ଦେଖନ୍ତୁ cctv ରେ ରେକର୍ଡ ହୋଇଥିବା ଗୁଳିମା଼ଡର ଦୃଶ୍ୟ ! ଗୋପାଳ ଦାସ କିଏ ? ଏବଂ ସେ କେମିତି ଗୁଳି କଲେ ! ଗୁଳି ମାଡ଼ ପୂର୍ବରୁ ନବଙ୍କ ଶେଷ ଭାଷଣ ,ସମୟର ଦୃଶ୍ୟ ବି ଦେଖନ୍ତୁ….
ନବ ଦାସ ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭାଷଣ ସାମ୍ନା କୁ ଆସିଛି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି | ଏହି ଭାଷଣ ରେ ନବ ଦାସ କହି ଥିଲେ କି, ଲୋକ ମାନେ ଯେବେ ଠୁ ଉନ୍ନତି ପାଇଁ ଭୋଟ ଦେବେ ସେବେ ଝାରସୁଗୁଡା ର ଉନ୍ନତି ହେବ | ଆଉ ଲୋକ ଯଦି କିଏ କହିଲା ମୁଁ ନବ ଦାସ ଙ୍କୁ ଭୋଟ ଦେବି ତେବେ ସେଟା କେବେ ଉନ୍ନତି ହୋଇ ପାରିବ ନାହିଁ |
ଆଉ ଯଦି ଝାରସୁଗୁଡା ର ଉନ୍ନତି ଚାହୁଁଛ ତାହେଲେ ତମେ ନବ ଦାସ କୁ ଭୋଟ ଦିଅ | ତେବେ ବିରୋଧ ଙ୍କ ପାଇଁ ଏତିକି କଥା କି ରାବଣ ରହିବେ କୃଷ୍ଣ ବି ରହିଲେ କଂସ ବି ଟ ରହିବେ ନବଦାସ ଙ୍କୁ କିଛି ଲୋକ ପ୍ରଶଂସା କରିବେ କିଛି ଲୋକ ଗାଳି ବି ଦେବେ | ରାମ କୁ ଛାଡିଲେ ନାହିଁ ସୀତା କୁ ଛାଡିଲେ ମତେ କେମିତି ଛାଡ଼ିବେ କିନ୍ତୁ ତା ସ୍ୱତେ ବି ସତ୍ୟ ର ଜୟ ହେବ ତା ସ୍ୱତେ ବି ରାମ ଜିତିବେ ଆଉ ଆଉ ତା ସ୍ୱତେ ବି ଶ୍ରୀକୃଷ୍ଣ ଜିତିବେ |
ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଗୋଟିଏ ସଂଜ୍ଞା ହେଉଛି ମା ମାନେ ସାବଲମ୍ବୀ ହୁଅ କିନ୍ତୁ ତମେ ଯଦି ଚାହିଁବ ମତେ 100 ପ୍ରତିଶତ ଭୋଟ ଦେବେ ଏଇଟା ଆଉ କଣ ହୋଇ ପାରିବ କି କିଛି ଲୋକ ତ ଗାଳି ଦେବେ | ଆମର ଗୋଟିଏ କଥା ହେଉଛି ଝାରସୁଗୁଡା ର ଉନ୍ନତି ଓଡ଼ିଶା ର ଉନ୍ନତି ତେଣୁ ଆମେ ଆମ ନିଜ ନିଜର କାମ କରିବା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଭାଷଣ ରେ କହି ଥିଲେ | ତେବେ ଏହା ଗୁଳି ମାଡ଼ ହେବାର ନବ ଦାସ ଙ୍କର ପୂର୍ବ ଭାଷଣ ବା ଶେଷ ଭାଷଣ ଥିଲା ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ତେବେ ବର୍ତ୍ତମାନ ସମୟ ରେ ଆଉ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆମ ଦୁନିଆଁ ରେ ନାହାଁନ୍ତି ଯାହାକି ଏହି ଖବର ଟି ସମସ୍ତ ଙ୍କୁ ଚକିତ କରି ଦେଇଛି | ତେବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ବେଳେ ସେ ଆଖି ବୁଜି ଦେଇଛନ୍ତି ଯାହାକି ସେଠାରେ ତାଙ୍କର ପୁଅ ଓ ଅନ୍ୟ ସମ୍ପର୍କୀୟ ମାନେ ପହଞ୍ଚି ଥିଲେ | ଏହା ସହିତ ନବ ଦାସ ଙ୍କୁ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପହଞ୍ଚି ଥିଲେ |
ବର୍ତ୍ତମାନ ସମୟ ସମସ୍ତ ଙ୍କ ମନରେ ଏହା ପ୍ରଶ୍ନ ଉଠୁଛି କି ରକ୍ଷକ ହିଁ କିପରି ଭାବେ ଭକ୍ଷକ ସାଜି ପାରିବ ଆଉ ଏହା ପଛର କାରଣ କଣ ରହିଛି ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ | ଆମେ ଭଗବାନ ଙ୍କ ନିକଟରେ ଏତିକି ପାର୍ଥନା କରିବା କି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଆତ୍ମା କୁ ସଦଗତି ମିଳୁ |