ସଚିନଙ୍କ ପରେ ପୁଅ ଅର୍ଜୁନ । ପଡିଆରେ ସଚିନ ତେନ୍ଦୁଲକର ଙ୍କ ପୁଅଙ୍କ ରେକର୍ଡ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ବାପା ପରେ ପୁଅ । ଦମ୍ ଦେଖାଇଲେ ଅର୍ଜୁନ। ମ୍ୟାଚ୍ ରେ ଦମ୍ ଦେଖାଇଲେ ମାଷ୍ଟର ସଚିନ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ତେବେ ମୁମ୍ବାଇ ସିନିୟର୍ ଟିମ୍ ପକ୍ଷରୁ ଶୟଦ୍ ମୋସଦଗରି ଟ୍ରଫି ରେ ହରିୟଣା ବିପକ୍ଷ ରେ ପଦାର୍ପଣ କରିଛନ୍ତି ।
ଏଥି ସହିତ ସେ ତାଙ୍କ କ୍ୟାରିୟର ରେ ପ୍ରଥମ ଥର ପାଇଁ କୌଣସି ସିନୀୟର ଟିମ୍ ପକ୍ଷରୁ ଖେଳିବା ପାଇଁ ସୁଯୋଗ ପାଇଛନ୍ତି । ଶଏଦ ମୁସଦଗରି ଟ୍ରଫି ତାଙ୍କ ପାଇଁ ଆଇପିଏଲ ପାଇଁ ବାଟ ଖୋଲି ଦେଇଛି। ଆଉ ଏଥର ମାଷ୍ଟର ସଚିନ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆଇପିଏଲ ଖେଳିବା ପାଇଁ ସୁଯୋଗ ପାଇବେ। କାରଣ ଆଇପିଏଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ମାଷ୍ଟର ପ୍ଲାସର୍ ସଚିନ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।
ତେବେ ବୋଲିଙ୍ଗ ରେ ଯେମିତି ବ୍ୟାଟିଂ ରେ ସେମିତି ଧୁରନ୍ଦର୍ ଅଟନ୍ତି ଅର୍ଜୁନ ତେନ୍ଦୁଲକର । ତେବେ ଆଗକୁ ଯଦି ଅର୍ଜୁନ ତେନ୍ଦୁଲକର ସଏଦେ ମୁସଦଗରି ଟ୍ରଫି ରେ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଆଇପିଏଲ ରେ ଖେଳିବା ଆହୁରି ସହଜ ହୋଇ ଯିବ।
ତେବେ ଆସନ୍ତା ମାସ ରେ ହେବାକୁ ଯାଉଥିବା ଆଇପିଏଲ ନିଲାମି ପ୍ରକ୍ରିୟା ରେ ଅର୍ଜୁନ ତେନ୍ଦୁଲକର ସାମିଲ ହେବେ । ତେବେ ଆଇପିଏଲ ନିଲାମୀ ରେ ତାଙ୍କୁ କେଉଁ ଦଳ କିଣନ୍ତି ତେବେ ୨୦୨୧ ମସିହା ରେ ହେବାକୁ ଯାଉଥିବା ଆଇପିଏଲ ରେ ଅର୍ଜୁନ ତେନ୍ଦୁଲକର ଙ୍କ ଦମଦାର ବୋଲିଙ୍ଗ ପ୍ରଦର୍ଶନ ଦେଖିବା ପାଇଁ ମିଳିବ ବୋଲି ଆଶା କରା ଯାଉଛି ।
ତେବେ ଶଏଦେ ମୁସ୍ତଖଲି ଟ୍ରଫି ରେ ମୁମ୍ବାଇ ହରିଆଣା ବିପକ୍ଷ ମ୍ୟାଚ୍ ରେ ଅର୍ଜୁନ ତେନ୍ଦୁଲକର ଙ୍କ ର ଦମଦାର ପ୍ରଦର୍ଶନ ଦେଖିବା ପାଇଁ ମିଳି ଥିଲା କିନ୍ତୁ ଏହି ମ୍ୟାଚ୍ ରେ ତାଙ୍କୁ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳି ନଥିଲା । କିନ୍ତୁ ଏହି ମ୍ୟାଚ୍ ରେ ବୋଲିଙ୍ଗ ରେ ଭଲ ପ୍ରଦର୍ଶନ କରିଥିଲେ ଅର୍ଜୁନ ତେନ୍ଦୁଲକର ।
ଏହି ମ୍ୟାଚ୍ ରେ ଅର୍ଜୁନ ତେନ୍ଦୁଲକର ଭଲ ବୋଲିଙ୍ଗ ପ୍ରଦର୍ଶନ କରିବା ସହିତ ୩୪ ରନ୍ ଦେଇ ଗୋଟିଏ ୱିକେଟ ନେଇଛନ୍ତି ଓ ଏଥିରେ ଦୃତ ଗତିରେ ଦଉଡ଼ି ବ୍ୟାଟ ମ୍ୟାନ କୁ ଚଖମା ଦେବାରେ ଅର୍ଜୁନ ମାହିର ଅଛନ୍ତି ।ତେବେ ଅର୍ଜ୍ଜୁନ ଆଶା ରଖିଛନ୍ତି ଯେ ଯଦି ଭାରତୀୟ କ୍ରିକେଟ ଟିମ୍ ରେ ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳେ ତେବେ ସେ ବ୍ୟାଟିଂ ଓ ବୋଲିଙ୍ଗ ଉଭୟ ରେ ଭଲ ପ୍ରଦର୍ଶନ କରି ଆଲରାଉଣ୍ଡର ହେବେ ବୋଲି ଆଶା ରଖିଛନ୍ତି ଅର୍ଜୁନ ତେନ୍ଦୁଲକର।
ତେବେ ଆଶା କରା ଯାଉ ଅଛି ଯେ ନିଜ ବାପା ପରି ସେ ମଧ୍ୟ ଇଣ୍ଡିଆ କ୍ରିକେଟ ଟିମ୍ ପକ୍ଷରୁ ଖେଳି ଇଣ୍ଡିଆ କୁ ଗର୍ବିତ କରାଇବେ । ତେବେ ଏହି ମ୍ୟାଚ୍ ରୁ ଅର୍ଜୁନ ତେନ୍ଦୁଲକର ଙ୍କ ର ଅନେକ କ୍ରିକେଟ ପ୍ରେମୀ ଫ୍ୟାନ ହୋଇ ଯାଇଛନ୍ତି ଓ ଅନେକ ପ୍ରଶଂସକ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।ଅର୍ଜୁନ ତାଙ୍କ ପ୍ରତିଭା ଦ୍ୱାରା ପ୍ରମାଣ କରାଇଛନ୍ତି କି ସେ ମଧ୍ୟ ତାଙ୍କ ବାପାଙ୍କ ପରି ଖେଳି ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।