ସକାଳେ ବାସି ମୁହଁରେ ପାଣି ପିଇଲେ, ଶରୀରରେ ହୋଇଥାଏ ଏହି ୫ଟି ବଡ ଫାଇଦା – Ramdev Health Tips
ଜଳ ହିଁ ଜୀବନ l ଆମ ଜୀବନରେ ଜଳର ବହୁତ ଉପକାରିତା ଅଛି l ଜୀବନ ବଞ୍ଚାଇବା ପାଇଁ ଜଳ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ l ଏହି ଜଳକୁ ସକାଳେ ବସି ମୁହଁ ରେ ଖାଲି ପେଟ ରେ ପାଣି ପିଇଲେ, କଣ ସବୁ ଉପକାର ହୁଏ, ଆସନ୍ତୁ ଜାଣିବା ଓ ବସି ମୁହଁ ରେ ପାଣି ପିଇଲେ କଣ ହୁଏ ଜାଣିବା l
1, ଜଳ କୁ ସକାଳେ ଖାଲି ପେଟ ରେ 2 ଗ୍ଲାସ ପିଇଲେ ଆମ ଶରୀର ପାଇଁ ବହୁତ ଉପକାରୀ l ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ l ସଠିକ ପରିମାଣରେ ପାଣି ପିଇଲେ, ଆମେ ଅନେକ ରୋଗ ଦାଉରୁ ରକ୍ଷା ପାଇପାରିବା l ପାଣି ଆମ ଶରୀରକୁ ଠିକ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ l
2. ରାତି ରେ ଶୋଇବା ପୂର୍ବ ରୁ 1 ଗ୍ଲାସ ପାଣି ପିଇଲେ l ଜଣିବା କଣ ସବୁ ସୁବିଧା ହୋଇଥାଏ l ପାଣି ପିଇଲେ, ଆମ ପାଚନ ତନ୍ତ୍ର ପାଇଁ ଭଲ କାରକ ହୋଇଥାଏ, ଯେତେବେଳେ ଆମେ ପାଣି ପିଇ ଥାନ୍ତି, ସେତେବେଳେ ଏହା ବହୁତ ସହଜରେ ଇଣ୍ଟେନଷ୍ଟାଇନକୁ ଯାଇ ପେଟର କାନ୍ଥରେ ପଡିଥାଏ l ଏଥି ଦ୍ୱାରା ପେଟର ସାଇଡ଼କୁ ଓ ତାହାର ପାଖ ପାଖି ଅଙ୍ଗକୁ ପାଖକୁ ପଠାଇଥାଏ l
3. ଯଦି ଶରୀର ରେ ବ୍ଲଡ଼ ପ୍ରେସର ଅଧିକ ଥାଏ ତେବେ ଆପଣ ନିଶ୍ଚୟ ଗାଧିବl ପୂର୍ଵ ରୁ 1 ଗ୍ଲାସ ପାଣି ନିଶ୍ଚୟ ପିଅନ୍ତୁ l ଆପଣ ଙ୍କର ଏହି ରୋଗ କମି ଯାଇ ଥାଏ l
4.ସଂଧ୍ୟା ସମୟ ରେ ଆପଣ ନିଶ୍ଚୟ ଜଳଖିଆ କରିବା ପୂର୍ଵ ରୁ 2 ଗ୍ଲାସ ପାଣି ପିଅନ୍ତୁ l ଏହା ଦ୍ୱାରା ମଧ୍ୟ କିଡ଼ନୀ ରୋଗ ମଧ୍ୟ ହୋଇଥାଏ l କିଡ଼ନୀର କାମ ହେଉଛି,ପାଣିକୁ ଛାଣିବା, ଯେତେବେଳେ ଆପଣ ଠିଆ ହୋଇ ପାଣି ପିଅନ୍ତି l ତାହା ଠିକ ଭାବରେ ଛାଣି ନାହୋଇ ରହି ଯାଇଥାଏ l ଏମିତି ହେବା ଦ୍ୱାରା ଆପଣଙ୍କ ମୂତ୍ରଶୟରେ ଏବଂ ରକ୍ତରେ ଜମା ହୋଇ n ଯାଇଥାଏ l
5. ଏହା ବ୍ୟତୀତ ଆପଣ ଟେନସନ ରେ ଥିବା ବେଳେ ପାଣି ପିଇବା ଦ୍ୱାରା ଆମକୁ ସମସ୍ୟା ଭଳି ରୋଗ ରୁ ମୁକ୍ତି ହୋଇ ଥାଉ l ହୋଇଥାଏ l ତାହା ସହିତ ଛାତି ଓ ହୃଦୟରେ ମଧ୍ୟ ଜ୍ୱଳନ ଅନୁଭବ ଦୂର କରି ଥାଏ l ବସି ମୁହଁ ରେ ପାଣି ପିଇବା ଦ୍ୱାରା ମଧ୍ୟ ହାଇଦ୍ରୋସିନ ମଧ୍ୟ ସାମ୍ନା କରିବାକୁ ପଡିଥାଏ l ଏହା ଛାଡ ଆହୁରି ଅନେକ ରୋଗକୁ ମଧ୍ୟ ଆମ କୁ ଅନେକ ରୋଗ ରୁ ମୁକ୍ତ ମିଳି ଥାଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।