ଶଶୁରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବୋହୁ ! ମୋ ପୁଅ ଜମା ଭିଡକୁ ନୁହଁ ,ତୁ ମୋ ପାଖକୁ ଚାଲିଆସେ ..ମୁଁ ତୋତେ ପିଲା ଛୁଆ ଦେବି,ଦେଖନ୍ତୁ video ଭିଡିଓ…
ତୋ ସ୍ୱାମୀ ତତେ ପିଲା ଛୁଆ ଦେଇ ପାରୁ ନାହିଁ ତୋ ସ୍ୱାମୀ ଜମା ଭିଡ଼ କୁ ନୁହଁ ତୁ ମୋ ପାଖକୁ ଚାଲିଆ ମୁଁ ତତେ ଛୁଆ ଦେବି | ସ୍ୱାମୀ ର ସୁଖ ଦେବି ମୋ ପୁଅ ଟା ହୁଣ୍ଡା ଟା ସେ କିଛି ଜାଣି ପାରିବ ନାହିଁ, ତୁ ମୋ ପାଖକୁ ଆସେ ମୁଁ ତତେ ଦେହ ସୁଖ ଦେବି | ଏମିତି କହି ମୋ ଶଶୁର ମୋ ଗାଲ ଆଉ ମୋ ପେଟରେ ହାତ ମାରୁଛି ଖାଇବାକୁ ଡାକିଲେ ମୋ ଶଶୁର ମୋ ପିଠି କୁ ହାତ ମାରୁଛି
| ଘରେ କେହି ନଥିବା ବେଳେ ମୋ ଶଶୁର ମୋ ଦେହରେ ଏଣେ ତେଣେ ହାତ ମାରୁଛି ଆଉ ମତେ ଖରାପ ନଜର ରେ ଦେଖୁଛି | ଆଉ ସବୁବେଳେ ପାଖକୁ ଡାକୁଛି ଆଉ କହୁଛି ମୋ ପାଖକୁ ଆସେ ମୁଁ ତତେ ଶାରୀରିକ ସୁଖ ଦେବି ତୋ ସହ ଶାରୀରିକ ସମ୍ପର୍କ ରଖିବି |
ହଁ ଆଜ୍ଞା ଏଭଳି ଏକ ନିନ୍ଦନୀୟ ଘଟଣା ଭଦ୍ରକ ଜିଲ୍ଲା ତିହିଡି ଥାନା ନିବେନା ଗ୍ରାମରେ ଘଟିଛି, ଯାହାକି ସରସ୍ବତୀ ଜେନା ଗତ ମେ 5 ରେ ବୈଦିକ ରୀତିନୀତି ଅନୁଯାଇ ନରେନ୍ଦ୍ର ଦଳେଇ ଙ୍କ ସାନ ପୁଅ ମନୋଜ ଦଳେଇ ଙ୍କୁ ବିବାହ କରି ଥିଲେ |
ହେଲେ ବିବାହ ର କିଛି ଦିନ ଗଲା ପରେ ତାଙ୍କୁ ଶାଶୁଘର ଲୋକ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ସହ ଆହୁରି ଅଧିକ ଯୌତକ ଦାବି କରି ମାରପିଟ ଆରମ୍ଭ କରି ଦେଇ ଥିଲେ | ଖାଲି ସେତିକି ନୁହେଁ ଶଶୁର ନରେନ୍ଦ୍ର ଦଳେଇ ମଧ୍ୟ ତାଙ୍କ ସାନ ବୋହୂ ଅର୍ଥାତ ସରସ୍ବତୀ ଙ୍କ ଉପରେ ଖରାପ ନଜର ପକାଉ ଥିବାର ଅଭିଯୋଗ ଆସିଛି |
ଶଶୁର ତା ବୋହୂ କୁ କହୁଛି ଯେ ତୋ ସ୍ୱାମୀ ତ ହୁଣ୍ଡା ଲୋକ ପିଲାପିଲି ହେଉ ନାହିଁ ମୋ ସହ ସମ୍ପର୍କ ରଖେ ଗୋଟେ ବର୍ଷ ଭିତରେ ତୋର ଛୁଆ ହୋଇ ଯିବ | ଏକଥା କି ସରସ୍ବତୀ ନିଜ ସ୍ୱାମୀ ପାଖରେ କହି ଥିଲେ କିନ୍ତୁ ସ୍ୱାମୀ ଏ କଥା କୁ ବିଶ୍ୱାସ ନ କରି ଓଲଟା ସ୍ତ୍ରୀ କୁ ମାଡ଼ ମାରିଲେ |
ଶଶୁର ଙ୍କର ଏଭଳି ବ୍ୟବହାର କୁ ପ୍ରତିବାଦ କରି ସରସ୍ବତୀ ଜେନା ପ୍ରଥମେ ତିହିଡି ଥାନାରେ ଅଭିଯୋଗ କରି ଥିଲେ ବି କୌଣସି ନ୍ୟାୟ ନ ମିଳିବାରୁ ଗତ ନଭେମ୍ବର 15 ତାରିଖ ରେ ଏସିପି ଙ୍କ ନିକଟରେ ଅଭିଯୋଗ କରି ଥିଲେ | ଏସିପି ଏହି ଘଟଣା କି ଅନୁଧ୍ୟାନ କରିବା ପାଇଁ ଫାଣ୍ଡି କୁ ଜଣାଇ ଥିଲେ ମଧ୍ୟ କୌଣସି ନ୍ୟାୟ ନ ମିଳିବାରୁ ଆଜି ପୁନର୍ବାର ସରସ୍ବତୀ ଏସିପି ନିକଟରେ ଅଭିଯୋଗ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।