Sadhu ବାଣୀ – ସକାଳୁ ଉଠି ଏହି ( ୫ଟି ଜିନିଷ ) ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ, ଘରକୁ ଆସିଥାଏ ଶୁଭ ଖବର

ଆପଣ ମାନେ ଜାଣି ଥିବେ ଯେ ଆମର ଶାସ୍ତ୍ର ରେ ଲେଖା ଯାଇଛି ଯେ ଆମେ ସକାଳେ ଉଠି ଯାହା ସବୁ ଦେଖୁ ସେହି ଅନୁସାରେ ଆମର ସମ୍ପୂର୍ଣ୍ଣ ଦିନ କଟି ଥାଏ l କାରଣ ସକାଳ ହେଉଛି ଦିନର ଆରମ୍ଭ ହୋଇଥାଏ ଆମର ମଧ୍ୟ ଦିନଟି ଆରମ୍ଭ ହୋଇଥାଏ l ଯଦି ଜଣେ ବ୍ୟକ୍ତି ସକାଳୁ ତାର ମୋଡ଼ ଅଫ ହୋଇ ଯାଏ ତାହାଲେ ଦିନଟି ଯାକ ତାର ସେମିତି ରେ କଟି ଯାଏ l ତେଣୁ ଆମର ଶାସ୍ତ୍ର ରେ ଲେଖା ଯାଇଛି ଯେ କେଉଁ ସବୁ ଜିନିଷ ଦେଖିଲେ ଆମର ସମ୍ପୂର୍ଣ ଦିନ ଯାକ ଅଶୁଭ ହୋଇଥାଏ l

ଏହା ସହିତ ମଧ୍ୟ ଆମ ଶାସ୍ତ୍ର ରେ ୟେ ବି ଲେଖା ଯାଇଛି ଯେ କଣ ସବୁ ଦେଖିଲେ ଆମର ସମ୍ପୂର୍ଣ୍ଣ ଦିନଟି ଶୁଭ ହୋଇଥାଏ l ଆଉ ନହେବା କାର୍ଯ୍ୟ ମଧ୍ୟ ସେହି ଦିନ ସମାପନ ହୋଇ ଯାଏ l ଯାହା ଆମର ଶାସ୍ତ୍ର ରେ ଲେଖା ଯାଇଛି ତାହା ସବୁ ସମ୍ପୂର୍ଣ ରୂପେ ହୋଇ ଥାଏ l ତେଣୁ ଚାଲନ୍ତୁ ଜାଣିବା ସକାଳୁ ଉଠି କଣ ଦେଖିଲେ ଆମର ସମ୍ପୂର୍ଣ୍ଣ ଦିନଟି ଭଲରେ କାଟେ ?

1-ଭିକାରୀ ମାଗି ଆସିବା :

ଅନେକ ଲୋକଙ୍କ ମନରେ ଭାବନା ଅଛି ଯେ ଯଦି ଜଣେ ଭିକାରୀ ର ମୁହଁ ଚାହେଁ ତାହାଲେ ତାର ଅଶୁଭ ହୁଏ କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ l କାରଣ ଯଦି ଜଣେ ସକାଳୁ ଉଠି ବିକାରୀ ମାଗି ଆସୁଥିବାର ଦେଖେ ତାହାଲେ ତାର ସେହି ଦିନ ଭଲ ଏବଂ ଶୁଭ ଘଟଣା ଘଟି ଥାଏ l ବହୁତ ଦିନରୁ ଧାର ନେଇ ଦେଉ ନଥିବା ଲୋକ ପଇସା ଆପଣଙ୍କୁ ଦେଇ ଦେବେ l

2-ଘଣ୍ଟି,ଶଙ୍ଖ ଶବ୍ଦ :

ଯଦି ଆପଣ ଶୋଇ ସକଳୁ ଉଠିବା ସମୟରେ ପ୍ରଥମେ ଯଦି ଆପଣ ଶଙ୍ଖ ଶବ୍ଦ ଅଥବା ଘଣ୍ଟା ଶବ୍ଦ ଶୁଣନ୍ତି ତାହାଲେ ଆପଣଙ୍କ ଏହି ଦିନ ସମ୍ପୂର୍ଣ୍ଣ ଶୁଭ ହୋଇଥାଏ ଦିନଟି ଯାକ ଆପଣଙ୍କୁ ସକାରାତ୍ମକ ଉର୍ଜା ମିଳି ଥାଏ l ଏହା ଶୁଣିବା ଦ୍ୱାରା ଆପଣଙ୍କ ଯାହା ସବୁ ହେଉ ନଥିବା କାର୍ଯ୍ୟ ଯଦି ଆପଣ ଆରମ୍ଭ କରନ୍ତି ତାହାଲେ ତାହା ଅତି ଭଲ ଭାବରେ ହୋଇ ଯାଏ l

3- ସୁହାଗିନୀ ନାରୀ ଏବଂ ଗାଈ : 

ଯଦି ଆପଣ ସକାଳୁ ଉଠି ସୁହାଗିନୀ ଗାଈ ଅଥବା ଗାଈ ଦେଖନ୍ତି ତାହାଲେ ଆପଣଙ୍କ ଦିନ ସମ୍ପୂର୍ଣ୍ଣ ଶୁଭ ହୋଇଥାଏ l ଆପଣଙ୍କ ଯାହା ସବୁ କାର୍ଯ୍ୟ ଅଧାରେ ଥାଏ ତାହା ପୂରଣ ହୋଇ ଯାଏ l

4-ହସୁଥିବା ବାଳକ :

ଯଦି ଆପଣ ସକାଳୁ ଉଠି କୌଣସି ହସୁଥିବା ବାଳକଙ୍କୁ ଦେଖନ୍ତି ତାହାଲେ ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଅତ୍ୟନ୍ତ ଶୁଭ ହୋଇ ଥାଏ l

5-ଦହି, କ୍ଷୀର ଭର୍ତି ପlତ୍ର :

ଯଦି ସକାଳୁ ଉଠି ଏହାକୁ ଦେଖନ୍ତି ସମ୍ପୂର୍ଣ ଦିନ ଶୁଭ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।