ସକାଳୁ ଖାଲି ପେଟ ରେ ଭୁଲ ରେ ବି ଏହି ୫ଟି ଖାଦ୍ୟ ଖାଆନ୍ତୁ ନାହିଁ l ଖାଇଲେ ହୋଇପାରେ ସର୍ବନାଶ

ଆମ ଶରୀର ରେ ଗୋଟିଏ ପ୍ରକାର ଖାଦ୍ୟ ରୁ ସମସ୍ତ ପ୍ରକାର ପୋଷଣ ମିଳି ନ ଥାଏ l ତେଣୁ ଆମେ ସମସ୍ତ ପ୍ରକାର ଖାଦ୍ୟ ଖାଇ ଥାଉ ପୋଷଣ ସୃଷ୍ଟି ହେବା ପାଇଁ l ଆମ ଶରୀର ରେ ଆମେ ଯେତେ ପ୍ରକାର ପୁଷ୍ଟି କର ଖାଦ୍ୟ ଖାଇଲେ ମଧ୍ୟ ଆମର ଶରୀର ରେ ଅନେକ ପୋଷଣ ଆମ ଶରୀର ରେ ଅଭାବ ହୋଇ ଥାଏ l ତେଣୁ ଏମିତି କିଛି ପ୍ରକାର ଖାଦ୍ୟ ରହି ଥାଏ l ସବୁ ଖାଦ୍ୟ କୁ ହଜମ କରିବା ପାଇଁ ଆମେ ସମସ୍ତେ ପାଣି ପିଇ ଥାଏ l

କିଛି ଲୋକ ସବୁବେଳେ ଖାଲି ପେଟ ରେ ଫାଷ୍ଟ ଫୂଡ଼ ଭଳିଖାଦ୍ୟ ଖାଇବା ପାଇଁ ଇଚ୍ଛା କରି ଥାନ୍ତି l କିନ୍ତୁ ଆମ ଶରୀର ରେ ବେଶୀ କିଛି ଉପକାର କରି ନ ଥାଏ l କିନ୍ତୁ ଆମ ଶରୀର କୁ ଏହା ରୋଗ ଗ୍ରସ୍ତ କରି ଦେଇ ଥାଏ l

କିଛି ଖାଦ୍ୟ ଅଛି ଯାହାକୁ ଆମେ ଖାଲି ପେଟ ରେ ଖାଇଲେ ଆମ ଶରୀର ର ଅବସ୍ଥା କୁ ଖରାପ କରି ଦେଇ ଥାଏ l ତେଣୁ ସେହି ପରି ଖାଦ୍ୟ ଖାଇବା ଅନୁଚିତ ଅଟେ ଚାଲନ୍ତୁ ଜାଣିବା ସେହି 5 ଖାଦ୍ୟ ର ନାମ l

1:-ସଫ୍ଟ ଖାଦ୍ୟ ବା କୂଲ ପାନୀୟ ଖାଦ୍ୟ ଏହା କୁ ଖାଳୁଲେ ବାରମ୍ବାର ବାନ୍ତି ହୋଇ ଥାଏ l ଏହି ଖାଦ୍ୟ ରେ ଅଧିକ ପରିମାଣରେ କାର୍ବୋନେଟ ଏସିଡ ରହିଥାଏ l ତେଣୁ ଏହାକୁ ସକାଳୁ ଖାଲି ପେଟରେ ଖାଇବା ଅନୁଚିତ l

2:-ମସଲା ଯୁକ୍ତ ଖାଦ୍ୟ, ଏହି ଖାଦ୍ୟ ସକାଳା ଖାଇ ଲେ ଦେହ ରେ ମେଦ ବହୁଳତା ବୃଦ୍ଧି ହୋଇ ଥାଏ l ଖାଦ୍ୟ ହଜମ ନ ହୋଇ ଏଲସର ଭଳି ରୋଗ ହୋଇ ଥାଏ l

3:-ଥଣ୍ଡା ଜାତୀୟ ଖାଦ୍ୟ, ଏହି ଖାଦ୍ୟ ସକାଳ ଖାଇଲେ ଏହା ପାଚନ ଶକ୍ତି କୁ କମେଇ ଦେଇ ଥାଏ, l ତେଣୁ ସକାଳୁ ଗ୍ରୀନ ଟୀ ଖାଇବା ଉଚିତ l ଏହା ପାଚନ ଶକ୍ତି କୁ ବୃଦ୍ଧି କରାଇ ଥାଏ l

4:-ଖଟା ଫଳ, ସକାଳୁ ଭୁଲ ରେ ବି ଖଟା ଫଳ ଯେମିତି ଅଁଳା, ଲେମ୍ବୁ ଭଳି ଖାଦ୍ୟ ଖାଦ୍ୟ ଖାଇବ ନାହିଁ ଏହା ଏସିଡ ବଢା଼ଉ ଥାଏ l

5:-କଫି ବା ଚା, ଏହା କୁ ଖାଲି ପେଟ ରେ ସମସ୍ତେ ଖାଆନ୍ତି କିନ୍ତୁ ଖାଇବା ଉଚିତ ନୁହେଁ l ଏହା କୁ ଖାଲି ପେଟ ରେ ଖାଇଲେ ବିଭିନ୍ନ ପ୍ରକାର ରୋଗ ଆଦି ହୋଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।