Dr. Anurag – ସକାଳେ ଏହାକୁ ପାଣିରେ ଭିଜେଇ ଖାଇଲେ ମଧୁମେହ ଏବଂ କୋଲେଷ୍ଟ୍ରଲର ସବୁଦିନ ପାଇଁ ଗାଏବ ହୋଇଯିବ, କରନ୍ତୁ ମାତ୍ର ଏହି ଗୋଟିଏ କାମ

ଆଜିର ଦିନରେ ପ୍ରାୟ ଅନେକ ଅସୁସ୍ଥ ହୋଇପଡିଛନ୍ତି, କୌଣସି ବ୍ୟକ୍ତି ସୁସ୍ଥ ଥିବାର ଜଣାପଡ଼ୁନାହାନ୍ତି l ଅନେକ ନିଜର ମୋଟାପଣ ପାଇଁ ଚିନ୍ତିତ କାରଣ ମୋଟାପଣ ପାଇଁ ଅନେକ ରୋଗ ଯେପରିକି ମେଦ ବହୁଳତା କଲେଷ୍ଟ୍ରୋଲ ମଧୁମେହ ରୋଗ ଏବେ ପ୍ରାୟ ସବୁ ଲୋକଙ୍କୁ ଗ୍ରାସ କରିବାରେ ଲାଗିଛି ଏବଂ ହାର୍ଟ ବ୍ଲକେଜ ଠାରୁ ଆରମ୍ଭ କରି କ୍ୟାନସର ଭଳି ମାରାତ୍ମକ ରୋଗ ହେଉଛି l

ତେବେ ଏହିସବୁ ରୋଗରୁ ରକ୍ଷା ପାଇବା ପାଇଁ ଏହି ଉପାୟ ଆପଣେଇବାକୁ ପଡିବ l ସକାଳୁ ଯଦି ଭିଜା କିସମିସ ସହ ପାଣି ପିଅନ୍ତି ତେବେ ଏହି ରୋଗରୁ ଆପଣ କବଳିତ ହୋଇପାରିବେ l ତେବେ ଆସନ୍ତୁ ଜାଣିବା ଏହି କିସମିସ ରେ କଣ ସବୁ ଅଛି, ଏହା ଦ୍ୱାରା ଆମକୁ କଣ ସବୁ ଫାଇଦା ମିଳିବ l

କିସମିସ କୁ ପାଣିରେ ଭିଜେଇ ଖାଇଲେ ଆମକୁ କ୍ୟାଲସିୟମ ଏବଂ ଆଇରନ ମିଳେ l ଏହି ଆଇରନ ଆମର ରୋଗପ୍ରତିଷେଧକ ଶକ୍ତି କୁ ବୃଦ୍ଧି କରେ l ତେଣୁ ଏହାକୁ ସକାଳୁ ଖାଇଲେ ଆମକୁ ପ୍ରୋଟିନ ମିଳେ l କିସମିସ ଅନେକ ରୋଗ ଯେପରିକି, ବ୍ଲଡ଼ପ୍ରେସର, ବ୍ଲଡ଼ସାରକୁଲେସନ ସଠିକ କରିବାରେ ସହାୟକ ହୋଇଥାଏ ଏହାକୁ ଆପଣ ରାତ୍ରି ରେ ପାଣିରେ ଭିଜେଇ ସକାଳୁ ଖାହିଲେ ଶରୀରରେ ଆଇରନ କ୍ଷମତା ବଢିଥାଏ l

ଏହାକୁ ନିୟମିତ ଖାଇବା ଦ୍ୱାରା ହୃତପିଣ୍ଡ ଜୋନିତ ସମସ୍ୟା ରୁ ମଧ୍ୟ ଏହି କିସମିସ ଆପଣ ଙ୍କୁ ରକ୍ଷା କରିପାରିବ  ଏବଂ ସକାଳୁ ଏହାକୁ ଖାଲି ପେଟରେ ଖାଇଲେ, ଆପଣ କେବେ ହୃଦ ରୋଗରେ ପଡିବେ ନାହିଁ l ଏବଂ ଏହି କିସମିସ ଖାଇବା ଦ୍ୱାରା ଆମ ହାର୍ଟ କୁ ସୁରକ୍ଷିତ ଏବଂ ସନ୍ତୁଳିତ କରିବାରେ ବଡ ଭୂମିକା ଗ୍ରହଣ କରେ l

ତେବେ ଯେଉଁ ମାନଙ୍କର ଏହି ସବୁ ରୋଗ ର ସମସ୍ୟା ଅଛି ସେହି ବ୍ୟକ୍ତି ମାନେ ଏହାକୁ ନିୟମିତ ଖାଇବା ଦରକାର l ଯେଉଁ ବ୍ୟକ୍ତି ମାନେ ମୋଟା ଅଛନ୍ତି ତାଙ୍କର ଚର୍ବି ଜନିତ ସମସ୍ୟା ଦେଖାଯାଇଥାଏ l ଏବଂ ଏମାନେ ବହୁତ ଚିନ୍ତାରେ ଥାନ୍ତି, ଆଉ ମଧ୍ୟ ବିଭିନ୍ନ ଉପାୟ କରିବାରେ ଲାଗନ୍ତି କୁନ୍ତୁ ବିଶେଷ କିଛି ସଫଳତା ମିଳେ ନାହିଁ l

ଯଦି ଆପଣ ଚର୍ବି କମାଇବାକୁ ଚାଁହୁଛନ୍ତି ତେବେ ଏହି ରାତ୍ରି ରେ ଭିଜାଯାଇଥିବା କିସମିସ ପାଣିକୁ ସକାଳୁ ପିଅନ୍ତୁ ଏବଂ କିସମିସ କୁ ମଧ୍ୟ ଖାଆନ୍ତୁ ଦେଖିବେ ଆପଣ ଙ୍କ ଚର୍ବି ବହୁତ ମାତ୍ରା ରେ କୋମଯିବ l ଏହା ସହିତ ଆପଣ ଙ୍କ ଓଜନ ମଧ୍ୟ ବହୁତ ମାତ୍ରା ରେ କମିଯିବ l ତେଣୁ ଆପଣ ପ୍ରତିଦିନ ଏହି କିସମିସ କୁ ନିହାତି ଖାଦ୍ୟ ରୂପେ ଖାଆନ୍ତୁ ଆଉ ଆପଣ ଆପଣ ଙ୍କର ମୋଟା ପଣ ପାଇଁ ଯେଉଁ ଚିନ୍ତିତ ରହୁଥିଲେ ଆପଣଙ୍କର ଏହି ଚିନ୍ତା ଦୂର ହୋଇଯିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।