ସାଧାରଣ ଜ୍ଞାନ। ରେଡ଼ିଓ କିଏ ଉଦ୍ଭାବନ କରି ଥିଲେ ? କେବଳ ମେଧାବୀ ପିଲା ମାନେ ହିଁ ଏହାର ଉତ୍ତର ଦେଇ ପାରିବେ।
ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁ
ନ୍ତି।ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ ୧୫ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।
ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୫ ଟି ପ୍ରଶ୍ନ ଓ ସେମାନଙ୍କର ଉତ୍ତର ବିଷୟରେ;
୧:- ଗୁଗୁଲ ସର୍ଚ୍ଚ ଇଞ୍ଜିନ ର ଫାଉଣ୍ଡର କିଏ ?
ଉତ୍ତର:- ଲେରି ପେଜ୍ ଓ ସେରଜି ବ୍ରିନ।
୨:- ଫେସବୁକର ଫାଉଣ୍ଡର କିଏ ?
ଉତ୍ତର:- ମାର୍କ ଜୁକେରବର୍ଗ।
୩:- ରେଡ଼ିଓ କିଏ ଉଦ୍ଭାବନ କରି ଥିଲେ ?
ଉତ୍ତର:- ମାର୍କୋନି।
୪:- ମୋବାଇଲ ଫୋନ କିଏ ଉଦ୍ଭାବନ କରି ଥିଲେ ?
ଉତ୍ତର:- ମାର୍ଟିନ କୁପର।
୫:- କିଏ ବ୍ୟାଟେରୀ ଉଦ୍ଭାବନ କରି ଥିଲେ ?
ଉତ୍ତର:- ଏଲେସାଣ୍ଡ୍ରୋ ଭୋଲଟା ।
୬:- କିଏ ଡିଜେଲ ଇଞ୍ଜିନ ଉଦ୍ଭାବନ କରି ଥିଲେ ?
ଉତ୍ତର:- ରୁଡୋଲଫ୍ ଡିଜେଲ ।
୭:- ଟେଲିଫୋନ ର ଉଦ୍ଭାବନ କିଏ କରି ଥିଲେ ?
ଉତ୍ତର:- ଆଲେକଜାଣ୍ଡାର ଗ୍ରାହାମବେଲ।
୮:- ବିଜୁଳୀ ବତୀ ବା ଇଲେକ୍ଟ୍ରି ବଲ୍ବ କିଏ ଉଦ୍ଭାବନ କରି ଥିଲେ ?
ଉତ୍ତର:- ଥୋମାସ ଏଡିସନ।
୯:- ପାଇରୋମିଟର କେଉଁ ଜିନିଷ ମାପିବା ପାଇଁ ବ୍ୟବହାର କରା ଯାଏ ?
ଉତ୍ତର:- ଉଚ୍ଚ ତାପମାନ।
୧୦:- ମହାସାଗର ରେ ବୁଡ଼ି ରହି ଥିବା ଜିନିଷ କୁ ଠାବ କରିବା ପାଇଁ କଣ ବ୍ୟବହାର କରାଯାଏ ?
ଉତ୍ତର:- ସୋନାର।
୧୧:- ପବନର ଆଦ୍ରତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
ଉତ୍ତର:- ହାଇଗ୍ରମିଟର।
୧୨:- ଖିରରେ ଘନତ୍ଵ ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
ଉତ୍ତର:- ଲାକ୍ଟୋମିଟର।
୧୩:- ଭୁକମ୍ପର ତୀବ୍ରତା କାହା ଦ୍ୱାରା ମପା ଯାଏ ?
ଉତ୍ତର:- ସିସ୍ମୋମିଟର।
୧୪:- ଉଚ୍ଚତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
ଉତ୍ତର:- ଅଲ୍ଟିମିଟର।
୧୫:- ରେକ୍ଟିଫାୟାର ର ପ୍ରୟୋଗ କଣ ପାଇଁ କରାଯାଇଥାଏ ?
ଉତ୍ତର:- ଏସି କୁ ଡିସିରେ ପରିବର୍ତ୍ତନ କରିବା ପାଇଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।