Health Tips – ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କର ୯୦ ବର୍ଷ ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ବିନ୍ଧା ଓ ଅଣ୍ଟା ବିନ୍ଧା ହେବ ନାହିଁ।
ବର୍ତ୍ତମାନ ସମୟରେ ଲୋକମାନଙ୍କର ବିଭିନ୍ନ ପ୍ରକାରର ରୋଗ ଅନୁଭୂତ ହେଉଛି। ତା ଭିତରେ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଭଳି ସମସ୍ୟା ପରିଲକ୍ଷିତ ହୋଇଥାଏ। ତେବେ ଦିନ ସାରା କାମ କରିବା ଦ୍ୱାରା ବହୁତ ଥକାପଣ ଲାଗିଥାଏ। ଯଦି ଏହା ଆପଣଙ୍କୁ ସବୁବେଳେ ହେଉଛି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଶରୀର ରେ କ୍ୟାଲସିୟମ ର ଅଭାବ ନା କେବଳ ବୃଦ୍ଧ ବ୍ୟକ୍ତିଙ୍କ ପାଖରେ ନୁହେଁ ବରଂ ଏହା ଛୋଟ ଛୋଟ ପିଲାମାନଙ୍କ ପାଖରେ ମଧ୍ୟ ଦେଖା ଗଲାଣି।
ଯଦି ଆପଣ ଭାବୁଛନ୍ତି ଶରୀର ରେ କେବେବି କ୍ୟାଲସିୟମ ର ଅଭାବ ହେବ ନାହିଁ ,ତେବେ ଆପଣ ଭୁଲ ଭାବୁଛନ୍ତି ।ଯଦି ଆପଣଙ୍କର ସବୁବେଳେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଛି ,ଅଣ୍ଟା ବିନ୍ଧା ହେଉଛି ତେବେ ଆପଣଙ୍କର କ୍ୟାଲସିୟମ ର ଅଭାବ ରହିଛୀ।
ଯଦି ଆପଣ ଅଣଦେଖା କରିବେ ତେବେ ଏହା ଆଖି ସମସ୍ୟା ସହିତ ତ୍ୱଚା ,ହାଡ଼ ଦୁର୍ବଳ ହୋଇଯିବ ଏବଂ କେଶ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ। ସେଥିପାଇଁ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ତିନି ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଆପଣ ୯୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଶରୀର ରେ କ୍ୟାଲସିୟମ ର ଅଭାବ ହେବ ନାହିଁ। ତେବେ ଜାଣିବା ଏହା କିପରି ପ୍ରସ୍ତୁତ ହୋଇଥାଏ ,ଆଉ ଏହାର ସେବନ କିପରି କରିବେ?
ଏହାର ସେବନ ଆପଣ ଦିନରେ ଦୁଇ ଥର କରିବାକୁ ହେବ। ଥରେ ଆପଣ ଏହାକୁ ସକାଳେ ସେବନ କରିବେ। ଆଉ ଦ୍ୱିତୀୟ ଥର ଆପଣ ସନ୍ଧ୍ୟା ରେ ସେବନ କରିବେ। ଏହି ଉପାୟ ସହଜ ଅଟେ କି, ଆପଣ ଏହାକୁ ଘରେ ବନେଇ ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଧଳା ରାଶି ନେବାକୁ ପଡ଼ିବ। ଏହା ଆମ ଶରୀର ପାଇଁ ଏତେ ଲାଭ ଦାୟକ ଅଟେ କି ,ଏଥିରୁ ଏକ ଚାମଚ ରେ ୧୦୦ ମିଲି ଗ୍ରାମ୍ ପର୍ଯ୍ୟନ୍ତ କ୍ୟାଲସିୟମ ମିଳିଥାଏ।
ଏହାକୁ ପେଷି ଗୁଣ୍ଡ କରନ୍ତୁ।ତାପରେ ଆପଣଙ୍କୁ ଏକ ଗ୍ଲାସ୍ ପାଣି ର ଆବଶ୍ୟକତା ପଡ଼ିବ। ଆଉ କାଛି ଆଲମଣ୍ଡ ନିଅନ୍ତୁ। ପାଣିରେ ଆଲମଣ୍ଡ କୁ ଭିଜାଇ ଦିଅନ୍ତୁ। ଆପଣ ଏହି ବାଦାମ୍ କୁ ପାଣିରେ ରାତି ସାରା ଭିଜାଇ ରଖନ୍ତୁ।
ତାପରେ ବାଦାମ୍ ରୁ ଚୋପା ବାହାର କରି ଦିଅନ୍ତୁ। ଏହା ସହିତ ଆପଣଙ୍କ ଏକ ଗ୍ଲାସ୍ କ୍ଷୀର ର ଆବଶ୍ୟକତା ପଡ଼ିବ। ଏହାର ସେବନ କରିବା ଦ୍ୱାରା ଆପଣଙ୍କୁ ଥକା ଲାଗିବ ନାହିଁ। ଆପଣ ସେହି ବାଦାମ୍ କୁ କ୍ଷୀର ରେ ପକାଇ ସେବନ କରି ପାରିବେ। ଏହି ଉପାୟ ଆପଣଙ୍କୁ ବହୁତ ଶକ୍ତି ଦେବ।
ଏହା ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କର ଭିଟାମିନ୍ ଅଭାବ ଦୂର ହେବ।ଦ୍ୱିତୀୟ ଜିନିଷ ଟିକୁ ଆପଣ ସକାଳେ ସନ୍ଧ୍ୟା ସେବନ କରନ୍ତୁ। ଆପଣ ନେଇଥିବା ପାଣିରେ ସେହି ଧଳା ରାଶି ର ଗୁଣ୍ଡକୁ ମିଶାଇ ସେବନ କରନ୍ତୁ। ସକାଳେ ଆପଣ ଆଲମଣ୍ଡ କ୍ଷୀର ପିଅନ୍ତୁ ଏବଂ ସନ୍ଧ୍ୟା ରେ ପାଣିରେ ମିଶା ଗୁଣ୍ଡ ସେବନ କରନ୍ତୁ। ଏହା ତିନି ଦିନ କରିବା ଦ୍ୱାରା ଆପଣଙ୍କର କ୍ୟାଲସିୟମ ର ଅଭାବ ଦୂର ହେବ ।