ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାବେଳେ କରନ୍ତୁନାହିଁ ଏହିସବୁ ଭୁଲ୍ |ନଚେତ୍ ହୋଇପାରେ ଭୟଙ୍କର ଘଟଣା….
ପୁରାଣ ଅନୁସାରେ କୁହାଯାଇଥାଏକି ସଂସାରର ସମସ୍ତ ମାନବ କୁ ସ୍ନାନ କରିସାରିବା ପରେ ସୂର୍ଯ୍ୟ ଦେବତାକୁ ଅବଶ୍ୟ ଜଳ ଅର୍ପଣ କରିବା ଦରକାର ।ତମ୍ବାର ଲୋଟାରେ ଜଳ ଚଢାଇଲେ ବହୁତ ଶୁଭ ମାନା ଯାଇଥାଏ । ଜଳ ସହିତ ମନ୍ଦାର ଫୁଲ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାଇବା ଦ୍ୱାରା ସୂର୍ଯ୍ୟ ଦେବ ବହୁତ ଜଲଦି ପ୍ରଶନ୍ନହୋଇଥାଏ।ଜଳକୁ ଚଢେଇବା ସମୟରେ ସୂର୍ୟ୍ୟ ଦେବଙ୍କ ମନ୍ତ୍ରର ଉଚ୍ଚାରଣ କରିବା ଆବଶ୍ୟକ ।ଏହା ଦ୍ୱାରା ମନର ସାକାରତ୍ମକ ଉର୍ଜା ପ୍ରବେଶ କରିଥାଏ । ଯେଉଁ ଲୋକର ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ।
ଯଦି ସେହି ଲୋକ ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଚଢାଏ ତେବେ ତାହାର ସ୍ୱାସ୍ୟବସ୍ଥା ଦୂର ହୋଇଥାଏ ।କିଛି ଲୋକଙ୍କ କୁଣ୍ଡଳୀରେ ଦିଶା ଭଲ ହୋଇ ନ ଥାଏ । ତେବେ ସେମାନେ ଅବଶ୍ୟ ହିଁ ପ୍ରତିଦିନ ସ୍ନାନ କଲାବେଳେ ସୂର୍ଯ୍ୟଙ୍କୁ ଜଳ ଚଢେଇବା ଉଚିତ୍ ।ଏହାଦ୍ୱାରା ତାଙ୍କ ଗ୍ରହରେ ଯାଦା ବି ଖରାପ ଅଛି ସେଥିରେ ସୁଧାର ଆସିଥାଏ ।
ତେବେ ଚାଲନ୍ତୁ ଜଣିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲା ବେଳେ କେଉଁ କଥା ପ୍ରତି ଧ୍ୟନ ଦେବା ଉଚିତ୍ । ଯଦି ଆପଣ ଭୂଲ୍ ରେ ବି ଏହି ଭୁଲ୍ କରୁଛନ୍ତି ତ ଜଳ ଅର୍ପଣ କରିବା ନ କରିବା ସଙ୍ଗେ ସମାନ ।ସବୁଠୁ ପ୍ରଥମ କଥା ପୂର୍ବ ଦିଗକୁ ମୁହଁ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ସବୁବେଳେ ,ସୂର୍ଯ୍ୟ ପୂର୍ବ ଦିଶାକୁ ଥିଲାବେଳେ ଜଳ ଅର୍ପଣ କରି ବା ପାଇଁ ପ୍ରୟାସ କରିବା ଉଚିତ୍ ।
ଜଳ ଚଢେଇବା ସମୟରେ ଯେପରି ଜଳର ଛିଟା ଆପଣଙ୍କ ଗୋଡ ଉପରେ ନ ପଡିବା ଉଚିତ୍ ଏବଂ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ।ଯଦି ଗୋଡ ଉପରେ ପଡେ ତେବେ ତାହା ଅଶୁଭ ହୋଇଥାଏ ।କାହିଁକି ନା ସୂର୍ଯ୍ୟଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଥାଆନ୍ତି ।ସୂର୍ଯ୍ୟଦେବଙ୍କ ଅଶୁଭ ଦୃଷ୍ଟି ପଡିଥାଏ ।ଜଳ ଚଢେଇବା ସମୟରେ ଏହି ମନ୍ତ୍ର ଯପ କରନ୍ତୁ,ଓଁ ସୂର୍ଯ୍ୟାୟ ନମଃ ।
ଦ୍ୱିତୀୟରେ ,ବିନା ସ୍ନାନରେ କେବେ ବି ଜଳ ଚଢେଇବା ଉଚିତ୍ ନୁହଁ,ଭୁଲ୍ ରେ ବି ଏହି କାମ କରନ୍ତୁ ନାହିଁ ।ଏହା ଦ୍ୱାରା ସୂର୍ଯ୍ୟଦେବ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ଅସଫଳ ହେବେ । କାରଣ ସୂର୍ଯ୍ୟ ଦେବ ସବୁବେଳେ ସ୍ୱଚ୍ଛତା ପସନ୍ଦ କରନ୍ତି ।
