sadhubani-( ଆଜି ମଙ୍ଗଳବାର ) – ରାତିରେ ଶୋଇବା ପୂର୍ବରୁ ଜପ କରନ୍ତୁ ଏହି ମନ୍ତ୍ର | ଚମତ୍କାର ହେବ |
ଏହି ଦୁନିଆରେ ସବୁକିଛି ବିଜ୍ଞାନ ମତ ଅନୁସାରେ ହୋଇନଥାଏ, କିଛି କିଛି ଆଧ୍ୟାତ୍ମିକ ମତ ଉପରେ ମଧ୍ୟ ନିର୍ଭର କରିଥାଏ |ଆମେ ଜୀବନରେ ଏମିତି ଏକ ଘଡି ସନ୍ଧି ମୁହୂର୍ତ୍ତରେ ପହଂଚୁ ଯେ ଯାହା ଦ୍ଵାରା ଆମେ ଜୀବନରେ କଉଁ ରାସ୍ତାରେ ଗତି କରିବା ତାହା ଜାଣିପାରୁ ନଥାଉ |ଏହି ସମୟରେ ଆପଣ ଯଦି ଆଧ୍ୟାତ୍ମିକ ମାର୍ଗରେ ଥାଅ ତେବେ ନିଶ୍ଚିତ ଠିକ ରାସ୍ତାରେ ଚାଲିବ |ପୁରାତନ କାଳରେ ଏମିତି କାର୍ଯ୍ୟ ମନ୍ତ୍ର ସାଧନା ଦ୍ଵାରା ହୋଇ ଯାଉଥିଲା, ଏହି ସାଧନା ମାଧ୍ୟମରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଉ ପାରୁଥିଲା |ଏହି କଳି ଯୁଗରେ ଯେଉଁ ବ୍ୟକ୍ତି ବଜରଙ୍ଗ ବାଲିକୁ ମନରୁ ଭକତି ସହ ସ୍ମରଣ କରେ ତେବେ ତାହାର ବଜରଙ୍ଗ ବାଲୀ ତାର ଡାକ ନିଶ୍ଚିତ ଶୁଣନ୍ତି |
ତେଣୁ ହନୁମାନଙ୍କ ସବୁ ମନ୍ତ୍ର କଳି ଯୁଗରେ ବହୁତ ଶକ୍ତିଶାଳୀ ଅଟେ, ଆପଣ ଯଦି ପ୍ରତ୍ୟେକ ଦିନ ହନୁମାନଙ୍କୁ ସ୍ମରଣ କରନ୍ତି ତାହା ସହିତ ତାଙ୍କର ମନ୍ତ୍ର ପାଠ କରନ୍ତି ତେବେ ଜୀବନରେ ଆପଣ କେବେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ |ଏହି ମନ୍ତ୍ର ପାଠ କରିବା ଦ୍ଵାରା ଆପଣଙ୍କ ଚାରି ପଟରେ ଏକ ଶକ୍ତିଶାଳୀ ପାଚେରୀ ହେବା ପରି ଏହା ଛିଡା ହୋଇଥାଏ |
ମୁଁ ଆଜି ଆପଣକୁ ଏକ ମନ୍ତ୍ର ସାଧନା ବିଷୟରେ କହିବି ଯାହା ଦ୍ଵାରା ଆପଣ ଜୀବନରେ ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ ଆପଣ ତାହାକୁ ସାମ୍ନା କରିପାରିବେ |ତେଣୁ ଆପଣ ନିଜ ଭିତରେ ଆତ୍ମ ବିଶ୍ୱାସ ଜାଗ୍ରତ କରି ମନ୍ତ୍ର ବିଜ୍ଞାନ ମାଧ୍ୟମରେ ପ୍ରକୃତିର ଅଦୃଶ୍ୟ ଶକ୍ତିକୁ ମାନିନେବା ଆବଶ୍ୟକ |ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର କଣ ଯାହା ଆମ ଜୀବନରେ ଅନେକ କିଛି ଅସମ୍ଭବ କୁ ସମ୍ଭବ କରିଥାଏ |
ଆପଣ ନିଜର ଜୀବନରେ ଏକ ଅଦୃଶ୍ୟ ଶକ୍ତିର ଘେର ବନାଇବା ପାଇଁ ଆପଣ ସର୍ବଦା ଆଧ୍ୟାତ୍ମିକ ଚିତନ୍ନ ସହିତ ସଦ ବିଚାର କରନ୍ତୁ ଏବଂ ହୁନୁମାନଙ୍କ ମନ୍ତ୍ରକୁ ଶହେ ଆଠ ଥର ଲେଖାଏଁ ଜପ କରନ୍ତୁ |ଏହିପରି କରିବା ଦ୍ଵାରା ଆପଣ ଏକ ଅଦୃଶ୍ୟ ଶକ୍ତି ହାସଲ କରନ୍ତି ଯାହା ଦ୍ଵାରା ଆପଣଙ୍କର କେହି କୌଣସି ପ୍ରକାର କ୍ଷତି କରିପାରନ୍ତି ନାହିଁ, କି ଶତ୍ରୁ ମଧ୍ୟ୍ୟ ଆପଣଙ୍କ ଛାଇ ମାଡିପାରେ ନାହିଁ |
ଏହି ମନ୍ତ୍ରକୁ ଆପଣ ଯଦି ଶ୍ରଦ୍ଧା, ଭକ୍ତି ସହକାରେ ଜପ କରନ୍ତି ତେବେ ଆପଣ ସମସ୍ତଙ୍କର ପ୍ରିୟ ଅଟନ୍ତି, ଏହାଦ୍ୱାରା ଆପଣ ସମସ୍ତଙ୍କୁ ବଶୀଭୂତ କରିପାରନ୍ତି |ଏହି ମନ୍ତ୍ର ଜପ କଲେ ଆପଣ ସର୍ବଦା ଖୁସିରେ ରହିବା ସହିତ ସ୍ୱାସ୍ଥ୍ୟ ଜନିତ କୌଣସି ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ |ଆପଣ ଏହି ମନ୍ତ୍ରକୁ ମନରେ ଯେକୌଣସି ସମୟର ଭକ୍ତି ଭରି ଜପ କଲେ ଆପଣଙ୍କ ଜୀବନରେ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳତା ଲାଭ କରିବେ |ଏହି ମନ୍ତ୍ର ଆପଣ ସବୁ କ୍ଷେତ୍ରରେ ରକ୍ଷା କବଚ ପରି ମଧ୍ୟ୍ୟ ସପୋର୍ଟ କରିଥାଏ |