସେ ବାହାର କରି ଦେଇ ଥାଏ ।

ଗରମ ପାଣି ପିଇଲେ ପାଚନ କ୍ରିୟା ଶୀଘ୍ର ହୋଇ ଥାଏ ଓ ପାଣି ଦେହ ରେ କମ ହେଲେ ଖାଦ୍ୟ ହଜମ ହୋଇ ନ ଥାଏ । ପାଣି ଅଭାବ ରେ ଆମ ଶରୀର ରେ କଷ୍ଠ କାଠିନ୍ୟ ହୋଇ ଥାଏ । ଗରମ ପାଣି ପିଇବା ଦ୍ୱାରା ଝାଡା ପରିଷ୍କାର ହୋଇ ଥାଏ । ଗରମ ପାଣି ପିଇଲେ ତ୍ୱଚା ଚିକ୍କଣ ହୋଇ ଥାଏ ।

ଗରମ ପାଣି ଦ୍ୱାରା ଆମ ଶରୀର ରେ ଥିବା ମୃତ କୋଷ ଗୁଡିକ ନଷ୍ଟ ହୋଇ ଆମ ଶରୀର ର ବାହାର କୁ ବାହାରି ଆସେ ଫଳରେ ଅନେକ ରୋଗ ଭଲ ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।