ତୃତୀୟତଃ , ତମ୍ବା ପାତ୍ରର ଉପଯୋଗ ।ଆଜିକାଲି ଯୁଗରେ ପ୍ଲାଷ୍ଟିକ୍ ର ଯୁଗ ଚାଲିଛି । ତେଣୁ ପ୍ଲାଷ୍ଟିକ୍ ପାତ୍ରରେ ଜଳ ଚଢେଇବା ଅନୁଚିତ୍ ।ଏହାଛଡା ଷ୍ଟିଲ୍, ପିତ୍ତଳ ,କାଚ ଆଦିରେ ଜଳ ଚଢେଇବା ଅନୁଚିତ୍ ।ତେଣୁ ଜଳ ଚଢେଇଲା ବେଳେ ସବୁବେଳେ ତମ୍ବା ପାତ୍ରର ଉପଯୋଗ କରିବା ଉଚିତ୍ ।ଏହା ପଛରେ ବୈଜ୍ଞାନିକ କାରଣ ଏହି କି
ଯେ ସୂର୍ଯ୍ୟଦେବଙ୍କ ଊଷ୍ମତାରୁ ପ୍ଲାଷ୍ଟିକ୍ ରୁ ନିର୍ଗତ କିଛି ବିଷାକ୍ତ ପଦାର୍ଥ ଆମ ଶରୀର ପାଇଁ କ୍ଷତିକାରକ ଅଟେ ।
ଚତୁର୍ଥତଃ ସୂର୍ଯ୍ୟଦେବଙ୍କୁ ସର୍ବଦା ବ୍ରହ୍ମ ମୁହୂର୍ତ୍ତରେ ଅର୍ପଣ କରିବା ଉଚିତ୍ ।ବ୍ରହ୍ମ ମୁହୂର୍ତ୍ତର ସମୟ ଅର୍ଥାତ୍ ସକାଳ 3ଟା ରୁ 5ଟା ପର୍ଯନ୍ତ ।ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ଭଲ ସମୟ ।ଜଳ ଅର୍ପଣ କରିବା ପୂର୍ବରୁ ଆପଣ ନିଜର ନିତ୍ୟ କର୍ମ ଶେଷ କରିବା ଉଚିତ୍ ଏବଂ ସ୍ୱଚ୍ଛ ବସ୍ତ୍ର ପରିଧାନ କରିବା ଉଚିତ୍ ।ଏମିତି କରିବା ଦ୍ୱାରା ଆପଣଙ୍କ ଉପରେ ନବଗ୍ରହର କୃପା ବନେଇ ରହିବ ।
ପଞ୍ଚମରେ, ଅକ୍ଷତ ଓ ଫୁଲ ରହିବା ଉଚିତ୍ ।ଜଳ ଅର୍ପଣ ବେଳେ ଅକ୍ଷତ ଏବଂମନ୍ଦାର ଫୁଲ ରହିବା ନିହାତି ଆବଶ୍ୟକ ।
ଷଷ୍ଠରେ ,ସବୁବେଳେ ହାତକୁ ମୁଣ୍ଡ ଉପରେ ରଖି ଜଳ ଅର୍ପଣ କରିବା ଉଚିତ୍ ।ଯେତେବେଳେ ଜଳରର ଧାରା ପଡିଥାଏ ତ ସେହି ଧାରାରେ ସୂର୍ଯ୍ୟଙ୍କୁ ଦେଖିବା ଉଚିତ୍ ।ଏହା କରିବା ଦ୍ୱାରା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଙ୍କ କୃପା ହୋଇଥାଏ ।ବ୍ୟକ୍ତିର ମନରେ ବି ସକାରାତ୍ମକ ଉର୍ଜା ମଧ୍ୟ ବଢିଥାଏ ।
ସପ୍ତମରେ ,ଆପଣ ଚପଲ ପିନ୍ଧନ୍ତୁ ନାହିଁ ।ଏହା କରିବା ଦ୍ୱାରା ସୂର୍ଯ୍ୟଦେବ ଆପଣଙ୍କ ଉପରେ ରୁଷ୍ଟ ହେଇପାରନ୍ତି ।ଆପଣ କାମରେ ଆଗକୁ ଯାଇପାରିବେ ନାହିଁ ।ତେଣୁ ସର୍ବଦା ଖାଲି ପାଦରେ ଜଳ ଅର୍ପଣ କରିବା ଉଚିତ୍ ।
ଅଷ୍ଟମରେ ,ରବିବାର ଦିନ ଜଳ ଅର୍ପଣ କରିବା ଉଚିତ୍ ।କାହିଁକି ନା ରବିବାର ହେଉଛି ସୂର୍ଯ୍ୟଙ୍କ ଦିନ ।ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଯଦି କୌଣସି ଦୋଷ ଥିବ ତେବେ ତାହା ଦୂର ହେବ ।ରବିବାର ଦିନ ସାଧା ଖାଆନ୍ତୁ ।ଲାଲ୍ ରଙ୍ଗର ପରିବା ଏବଂ ମସୁର ଡାଲି ଖାଆନ୍ତୁ ନାହିଁ ।ରବିବାର ଦିନ ମିଷ୍ଟାନ ଗ୍ରହଣ କରୁଛନତି ତ ଏହା ସବୁଠୁ ଭଲ କଥା ।ଏହି ଦିନ ଲାଲ କପଡା ଭୁଲ୍ ରେ ବି ପିନ୍ଧନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।