ସଜନା ଶାଗ ( Moringa ) – ଖାଉଛନ୍ତି କି ? ଭୟଙ୍କର କଥା ଜାଣନ୍ତୁ

ସଜନା ଶାଗ ବିଶେଷ କରି ସଜନା ଶାଗ ଗାଁମର ଲୋକ ଖାଇଥାନ୍ତି l କାରଣ ଏହି ଶାଗ ଅତି ସହଜରେ ମିଳି ଯାଏ l ଲୋକେ ଏହି ସଜନା ଶାଗ ୟୋ ଖାଇଥାନ୍ତି କିନ୍ତୁ ଏହାର କଣ ସବୁ ଫାଇଦା ଅଛି ସେ ସବୁ ଜାଣି ନଥାନ୍ତି l ଏହି ଶାଗ କୁ ବହୁତ ଜାଗାରେ ଏହାକୁ ବହୁତ ନାମରେ ଜଣା ଯାଏ l ଏହି ସଜନା ଗଛର ପତ୍ର କୁ ଶାଗ କରି ଖାଉଥିବା ବେଳେ ଏହାର ଯେଉଁ ଫଳ ହୁଏ ତାହାକୁ ତରକାରୀ କରି ଖିଆ ଯାଏ l

ସଜନା ସାଗର ଉପକାରିତା ନଜାଣି ମଧ୍ୟ ଆମେ ଡାକ୍ତର କହିଲେ ଖାଇଥାଉ ଯାହl ଯୋଗୁଁ ଆମର ଇଛା ଥାଉ କିମ୍ବା ନଥାଉ ଆମ କୁ ଖାଇବାକୁ ପଡି ଥାଏ l କିନ୍ତୁ ଏହି ସଜନା ଶାଗକୁ ରାନ୍ଧି ଖାଇଲେ ବହୁତ ସ୍ୱାଦିଷ୍ଟ ଲାଗି ଥାଏ l ଆଜି ଆମେ ଆପଣଙ୍କୁ ଏହି ସଜନା ଶାଗ ଖାଇଲେ ଆମର କଣ ସବୁ ଫାଇଦା ହୋଇଥାଏ, ଏବଂ ଏହାକୁ କେମିତି ଖିଆ ଯାଏ ତାହା ବିଷୟରେ ଆମେ କହିବୁ l ତେବେ ଚାଲନ୍ତୁ ଜାଣିବା l

1-ଏହି ସଜନା ଶାଗ 100 ଗ୍ରାମର ଭିଟାମିନ ସହ 5 ଗ୍ଳାସ କ୍ଷୀର ସହିତ ସମାନ କ୍ୟାଲସିୟମ ରହିଥାଏ l

2-ଏକ ଲେମ୍ବୁ ଠାରୁ ପାଞ୍ଚ ଗୁଣା ଅଧିକ ଭିଟାମିନ c ରହିଥାଏ ଏବଂ ପ୍ରୋଟିନ, କ୍ୟାଲସିୟମ ଆଦି l ଅର୍ଥାତ ଲେମ୍ବୁ ଠାରୁ ଅଧିକ ଭିଟାମିନ ସଜନା ଶାଗ ରେ ରହିଛି ତେଣୁ ସଜନା ଶାଗ ଖାଇବା ଆବଶ୍ୟକ atel

3-ସଜନା ଶାଗ ହୋଇଯା ହୋଇଥିବା ଲୋକ, ଝାଡା ବାନ୍ତି ହେଉଥିବା ଲୋକ ଅଥବା ଜଣ୍ଡିସ ହୋଇ ଥିବା ଲୋକ ଏହାର ରସ ପିଇଲେ ରୋଗ ଭଲ ହୋଇ ଯାଇ ଥାଏ l

4-ପ୍ରବଳ ଥଣ୍ଡା ହୋଇଥିବା ବ୍ୟକ୍ତି ଯଦି ସଜନା ଶାଗ ଏବଂ ଏହାର ଫଳ କୁ ପାଣିରେ ଫୁଟାଇ ତାହାର ଗରମ ବାମ୍ଫ ନେଲେ ଆମର ଏହି ରୋଗ ରୁ ଶୀଘ୍ର ଛୁଟ ମିଳି ଥାଏ l

5-ସଜନା ଶାଗ ବିଶେଷ କରି ଏନିମିୟା ହୋଇ ଥିବା ବ୍ୟକ୍ତି ଅଧିକ ଖାଇବା ଆବଶ୍ୟକ ଯାହାଦ୍ୱାରା ଏହି ଏନିମିଆଁ ରୋଗ ଜଲଦି ଭଲ ହୋଇ ଯିବ l ବିଶେଷ କରି ଏହି ରୋଗ ମହିଳା ଏବଂ ଛୋଟ ପିଲାଙ୍କ ଠାରେ ଦେଖା ଦେଇଥାଏ l

6-ଅଧିକରୁ ଅଧିକ ଏହାକୁ ଗର୍ଭବତୀ ମହିଳା ମାନେ ଖାଇବା ଆବଶ୍ୟକ ଯାହା ଦ୍ୱାରl ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି ବଢିବା ସହିତ ପିଲାର ମଧ୍ୟ ବଢିବ l

7-ଏହାର ରସ ପିଇଲେ ସକାଳୁ ଖାଲି ପେଟରେ ଯେତେ ପୁରୁଣା କୋଷ୍ଟକାଠିନ୍ୟ ରୋଗ ହେଲେ ମଧ୍ୟ ତାହା ଭଲ ହୋଇ ଯିବା l ଏହାଦ୍ୱାରା ମଧ୍ୟ ଆଣ୍ଠୁ ଗଣ୍ଠି ବିନ୍ଧା ଦୂର ହୋଇ ଥାଏ, ରକ୍ତଚାପ ଦୂର ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।