Sadhu Bani – ସକାଳୁ ଉଠି କେଉଁ କାମ କଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ, ଏହା ସହିତ ପଢନ୍ତୁ ଆଜିର 20 ଟି ଅନୁଚିନ୍ତା
ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟରେ
୧.ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ, ଯେକୌଣସି କାର୍ଯ୍ୟ ରେ ମନ ଲାଗିଥାଏ ଓ ଶରୀରର ବ୍ଲଡସୁଗାର ଏବଂ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ରହିଥାଏ ।
୨.ସକାଳୁ ଉଠି ଜଳଖିଆ ଶୀଘ୍ର କଲେ ଶରୀର ଫୁରତି ରହିବା ସହ ଶରୀରର ସୁସ୍ଥ ଏବଂ ନିରୋଗ ରହିଥାଏ ।
୩. ସକାଳୁ ଉଠିବା ଦ୍ଵାରା ପୁରାଦିନ ମନ ଖୁସିରେ ଥାଏ ଓ ଚିନ୍ତାଧାରା ସକାରାତ୍ମକ ରହିଥାଏ ।
୪. ସକାଳୁ ଉଠିବା ଦ୍ଵାରା ଯେକୌଣସି କାର୍ଯ୍ୟ କଋବା ପାଇଁ ଅଧିକ ସମୟ ମିଲୋଥାଏ ଏବଂ ନିଜ ପାଇଁ ଅଧିକ ସମୟ ମିଳିଥାଏ ।
୫. ସକାଳୁ ଉଠିବା ଦ୍ଵାରା ମସ୍ତିସ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ଯାହାଫଳରେ ପ୍ରତେକ କାରଜ୍ୟା ଉତ୍ତମ ରୂପେ କରି ହୁଏ ।
୬. ସକାଳୁ ସମୟ ଶରୀରର ପାଇଁ ଉତ୍ତମ ହୋଇଥାଏ ସକାଳୁ କିଛି ସମୟ ବ୍ୟୟମ କିମ୍ବା ଯୋଗ ଅଭ୍ଯାସ କରିବା ଦ୍ଵାରା ଶରୀର ଓ ମନ ସୁସ୍ଥ ରହେ ।
୭.ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣରେ କିଛି ସମୟ ବସିବା ଦ୍ଵାରା ହାଡ ଏବଂ ଗଣ୍ଠି ସମାସ୍ୟା ଦୂର ହୋଇଥାଏ ।
୮.ସକାଳୁ ବାୟୁ ମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକ ଥାଏ । ତେଣୁ ସକାଳୁ ଉଠି କିଛି ସମୟ ବାହାରେ କଟାଇଲେ ମସ୍ତିସ୍କ ଉପରେ ଭଲ ପ୍ରଭାବ ପଡିଥାଏ ।
୯.ସକାଳୁ ଉଠିବା ଦ୍ଵାରା ପେଟ ଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ ।
୧୦. ସକାଳୁ ଉଠି ବାହାର ତାଜା ପବନରେ ନିଶ୍ଵାସ ନେବା ଦ୍ଵାରା ଏବଂ କିଛି ସମୟ ବୟାମ କରିବା ଦ୍ଵାରା ଶରୀରର ସୌନ୍ଦର୍ଜ୍ୟ ବୃଦ୍ଧି ହୋଇଥାଏ ।
୧୧.ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ।
୧୨.ସକାଳର ବାୟୁ ଶରୀରରେ ବାଜିବା ଦ୍ଵାରା ଶରୀରର ବଳ ତେଜ, ପୁର୍ତି ଏବଂ କାନ୍ତି ବୃଦ୍ଧି ହୋଇଥାଏ l
୧୪. ଯେଉଁ ଲୋକ ପ୍ରତେକ ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠେ ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧି ଶାଳି ହୋଇଥାଏ ।
୧୫. ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତିରେ କମ ଖାଦ୍ୟ ଖାଇବା ଉଚିତ ଏବଂ ତା ସହିତ ଦୁଇ ଗ୍ଳାସ ପାଣି ପିଇବା ଉଚିତ ।
୧୬. ସକାଳୁ ଉଠିବ ପାଇଁ ହେଲେ ରାତିରେ ମିଠା ଖାଇବା ଏବଂ ଅଧିକ ଭୋଜନ କରିବା ଅନୁଚିତ କାରଣ ଏହା ଦ୍ଵାରା ଅଳସୁଆ ଲାଗିଥାଏ ।
୧୭.ରାତି ଚାରିଟାରେ ଉଠିବା ପାଇଁ ହେଲେ ଶୀଘ୍ର ଶୋଇବା ଉଚିତ ତା ସହିତ ରାତିରେ ମୋବାଇଲ ବ୍ୟବହାର କରିବା ଅନୁଚିତ ।
୧୮.ସକାଳୁ ଉଠିବା ପରେ କେବେ ବି ଆଇନା ଦେଖିବା ଉଚିତ ନୁହେଁ ଏହା ଦ୍ଵାରା ଘରେ ନକାରତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
୧୯. ସକାଳୁ ଉଠି ଜଳଖିଆ କରିବା ପର୍ଯ୍ୟନ୍ତ କୌଣସି ପଶୁଙ୍କ ନାମ ନେବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୨୦.ସକାଳୁ ଉଠି ଜଳଖିଆ ନ ଖାଇଲା ପର୍ଯ୍ୟନ୍ତ ଟିଭି କିମ୍ବା ପେପର ଦେଖିବା ଅନୁଚିତ କାରଣ ଏହା ଦ୍ଵାରା ନକରତ୍ମକ ପ୍ରଭାବ ପଡିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।