ସାଧାରଣ ଲୋକ ଙ୍କ ପାଇଁ ପୋଷ୍ଟ ଅଫିସ ରେ ଆସିଲା ନୂଆ ଯୋଜନା । ଏବେ ମାତ୍ର ୧୦୦୦ ଟଙ୍କା ଦେଲେ ମିଳିବ ଡବଲ ଲାଭ….
ବନ୍ଧୁଗଣ ଆମେ ଆପଣକୁ ଏମିତି କିଛି ପୋଷ୍ଟ ଅଫିସ ବିଷୟରେ କହିବୁ ଯାହାକୁ ଆପଣ ଜାଣିଲେ ଖୁସି ହୋଇ ଯିବେ l ଆପଣ ମାନେ ଜାଣିଥିବେ ଯେ ଭାରତରେ ସବୁ ଆଡେ ପୋଷ୍ଟ ଅଫିସ ର ଅଭାବ ନାହିଁ l ଏହା ବହୁତ ବର୍ଷ ପୂର୍ବରୁ ଜନତା ଙ୍କର ସେବା କରି ଆସୁଛି l
ଏହି ପୋଷ୍ଟ ଅଫିସ ଦ୍ୱାରା ନୁହେଁ କେବଳ ଲୋକଙ୍କ ଚିଠିକୁ ଅଣା ନବା କରେ କିନ୍ତୁ ପୋଷ୍ଟ ଅଫିସ ମଧ୍ୟ ମଣିଷ ର କେତେ ଗୁଡିଏ 1qqପାଇ ଥାନ୍ତି ଯାହାକୁ ଲୋକ ନିଜର ଜୀବନରେ ଲାଭ ଉଠେଇ ଥାନ୍ତି l
ପୋଷ୍ଟାଲ ଦ୍ୱାରା ବହୁତ ପ୍ରକାର ଉପହାର qqମାନଙ୍କୁ ଦିୟା ଯାଉଛି l ଯାହାର ଲୋକ ମାନେ ତାହାର ନିଜର ଆବଶ୍ୟକତା ଅନୁସାରେ ଫାଇଦା ଉଠେଇ ଆସୁଛନ୍ତି l ପୋଷ୍ଟାଲ ଦ୍ୱାରା ପୁଣି ଲୋକଙ୍କ ପାଇଁ ଆସିଛି ବଡ଼ ଗୋଟିଏ ସ୍କିମ ଯାହାକୁ ସମସ୍ତେ ତାହାର ଫାଇଦା ଉଠାଇବା ଆବଶ୍ୟକ l ତେବେ ଚାଲନ୍ତୁ ଜାଣିବା ସେହି ସ୍କିମ ବିଷୟରେ l
ଏବେ ଭାରତୀୟ ଡାକ ବ୍ୟବସ୍ଥା ସାଧାରଣ ଜନତା ଙ୍କ ପାଇଁ ଆଣିଛନ୍ତି l ଏକ ଭଲ ଓ ସୁବିଧା ଜନକ ଉପାୟ ଏହି ଉପାୟ ରେ ଆପଣ ମାସ କୁ ଅଳ୍ପ ଟଙ୍କା ଜମା କରି ହୋଇ ଯିବେ କୋଟି ପତି l ଏବେ ସରକାର ଡାକ ବ୍ୟବସ୍ଥା ର ସମ୍ପୂର୍ଣ ନିୟମ ଓ କାର୍ଯ୍ୟ ଆଦି କୁ ପରିବର୍ତନ କରି ଛନ୍ତି l ଏହି ଛୋଟ ବ୍ୟବସ୍ଥା ରେ ଆପଣଙ୍କ ମାନେ ହୋଇ ଯିବେ ଲକ୍ଷ ପତି l
ଏହି ବ୍ୟବସ୍ଥା ରେ ଗ୍ରୀନ ମାଧ୍ୟମ ରେ ଏକ ଖାତା ଖୋଲା ହେଉଛି ସେହି ଖାତା ଟି ହେଉଛି RD ଖାତା l ଆପଣ ମାନେ ପୋଷ୍ଟ ଅଫିସ ରେ ଯାଇ ଏହି ଖାତା କୁ ଖୋଲନ୍ତୁ l ଏହି ଖାତା କୁ ଖୋଲି ସାରିବା ପରେ ମାସ କୁ 100 ଟଙ୍କା ଲେଖା ଡ଼ପୋଜିଟ କରନ୍ତୁ l ଏହି ପରି 5 ବର୍ଷ କରନ୍ତୁ ଆପଣ ମାନେ ହୋଇ ଯିବେ ଲକ୍ଷ ପତି l
ଏହି RD ଖାତା ଟି ଆପଣ 10 ବର୍ଷ ରୁ ଅଧିକ ହୋଇ ଥିବା ଲୋକ ର ଖୋଲି ପାରିବେ l ଏହି ଖାତା ରେ ଆପଣ ଚାହିଁଲେ ଅଧିକ ଟଙ୍କା ମଧ୍ୟ ମାସ କୁ ରଖି ପାରିବେ l ଯଦି ଆପଣ ମାସ କୁ ଟଙ୍କା ଦେଇ ନ ପାରିଲେ ତେବେ ଆପଣ ଙ୍କର ଫାଇନ ଲାଗିବ l ଜଣେ ଲୋକ ଏହି ଖାତା ଏକ ରୁ ଅଧିକ ଖୋଲି ପାରିବ l
ସରକାର ଏହି ନିୟମ ମାସ ଏପ୍ରିଲ ପ୍ରଥମ ରୁ ଆରମ୍ଭ କରି ସାରିଛନ୍ତି l ଏହା ଦ୍ୱାରା ଆପଣ ଙ୍କର ଭାଗ୍ୟ ବଦଳି ଯିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।