ସକାଳୁ ଉଠି ଏମାନଙ୍କ ମୁହଁ ଦେଖନ୍ତୁ ନାହଁ, ନଚେତ ଘଟିପାରେ ଅଘଟଣ
ବନ୍ଧୁଗଣ ସୂର୍ଯ୍ୟ ଉଦୟ ପର ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟକୁ ପୁରା ଦିନ କୁହାଯାଏ l ଆଉ ଏହିଦିନ ସକାଳ ଠାରୁ ଆରମ୍ଭ ହୋଇ ଥାଏ l ଆଉ ଯଦି ଏହି ପୁରା ଦିନରେ ସକାଳୁ ଆମର କୌଣସି କାରଣରୁ ଆମର ଅସୁବିଧା ହୁଏ ତେବେ ଆମର ସମ୍ପୂର୍ଣ ଦିନ ଯାକ ଖରାପ ହୋଇ ଯାଏ l ତେଣୁ ଆମର ଦିନ ଯାକ କୁ ଯଦି ଆମେ ଭଲରେ କଟେଇବାକୁ ଚାହୁଁ ଥାଆନ୍ତି ତାହାଲେ ଆମର ସକାଳ କୁ ଭଲରେ କଟେଇବା ଦରକାର l
ମଣିଷ ଯେତେ ବେଳେ ଶୋଇ ଥାଏ ନା କାହିଁକି ସେ ସକାଳୁ ବିଛଣା ରୁ ଉଠିଯାଇ ଥାଏ ଆଉ ଚିନ୍ତା କରେ ନିଜର ଦିନଟି ଯେମିତି ଭଲରେ କାଟେ l
ଏଥି ପାଇଁ ସେ ଯାହା ବି କରେ ସବୁବେଳେ ଚିନ୍ତା କରେ ଦିନଟି ଭଲରେ କାଟେ l ତେବେ ଚାଲନ୍ତୁ ଜାଣିବା କଣ ସକାଳୁ ଭୁଲ କଲେ ଅଥବା କିଛି ଏମିତି ଯାହାକୁ ଦେଖିଲେ ସମ୍ପୂର୍ଣ ଦିନ ଆମର ବହୁତ କଷ୍ଟରେ କାଟେ ଏବଂ ଆମର ଦିନରେ ଅଶୁଭ ହୋଇଥାଏ l
1- ସକାଳୁ ଉଠି କେବେବି ନିଜର ମୁହଁ ଦେଖନ୍ତୁ ନାହିଁ l ଅର୍ଥାତ କିଛି ଲୋକ ଅଛନ୍ତି ଯେଉଁ ମାନେ ସକାଳୁ ଉଠି ଦର୍ପଣ ରେ ମୁହଁ ଦେଖନ୍ତି କିନ୍ତୁ ଏହି ପରି କଲେ ଆମର ସମ୍ପୂର୍ଣ୍ଣ ଦିନ ଅଶୁଭ ରେ କଟିଥାଏ l ଯଦି ଆପଣଙ୍କ ଶୋଇବା ଘରେ ଦର୍ପଣ ଥାଏ ତେବେ ଦର୍ପଣ କୁ କେବେବି ଶୋଇବା ଘରେ ରଖନ୍ତୁ ନାହିଁ ଯଦି ଥାଏ ତାହାଲେ ଏହାର ଏକ ପରଦା କରନ୍ତୁ ଯାହାକୁ ଆପଣ ଦିନର ସବୁବେଳେ ଢାଙ୍କି ରଖି ଦିୟନ୍ତୁ l ଏହା ସହିତ କୌଣସି ପରିସ୍ଥିତି ତେ ନିଜର ମୁହଁ ଦେଖ ନାହିଁ l
2-ନିଜର ପରଛାଈ କୁ ସକାଳୁ ଉଠି ଦେଖନ୍ତୁ ନାହିଁ l ଆମେ ଯେଉଁଠି ଶୋଇଥାଏ ସେ ଘରେ ଯଦି ଲାଇଟ ଥାଏ ତେବେ ଆମେ ସକାଳୁ ଉଠି ନିଜର ପରଛାଈ ଦେଖୁ ଯାହା ଜଗୁ ଆମର ସମ୍ପୂର୍ଣ୍ଣ ଦିନ ଅଶୁଭ ରେ କଟିଯାଏ l ମାତ୍ର ଟିକିଏ ଭୁଲ ପାଇଁ ଆମର ଦିନ ସମ୍ପୂର୍ଣ୍ଣ ଅଶୁଭ ରେ କାଟେ l ଜାଣିଥିବେ ଯେ ଆମେ ଯେତେବେଳେ ଶଯ୍ୟା ତ୍ୟାଗ କରୁ ସେତେବେଳେ ଆମେ ଚିନ୍ତା କରିଯେ ଆମର ଦିନଟା ଯାକ ଆନନ୍ଦ ମୟ ହେଉ କିନ୍ତୁ ଯଦି ଆମେ ନିଜର ଛାଇ ଅଥବା ଅନ୍ୟର ଛାଇ ଦେଖୁ ତାହାଲେ ତାହା ଆମର ସମ୍ପୂର୍ଣ ଦିନକୁ ବିଗାଡି ଦିଏ l
3-ଯଦି ଘରେ କୌଣସି ବଣୁଆ ଜୀବ ର ଫୋଟୋ ଥାଏ ତେବେ ଏହାକୁ ସକାଳୁ ଦେଖିଲେ ଆପଣଙ୍କ ଦିନ ଅଶୁଭରେ କାଟେ, ଏହାକୁ ଦେଖିବା ଦ୍ୱାର ଆମର ହିଂସ୍ର ପଶୁ ପରି ବ୍ୟବହାର ହୋଇ ଥାଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।