Sadhu Bani – ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ର କୁ ୩ ଥର ଜପ କରନ୍ତୁ, ତା’ ପରେ ଦେଖନ୍ତୁ ଚମତ୍କାର
ବନ୍ଧୁଗଣ ମନ୍ତ୍ର କହିବା ଆଗରୁ ଏକ କାହାଣୀ କହିରଖୁଛୁ l ଯେତେବେଳେ ଇନ୍ଦ୍ରଙ୍କ ବଜ୍ରବାଣରେ ହନୁମାନ ମୂର୍ଛିତ ହୋଇ ତଳେ ପଡିଗଲେ ତାଙ୍କ ପିତା ବାୟୁଦେବ କ୍ରୋଧିତ ହୋଇ ବାୟୁବେଗ ଅଟକାଇ ଦେଲେ l ତାପରେ ସମସ୍ତ ଦେବତା ଉପସ୍ଥିତ ହୋଇ ହନୁମାନଙ୍କୁ ବରପ୍ରଦାନ କଲେ lବ୍ରହ୍ମl ବରପ୍ରଦାନ କଲେ ଏବେଠାରୁ ହନୁମାନଙ୍କୁ କୌଣସି ପ୍ରକାର ଅଭିଶାପ ଲାଗିବନାହିଁ ଏବଂ ଶତ୍ରୁମାନଙ୍କ ପାଇଁ ଭୟଙ୍କର ହେବେ l
ମିତ୍ର ମାନଙ୍କ ଅଭୟଦାତା ଓ ନିଜର ଇଚ୍ଛାରେ ରୂପ ବଦଳାଇ ପାରିବେ lଇନ୍ଦ୍ର ବରଦାନ ଦେଇ କହିଲେ ଯେ ମୋର ବଜ୍ର ଏହି ବାଳକକୁ କ୍ଷତି ପହଞ୍ଚାଇବ ନାହିଁ lସୂର୍ଯ୍ୟଦେବ କହିଲେ ମୁଁ ଏହି ବାଳକକୁ ମୋର ତେଜପ୍ରକାଶ ପ୍ରଦାନ କରିବି lଯମଦେବ କହିଲେ ଏହି ବାଳକ ସର୍ବଦା ନିରୋଗୀ ଓ ମୋର ଦଣ୍ଡବେତ ଠାରୁ ମୁକ୍ତ ରହିବ l
କୁବେର କହିଲେ ଯୁଦ୍ଧରେ ହନୁମାନ ବିଚଳିତ ହେବେନାହିଁ ଓ ବିଷର ପ୍ରଭାବ ପଡିବନାହିଁ l ରାକ୍ଷସଠାରୁ ହରିବେ ନାହିଁ lମହାଦେବତାଙ୍କୁ ଅଭୟଦାତା ବରଦାନ ଦେଇଥିଲେ l ଏହିସବୁ ବରଦାନକୁ ପ୍ରାପ୍ତ କରିସାରିବା ପରେ କଳିଯୁଗରେ ପ୍ରମୁଖ ଦେବତା ମଧ୍ୟରେ ଅନ୍ୟତମ lତୁଳସୀଦାସ ଙ୍କର ଲେଖାଯାଇଥିବା କବ୍ୟାତ୍ମକ କ୍ରୀତ୍ତି ହନୁମାନ ଚାଳିଶା ବହୁତ ବିଶେଷ ଅଟେ l ହନୁମାନଙ୍କର ଯଦି ଏହି ପାଞ୍ଚଟି ଚଉପାଇଁ ନିୟମିତ ଜପ କରନ୍ତି ଆପଣୁ ସବୁ ସମସ୍ୟାରୁ ଦୂରେଇ ଯିବେ l
1-ଭୂତ ପିଶାଚ ନିକଟ ନାହିଁ ଆବ୍ୟେ l
ମହାବୀର ଜବ ନାମ ସୁନାବ୍ୟ l
ଯଦି କୌଣସି ଭୟ ମନରେ ରହିଥାଏ ପ୍ରତେକ ଦିନ ସଖାଳୁ ବା ସନ୍ଧ୍ୟାରେ କେବଳ 108 ଥର ଏହି ଚଉପାଇଁର ଜପ କରନ୍ତୁ l
2-ନାସ୍ୟ ରୋଗ ହରେ ସବ ପିରା l
ଜପତ ନିରନ୍ତର ହନୁମତ ବିରା l
ଯେଉଁ ବ୍ୟକ୍ତି ସର୍ବଦା ରୋଗଗ୍ରସ୍ତ ହୋଇ ରହିଥାଏ ଏହି ମନ୍ତ୍ରକୁ ସକାଳୁ ବା ସନ୍ଧ୍ୟାରେ ଏହାକୁ ଜପ କରନ୍ତୁ ଓ ମଙ୍ଗଳବାର ଏହାର ବିଶେଷ ପୂଜା ଓ ଜପ କରନ୍ତୁ l
3-ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା l
ଅସ ବର ଦିନ ଜାନକୀ ମାତା l
ଜୀବନରେ ବ୍ୟକ୍ତିକୁ ଶକ୍ତିର ପ୍ରାପ୍ତି କରିବାକୁ ପଡିବ l ଏହି ମନ୍ତ୍ରକୁ ସଖାଳୁ 108ଥର ଜପ କରନ୍ତୁ l
4- ବିଦ୍ୟାବlନ ଗୁଣି ଅତି ଚତୁର l
ରାମ କାଜ କରିବେ କୋ ଆତୁର l
ବିଦ୍ୟା ଓ ବୁଦ୍ଧି ପ୍ରାପ୍ତପାଇଁ ଏହି ମନ୍ତ୍ର ଜପ କରନ୍ତୁ l
5- ଭୀମ ରୂପ ଧରି ଅସୁର ସହାରେ
ରାମଚନ୍ଦ୍ର କେ ସବlରେ l
ବ୍ୟକ୍ତି ଶତ୍ରୁ ବାଧା ଯୋଗୁଁ ଅସୁବିଧାରେ ଅଛି କାର୍ଯ୍ୟସିଦ୍ଧି କରିପାରୁନି ଏହି ମନ୍ତ୍ର ଜପ କରନ୍ତୁ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।