ସକାଳେ ପେଟ ସଫା କରିବାର ଘରୋଇ ଉପଚାର, ୧୦୦% ଗ୍ୟାରେଣ୍ଟି କଲେଵାର ହେବ – Baba Ramdev Health Tips

ଆଜି ଆମେ ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ଯାହା ଦ୍ଵାରା ଆପଣ ସକାଳୁ ନିଜ ପେଟ ଭଲ ଭାବରେ ସଫା ହୋଇଯିବ । ତେବେ ଆଜି ଆମେ ଏହାର କାରଣ, ଲକ୍ଷଣ , ଓ ଉପଚାର ବିଷୟ ରେ ଜାଣିବା । ତେବେ ଏହି ସମସ୍ୟା ଟି ସାଧାରଣ ଆମର ଅବହେଳା ଯୋଗୁଁ ହୋଇ ଥାଏ । ଯେମିତି କି ଆମେ ଅଧିକ ରାଗ, ତେଲ, ମସଲା ଜାତୀୟ ଜିନିଷ ଖାଇବା ଦ୍ବାରା ହୋଇଥାଏ । ମାର୍କେଟ ରୁ ଅଧିକ ଫାଷ୍ଟ ଫୁଡ ଖାଇବା ଦ୍ବାରା ମଧ୍ୟ ଏହି ସମସ୍ୟା ହୋଇଥାଏ।

ତେବେ ଏହି ଫାଷ୍ଟ ଫୁଡ୍ ରେ ହାଇଯେନିକ ତେଲ ମସଲା ବ୍ୟବହାର ହୋଇ ନଥାଏ ଯାହା ଫଳରେ ଏହାକୁ ଖାଇବା ଦ୍ବାରା ଅନେକ ସମସ୍ୟା ହୋଇଥାଏ। ଏହା ସହିତ ଯଦି ଆପଣ ପାଣି ବହୁତ୍ କମ୍ ପିଉ ଅଛନ୍ତି ତେବେ ମଧ୍ୟ ଏହି ସମସ୍ୟା ହୋଇ ଥାଏ ।

ଆହୁରି ମଧ୍ୟ ଯଦି ଆପଣ ଅଧିକ ମାତ୍ରା ରେ ଧୁମ୍ରପାନ କରୁଛନ୍ତି କିମ୍ବା ଅଧିକ ମାତ୍ରା ରେ ମଦ ପିଉ ଅଛନ୍ତି କିମ୍ବା ଯଦି ଆପଣ ଙ୍କ ର ଏହି ଅଭ୍ୟାସ ଥାଏ ତେବେ ମଧ୍ୟ ଏହି ସମସ୍ୟା ଦେଖା ଯାଏ ।ତେବେ ଯଦି ଆପଣ ଏହି ସବୁ ଅଭ୍ୟାସ ରତ ଅଛନ୍ତି ତେବେ ଆପଣ ଙ୍କ ପେଟ ସମସ୍ୟା ସବୁବେଳେ ଦେଖାଯାଏ ଯେମିତି କି ପେଟ ସବୁବେଳେ ଫୁଲି ରୁହେ ଗ୍ୟାସ ହେବା ପରି ଲାଗେ । ଯଦି ଏହି ପରି ସମସ୍ୟା ପ୍ରତିଦିନ ହୁଏ ତେବେ ଏହା ଧୀରେ ଧୀରେ ଅର୍ଶ ହୋଇଯାଏ । ଆଉ ଏହି ଅର୍ଶ ସମସ୍ୟା ଥରେ ହେଲେ ଏହା ଭଲ ହେବା ପାଇଁ ବହୁତ୍ କଷ୍ଟ ହୋଇଥାଏ ।

ତେବେ ଏହି ସମସ୍ୟା ରୁ ସ୍ଥାୟୀ ଭାବରେ ମୁକ୍ତି ପାଇବା ପାଇଁ ଆପଣ ଙ୍କୁ ନିଜ ଖାଦ୍ୟ ପେୟ ରେ ସାଧାରଣ ଚେଞ୍ଜ ଆଣିବାକୁ ପଡ଼ିବ । ଯେମିତି କି ଆପଣ ପ୍ରତିଦିନ ସକାଳେ ଉଠି ସାରିବା ପରେ ପ୍ରଥମେ ଚାରି ଗ୍ଲାସ ପାଣି ପିଆନ୍ତୁ। ମୁଁହ ଧୋଇବା ପୂର୍ବରୁ ପ୍ରଥମେ ଚାରି ଗ୍ଲାସ ପାଣି ପିଅନ୍ତୁ।ତେବେ ଯଦି ଆପଣ ସକାଳୁ ପାଣି ପିଉଛନ୍ତି ତେବେ ଏହାକୁ ହାଲୁକା ଉଷୁମ କରି ପିଇବା ଉଚିତ୍ କାରଣ ଉଷୁମ ପାଣି ଶରୀର ପାଇଁ ବହୁତ୍ ହିତକର ହୋଇଥାଏ। ।

ଏହା ପରେ ଆପଣ କେବେ ମଧ୍ୟ ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ ଖାଇବା ର ଏକ ଘଣ୍ଟା ପୂର୍ବରୁ କିମ୍ବା ଖାଇବା ର ଏକ ଘଣ୍ଟା ପରେ ପାଣି ପିଇବା ଉଚିତ୍। ଏହା ସହିତ ଯେତେ ସମ୍ଭବ ଫାଷ୍ଟ ଫୁଡ୍ ଓ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏହା ସହିତ କେବେ ମଧ୍ୟ ଛିଡ଼ା ହୋଇ ପାଣି ପିଅନନ୍ତୁ ନାହିଁ । ଏହି ସବୁ ସାଧାରଣ ଅଭ୍ୟାସ କୁ ଆପଣ ପ୍ରତିଦିନ କରନ୍ତୁ ।

ତେବେ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ପ୍ରଥମ ଉପାୟ ହେଉଛି ଯଦି ଆପଣ ପ୍ରତିଦିନ କ୍ଷୀର ପିଉ ଅଛନ୍ତି ତେବେ ଏହି କ୍ଷୀର ରେ ଗୋଟିଏ ଚାମଚ୍ ଦେଶୀ ଘିଅ ମିଶାଇ ସେବନ କରନ୍ତୁ ।ଏହି ପରି ଆପଣ ୯୦ ଦିନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।