ଓଡ଼ିଆ ସିଙ୍ଗର JYOTIRMAYI NAYAK ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ତେବେ ସେଲିବ୍ରେଟି ଙ୍କ ଜୀବନ ଶୈଳୀ ଷ୍ଟାଇଲିସ ଧରଣ ର ହୋଇ ଥାଏ ଆଉ ଏମାନେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ରହି ଥାଆନ୍ତି | ସେଭଳି ଭାବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ରହିଛନ୍ତି ତାଙ୍କର ସୁନ୍ଦର ଚେହେରା ସହିତ ସୁନ୍ଦର ଅଭିନୟ ଦର୍ଶକ ମାନଙ୍କୁ ଖୁବ ଆକର୍ଷଣୀୟ କରିଥାଏ |

ତେବେ ଏହା ମଧ୍ୟ ସତ ଯେ ଫିଲ୍ମ ରେ ଗୀତ ଯଦି ନ ରହିବ ତେବେ ସେହି ଫିଲ୍ମ ଟି ଅଧୁରା ଲାଗିବ ଆଉ ଏକ କଣ୍ଠଶିଳ୍ପୀ ପାଇଁ ହିଁ ଏକ ଫିଲ୍ମ ପ୍ରସ୍ତୁତ ହୋଇ ପାରିଥାଏ | ଗୀତ ଶୁଣିବା ଦ୍ୱାରା ଆମ ମନକୁ ଖୁବ ଶାନ୍ତି ମିଳିଥାଏ ଯାହାକି ଅନେକ ଟେନ୍ସନ ମଧ୍ୟ ଚାଲିଯାଏ |

ତେବେ ଆମ କଳା ଜଗତ ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯେଉଁ ମାନେ ତାଙ୍କ ସୁନ୍ଦର କଣ୍ଠ ଦ୍ୱାରା ଆମ ମନକୁ କିଣି ପାରିଥାନ୍ତି | ତେବେ ନିଜ ନିଜର ପ୍ରିୟ ଗାୟକ ଗାୟିକା ଥାଆନ୍ତି ଯାହାଙ୍କର ଗୀତ ଶୁଣିବା ପାଇଁ ବେସ ଖୁସି ଲାଗି ଥାଏ |

ତେବେ ସେଥି ମଧ୍ୟରୁ ଜଣେ ପ୍ରସିଦ୍ଧ ଗାୟିକା ହେଉଛନ୍ତି ଅନ୍ତରା ଚକ୍ରବର୍ତ୍ତୀ ଯିଏ କି ତାଙ୍କ ସୁନ୍ଦର କଣ୍ଠ ଦ୍ୱାରା ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ତେବେ ଆଜି ଆମେ ଏହି ସୁନ୍ଦର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଙ୍କ ଘର ପରିବାର ଓ କ୍ୟାରିୟର ସମ୍ପର୍କ ରେ ଜାଣିବା |

ତେବେ ଜ୍ୟୋତିର୍ମୟୀ ନାୟକ ସେ ଜଣେ ଓଡ଼ିଆ ସଙ୍ଗୀତକାର ହେଇଥିବା ବେଳେ ବିଶେଷ କରି ସେ ଆଧ୍ୟାତ୍ମିକ ଓ ଓଡ଼ିଆ ପପ ଗୀତ ଗାଇବାରେ ରୁଚି ରଖନ୍ତି | ମାତ୍ର 17 ବର୍ଷ ବୟସରେ ସେ ସଙ୍ଗୀତ ପାଇଁ ନିଜର ପରିଚୟ ତିଆରି ପାରିପାରିଥିବା ବେଳେ ସେ ତାଙ୍କର ଗୁରୁ ବୁଦ୍ଧ ପ୍ରସାଦ ରାଓ ଙ୍କ ପାଖରୁ ସାଂସ୍କୃତିକ ସଙ୍ଗୀତ ଶିକ୍ଷା ନେଇଥିଲେ | ତେବେ ୟୋତିର୍ମୟୀ ଙ୍କ ଗୀତରେ ନୂଆ ନୂଆ ଭାବ ଦେଖିବାକୁ ମିଳିଥାଏ ଆଉ ଇସ୍କ ପୁଣି ଗୀତଟି ତାଙ୍କର ସବୁଠୁ ହିଟ ହୋଇଛି |

ଜ୍ୟୋତିର୍ମୟୀ ରାଉରକେଲା ରେ ଜନ୍ମ ଗ୍ରହଣ କରି ଥିଲେ ଆଉ ତାଙ୍କର ଏହି ସଫଳତା ପଛରେ ତାଙ୍କ ବାପା ମାଆ ଙ୍କର ହିଁ ହାତ ରହିଛି | ତାଙ୍କର ବାପା ଚକ୍ରଧର ନାୟକ ଓ ମାଆ ଗୌରୀ ନାୟକ ଉଭୟ କଳା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ |

ଖୁବ କମ ବୟସରୁ ସଙ୍ଗୀତ ପ୍ରରି ରୁଚି ଥିବା ସହିତ ୟୋତିର୍ମୟୀ ଅନେକ ରିଲିଟି ସୋ ରେ ସାମିଲ ହେଇଥିଲେ, ତେବେ ସେ ଗୋଟିଏ ରିଏଲିଟି ସୋ ରେ 4rth ରନର୍ସ ଅଫ ହେଇଥିବା ସହିତ ସେ ଇଣ୍ଡିଆନ ଆଇଡ଼ଲ ର ସିଜିନ 9 ରେ 36 ପ୍ରତିଯୋଗି ଥିଲେ | ତେବେ ବଲିଓଡ଼ ରେ ଗୀତ ଗାଇବାର ମଧ୍ୟ ତାଙ୍କର ସ୍ୱପ୍ନ ରହିଛି ଆଉ ଯେତେ ବେଳେ ତାଙ୍କ ଗୀତ ସେ ଦର୍ଶକ ଙ୍କୁ ଶୁଣାଇ ଥାନ୍ତି ସେତେବେଳେ ସେମାନଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥାନ୍ତି |