ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର ! ଝିମିଟି ଖେଳରୁ -? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ
ଆମେ ଏହି ସାଧାରଣ ଜ୍ଞାନ ଦ୍ୱାରା ଆମେ ଆହୁରି ଅଧିକ ଇତିହାସ, ପୌରାଣିକ, ବିଜ୍ଞାନ ସମ୍ବଦ୍ଧିୟ ପ୍ରଶ୍ନର ଉତ୍ତର ସବୁ ଜାଣି ପାରିବା l ଏହି ସାଧାରଣ ଜ୍ଞାନ ଦ୍ୱାରା ଆମେ ଦୁନିଆ ବିଷୟରେ ବହୁତ କିଛି ନୂଆ କଥା ଜାଣିବାକୁ ମିଳେ l ଆମେମାନେ ମଧ୍ୟ ଆମ ଭିତରେ ନୂଆ ନୂଆ ଜାଣିଥିବ କଥା ଗୁଡିକୁ ବାହାରକୁ ଆଣି ପାରିବା l ଅନେକ ଲୋକମାନେ ବହୁତ କଥା ଜାଣି ମଧ୍ୟ ତାଙ୍କ ମନ ଭିତରେ କଥା ଗୁଡିକୁ ଲୁଚାଇ ରଖି ଥାନ୍ତି l ଏହି ସାଧାରଣ ଜ୍ଞାନ ଦ୍ୱାରା ଆମ ଜ୍ଞାନକୁ ସସମସ୍ତଙ୍କ ସାମ୍ନାକୁ ଆଣିଥାଉ l ତେବେ ଆସନ୍ତୁ ଜାଣିବା କିଛି ଇତିହାସ, ପୌରାଣିକ ଓ ବିଜ୍ଞାନ ସମ୍ବଦ୍ଧିୟ ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା l
1- ସାତ ବାହାନ ବଂଶର ସଂସ୍ଥାପକ କିଏ ଥିଲେ ?
ଉତ୍ତର – ସିମୁକ
ସାତବାହାନ ସାମ୍ରାଜ୍ୟ ଆଧୁନିକ ଭାରତରେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଥିଲେ l
2- କନିଷ୍କଙ୍କ ରାଜଧାନୀ କେଉଁଠାରେ ଥିଲା ?
ଉତ୍ତର – ପୁରୁଷ ପୁର
ଏହା ପାକିସ୍ତାନରେ ଅବସ୍ତିତ l କାଶ୍ମୀର ଠାରୁ ଉଚ୍ଚବେଗିସ୍ଥାନ ଓ ମଥୁରା ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର ହୋଇଛି l
3- ଚରକ କାହାର ରାଜ ଚିକିତ୍ସକ ଥିଲେ ?
ଉତ୍ତର – କନିଷ୍କ
4- ଭାରତରେ ପ୍ରଥମେ ସ୍ଵର୍ଣ ମୁଦ୍ରା କିଏ ପ୍ରଚଳନ କରି ଥିଲେ ?
ଉତ୍ତର – ଇଣ୍ଡୋ ବେକଟେରିଆନ
ଆଜକୁ ଦୁଇ ହଜାର ଦୁଇ ସହ କୋଡିଏ ବର୍ଷ ପୂର୍ବରୁ ଖ୍ରୀଷ୍ଟ ପୂର୍ବ ଦୁଇ ସହ କୋଡିଏ ବର୍ଷରେ ଭାରତରେ ସ୍ବର୍ଣ୍ଣ ମୁଦ୍ରା ପ୍ରଚଳନ କରିଥିଲେ l
5- ତକ୍ଷଶୀଳା ବିଶ୍ୱ ବିଦ୍ୟାଳୟ କେଉଁ ଠାରେ ଅବସ୍ଥିତ ?
ଉତ୍ତର – ପାକିସ୍ତାନ
ଏହା ପାକିସ୍ତାନର ରାଉଳ ପେଣ୍ଡି ସ୍ଥାନରେ ଅବସ୍ଥିତ l
6- ପ୍ରାଚୀନ କାଳରେ କଳିଙ୍ଗର ମହାନ ଶାସକ କିଏ ଥିଲେ ?
ଉତ୍ତର – ଖାରବେଳ
ଖରାବେଳେ ପ୍ରସିଦ୍ଧ କଳିଙ୍ଗ ବା ଆଧୁନିକ ଓଡ଼ିଶାର ଜଣେ ସୁପ୍ରତିଷ୍ଠ ଶାସକ ଥିଲେ l
7- କିଏ କଳିଙ୍ଗ ନରେଶ ଖାରବେଳଙ୍କର ଅଟେ ?
ଉତ୍ତର – ହାତୁଗୁମ୍ଫା
ହାତୀଗୁମ୍ଫା ଏକ ଶିଳାଲେଖା ଯାହା ଭୁବନେଶ୍ୱରର ଉଦୟଗିରି ଠାରେ ଅବସ୍ଥିତ l
8- କେଉଁ ଚାଇନା ଜେନେରାଲ କନିଷ୍କଙ୍କୁ ହରାଇ ଥିଲେ ?
ଉତ୍ତର – ପେନ ଚାଓ
9- ଅଜନ୍ତାର କଳାକୃତି କାହା ସମୟରେ ହୋଇ ଥିଲା ?
ଉତ୍ତର – ଗୁପ୍ତ କାଳରେ
ଅଜନ୍ତାର ଏକ ବୁଦ୍ଧିଷ୍ଟ ଗୁମ୍ଫା l ଯାହାକୁ ଦ୍ୱତୀୟ ଶତାବ୍ଦୀରୁ 480 ଖ୍ରୀଷ୍ଟ ପୂର୍ବ ମଧ୍ୟରେ ନିର୍ମାଣ କରାଯାଇଥିଲା l ଏହି ଗୁମ୍ଫା ମହାରାଷ୍ଟ୍ରରେ ଅବସ୍ଥିତ l
10- କେଉଁ ବଂଶ ବ୍ରାହ୍ମଣ ଓ ଭିକ୍ଷୁକଙ୍କୁ କର ମୁକ୍ତ କରିବା ପସହ ଭୂମି ଅନୁଦାନ କରିବାର ପ୍ରଥା ଆରମ୍ଭ କରି ଥିଲେ ?
ଉତ୍ତର – ସାତ ବାହାନ
11- ଭାରତର ରଙ୍ଗ ମଞ୍ଚରେ ପର୍ଦାର ଶୁଭାରମ୍ଭ କିଏ କରି ଥିଲେ ?
ଉତ୍ତର – ୟୁନାନିଓ ମାନେ
୧୨ – ଝିମିଟି ଖେଳରୁ -?
ଉତ୍ତର – ମହାଭାରତ
ଆମେ ଏମିତି ଆହୁରି ମଧ୍ୟ ବହୁତ କିଛି ପ୍ରଶ୍ନର ଉତ୍ତର ମଧ୍ୟ ଜାଣିପାରିବା l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।