ସାବତ ମାଆ ତା’ର ସାବତ ପୁଅ ସହିତ ପ୍ରତିଦିନ କରୁଥିଲା ଏମିତି କାମ, ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ….

ଡିଜିଟାଲ ଯୁଗରେ ଲୋକମାନଙ୍କ ମାନସିକତା ଉପରେ ମଧ୍ୟ ବହୁତ୍ ମାତ୍ରାରେ ପ୍ରଭାବ ପଡ଼ୁଛି। ଯେଉଁ କାରଣରୁ ମଣିଷ ଅନେକ ନିନ୍ଦନୀୟ ଏବଂ ଲଜ୍ୟାଜନକ କାର୍ଯ୍ୟ ମଧ୍ୟ କରିବାରେ ଲାଗିଛି। ସମ୍ପର୍କର ଅସମ୍ମାନ ହେବାରେ ଲାଗିଛି। ମଣିଷ ସମ୍ପର୍କର ମୂଲ୍ୟବୋଧ କୁ ବୁଝିବାରେ ସକ୍ଷମ ହେଉନାହିଁ।ତେବେ ଆଜିର ଦୁନିଆରେ ଏହି ସବୁ କାରଣରୁ ଏମିତି କିଛି ଘଟଣା ସମୟ କ୍ରମେ ଘଟୁଛି ଯାହା ସଭ୍ୟ ଶିକ୍ଷିତ ସମାଜ ପାଇଁ ଲଜ୍ୟା ଆଣି ଦେଉଛି ଏବଂ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ସେହିପରି ହଲଦ୍ୱାନି ରୁ ଏକ ଲଜ୍ୟା ଜନକ ଘଟଣା ଏବେ ସାମ୍ନାକୁ ଆସିଛି।

ଯାହାକୁ ଶୁଣିଲା ପରେ ଲଜ୍ୟାରେ ମୁଣ୍ଡ ତଳକୁ ନୁଆଁଇ ଯିବ। ଏଠାରେ ଯେଉଁ ଘଟଣା ଘଟିଛି ତାହା କହିବା ପାଇଁ ମଧ୍ୟ ଯୋଗ୍ୟ ନୁହଁ। ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହଁ କିମ୍ବା ଉପସ୍ଥାପନର ଯୋଗ୍ୟ ମଧ୍ୟ ନୁହଁ। ତେବେ ଘଟଣାଟି ଏମିତି କି ଏଠାରେ ଜଣେ ମାଆ ତାର ସାବତ ପୁଅ ସହିତ ଯୋୖନ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିଛି।ଏହି ମାମଲାଟି ସେହି ଅଞ୍ଚଳର ଭୋଟିଆ ପଡାଓ କ୍ଷେତ୍ରର ଅଟେ। ଆଉ ଏହି ଘଟଣାରେ ନିଜ ସ୍ୱାମୀକୁ ଯେତେବେଳେ ସ୍ତ୍ରୀ ର ଏହି ଅନୈତିକ କାର୍ଯ୍ୟ ଏବଂ କଳା କାରନାମା ବିଷୟରେ ଜଣା ପଡିଥିଲା  ।

ସେତେବେଳେ ସେ ପତ୍ନୀ ଙ୍କ ବିରୋଧରେ କୋତବଲି ଥାନାରେ ଯାଇ ଅଭିଯୋଗ ମଧ୍ୟ କରିଥିଲେ।ଏହାପରେ ଉକ୍ତ ଥାନାର ପୋଲିସ୍ ଅଧିକାରୀ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଘଟଣା ସମ୍ପର୍କରେ ଯାଞ୍ଚ କରୁଛନ୍ତି।ତେବେ କୋତବଲି ପୋଲିସ୍ ର କହିବା ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ ଭୋଟିଆ ପଡାଓ ର ବାସିନ୍ଦା ଅଟନ୍ତି। ତାଙ୍କର ପ୍ରଥମ ସ୍ତ୍ରୀ ଆଗରୁ ମୃତ୍ୟୁ ବରଣ କରି ସାରିଛନ୍ତି।

ତାଙ୍କର ଏକ ୧୪ ବର୍ଷର ପିଲା ରହିଛି। ହଠାତ୍ ପତି ପତ୍ନୀଙ୍କ ଭିତରେ ଦିନେ କୌଣସି କଥାକୁ ନେଇ ଝଗଡ଼ା ହେବା ପରେ ପତ୍ନୀ ସ୍ଵାମୀଙ୍କ ନାମରେ ଉତ୍ପୀଡନ ର କେଶ୍ ଲଗାଇ ତାଙ୍କ ନାମରେ ମହିଳା ହେଲ୍ପ ଲାଇନ ରେ ଅଭିଯୋଗ କରି ନିଜ ବାପ ଘରକୁ ଚାଲିଗଲେ।ଏହାପରେ ସେ ଦେଖିବାକୁ ପାଇଲେ ଯେ ତାଙ୍କ ୧୪ ବର୍ଷର ପୁଅ ବହୁତ ଅବସାଦ ଭିତରେ ରହୁଛି।

ଏହା ଦେଖି ବାପା ତାଙ୍କୁ ଏହାର କାରଣ ପଚାରିବାରୁ ପୁଅଟି କହିଥିଲା ଯେ ବାପା ଘରୁ ଯିବା ପରେ ତାର ସାବତ ମାଆ ତା ସହିତ ଯୌନ ସମ୍ପର୍କ ରଖିବା ପାଇଁ ତାକୁ ବାଧ୍ୟ କରୁଥିଲା ଏବଂ ଅନେକ ଥର ସେ ଏଭଳି ଲଜ୍ୟାଜନକ କାର୍ଯ୍ୟ ମଧ୍ୟ ତା ସହିତ ଘଟାଇଛନ୍ତି। ଯେଉଁ କାରଣରୁ ସେ ଏଭଳି ଗଭୀର ଭାବରେ ମାନସିକ ସ୍ତରରେ ଆଘାତ ପାଇଛନ୍ତି। ଏହାପରେ ବାପା ସବୁକଥା ଜାଣିବା ପରେ ଯାଇ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଓ ମାମଲା ରୁଜୁ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।