ସକାଳୁ ଉଠି ପିଇ ଦିଅନ୍ତୁ ଜୁଆଣି ପାଣି ମୂଳରୁ ଭଲ ହୋଇଯିବ ଏହି ୧୦ ଟି ଭୟଙ୍କର ରୋଗ – Ramdev Health Tips
ଆଜି ଆମେ ଏହି ଜୁଆଣି ର ଉପକାରିତା ବିଷୟ ରେ ଜାଣିବା । ଜୁଆଣି ର ବିଭିନ୍ନ ପ୍ରକାର ର ଔଷଧୀୟ ଗୁଣ ରହିଛି । ସାଧାରଣତଃ ଜୁଆଣି କୁ ମସଲା ରୂପେ ରୋଷେଇ ଘରେ ବ୍ୟବହାର କରା ଯାଇ ଥାଏ କିନ୍ତୁ ଏହା ର ଅନେକ ଔଷଧୀୟ ଗୁଣ ରହିଛି ଯାହା ବିଷୟ ରେ ବହୁତ୍ କମ ଲୋକ ମାନଙ୍କୁ ଜଣା ଅଟେ ।
ଜୁଆଣି ରେ ଫସଫରସ , ପୋଟାସିୟମ , ଅଯୋଡିନ , କେରତିନୀ , କାଲସିଅମ ଆଦି ରହିଛି । ଜୁଆଣି ର ବ୍ୟବହାର ଅନେକ ପୁରାତନ ଯୁଗ ରୁ ଅନେକ ପ୍ରକାର ର ରୋଗ କୁ ଭଲ କରିବା ପାଇଁ ବ୍ୟବହାର କରା ଯାଇଛି ।
1- ପାଚନ ପକ୍ରିୟା ଭଲ କରି ଥାଏ , ଜୁଆଣି ର ସେବନ କରିବା ଦ୍ଵାରା ଆପଣ ଙ୍କ ମେଟାବୋଲିଯିମ୍ କୁ ବଢେଇ ଥାଏ। ଏହା ଦ୍ବାରା ଆପଣ ଙ୍କ ର ହଜମ ଶକ୍ତି ବଢାଇ ଥାଏ । ଯାହା କୋଷ୍ଠକାଠିନ୍ୟ , ଏସିଦୀଟି ସମସ୍ୟା ଦୂର ହୋଇ ଥାଏ ।
2- ଥଣ୍ଡା କାଶ ଦୂର କରି ଥାଏ , ଜୁଆଣି ର ବ୍ୟବହାର କରିବା ଦ୍ଵାରା ଥଣ୍ଡା ରୁ ହୋଇଥିବା ବନ୍ଦ ନାକ ସମସ୍ୟା ଦୂର ହୋଇ ଥାଏ । ଏହା ସହିତ ଜୁଆଣି କୁ ଗୁଣ୍ଡ କରି ଏକ କପଡା ରେ ବାନ୍ଧି ଏହାର ଗ୍ୟାସ ନେବା ଦ୍ଵାରା ଏହା ମାଇଗ୍ରିନି , ମୁଣ୍ଡ ବିନ୍ଧା ଆଦି ଦୁର ହୋଇ ଥାଏ ।
3- ଦାନ୍ତ ବିନ୍ଧା ଓ କାନ ଯନ୍ତ୍ରଣା କୁ ଦୁର କରି ଥାଏ , ଯଦି ଦାନ୍ତ ବିନ୍ଧା କରୁ ଥାଏ ତେବେ ଗୋଟିଏ ଗ୍ଲାସ ପାଣିରେ ଜୁଆଣି ର ଗୁଣ୍ଡ ମିଶାଇ ଏହା କୁ ଗଗ୍ଲିଂ କରିବା ଦ୍ଵାରା ଏହି ସମସ୍ୟା ଦୂର ହୋଇ ଥାଏ । ଏହା ସହିତ ଯଦି କାନ ଯନ୍ତ୍ରଣା ହେଉଛି ତେବେ କାନ ରେ ଦୁଇ ଥିପା ଜୁଆଣି ତେଲ ପକାନ୍ତୁ ଏହା ଦ୍ଵାରା ଏହି ସମସ୍ୟା ରୁ ମୁକ୍ତି ମିଳି ଥାଏ ।
4- ଚୁଟି ଧଳା ହେବାରୁ ଦୁର ହୋଇ ଥାଏ , ଯଦି ଆପଣ ଙ୍କ ବୟସ ପୂର୍ବରୁ ଚୁଟି ଧଳା ହେଇ ଯାଉଛି ତେବେ ଆପଣ ଗୋଟିଏ ଚାମଚ୍ ଜୁଆଣି , କିଛି ଭୃଷଙ୍ଗ ପତ୍ର ଓ କିସମିସ ପକାଇ ପାଣି ରେ ଫୁଟାନ୍ତୁ ଏହା କୁ ସେବନ କରିବା ଦ୍ଵାରା ଚୁଟି ଧଳା ହେବା ସମସ୍ୟା ଦୂର ହୋଇ ଯିବ ।
5- ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୋଇ ଥାଏ , ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଆଣ୍ଠୁ ଗଣ୍ଠି ସମସ୍ୟା କୁ ଦୁର କରି ଥାଏ। ଏହାର ପେଷ୍ଟ ପ୍ରସ୍ତୁତ କରି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିବା ସ୍ଥାନ ରେ ଲଗାଇ ଦିଅନ୍ତୁ । ଏହା ଦ୍ବାରା ଏଥିରୁ ଉପଶମ ମିଳି ଥାଏ ।
6- ମାସିକ ଧର୍ମ ର ଯନ୍ତ୍ରଣା ରୁ ମୁକ୍ତି ମିଳି ଥାଏ , ଜୁଆଣି ର ସେବନ କରିବା ଦ୍ଵାରା ଅତ୍ୟଧିକ ସ୍ରାବ ଓ ଯନ୍ତ୍ରଣା ରୁ ମୁକ୍ତି ମିଳି ଥାଏ । ଅଳ୍ପ ଫ୍ରାଇଡେ ଜୁଆଣି କୁ ଗୋଟିଏ ଗ୍ଲାସ ପାଣି ରେ ମିଶାଇ ସେବନ କରନ୍ତୁ ଏବେ ଦ୍ଵାରା ଏହି ସମସ୍ୟା ଦୂର ହୋଇ ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।