ସାରା ଓଡିଶାରେ ଚହଳ ପକାଇଲା ଏହି ଭିଡିଓ !! ଦେଖନ୍ତୁ କେମିତି ଆମ ତ୍ରିରଙ୍ଗା ପତାକାକୁ ଗୋଡରେ ଗୋଇଁଠା ମାରୁଛନ୍ତି , ଏଭଳି ଲୋକଙ୍କୁ କଣ ଦଣ୍ଡ ମିଳିବା ଦରକାର କମେଣ୍ଟରେ ଜଣାନ୍ତୁ……
ଆମ ଦେଶ ବାସୀଙ୍କର ଗର୍ବ,ଗୌରବ ହେଉଛି ଆମ ଜାତୀୟ ପତାକା ତ୍ରିରଙ୍ଗା । ଆଉ ଏହି ଜାତୀୟ ପତାକା ପାଇଁ ଆମ ଦେଶବାସୀ କିଛି ବି କରିବା ପାଇଁ ପ୍ରସ୍ତୁତ ଏବଂ ନିଜ ଜୀବନକୁ ମଧ୍ୟ ବଳି ଦେବାକୁ ପ୍ରସ୍ତୁତ ରହିଥାନ୍ତି । କିନ୍ତୁ ପୁଣି ଏହି ଭାରତରେ ଏମିତି ବି କିଛି ଦେଶଦ୍ରୋହୀ ତଥା ରାଜଦ୍ରୋହୀ ଲୋକମାନେ ଅଛନ୍ତି,ଯେଉଂ ମାନଙ୍କର ଆମ ଜାତୀୟ ପତାକା ପାଇଁ ମନରେ ଟିକେ ବି ସମ୍ମାନ ନାହିଁ କିମ୍ବା ଭଲ ପାଇବା ନାହିଁ । ଜାତୀୟ ପତାକା ହେଉଛି ତିନୋଟି ରଙ୍ଗର ସମାରୋହ ,ଯାହା ଆମ ଦେଶର ପ୍ରାଣ ତଥା ଆମ ଦେଶର ସମ୍ମାନ ଅଟେ ।
ଆଉ ଆମର ଏହି ଜାତୀୟ ପତାକା କେତେକ ଜାତୀୟ ଦିବସରେ ସବର୍ତ ପାଳନ କରା ଯାଇଥାଏ ଏବଂ ସେହି ବିଶେଷ ଦିନ କହିଲେ ସ୍ବାଧୀନତା ଦିବ ବା ଅଗଷ୍ଟ 15 ଏବଂ ସାଧାରଣତନ୍ତ୍ର ଦିବସ ଯାହାକୁ ଆମେ ଜାନୁୟାରୀ 26 ଭାବରେ ସାରା ଦେଶରେ ବେଶ୍ ଧୁମଧାମ୍ ତଥା ଆଡମ୍ବର ରେ ପାଳନ କରିଥାଉ ।
ସମସ୍ତେ ଏହି ଦିନରେ ନିଜ ଦେଶ ,ଜାତି କିଛି କରିବା ପାଇଁ ଦେଶର ଗର୍ବକୁ ଆହୁରି ଆଗକୁ ବଢାଇ ନେବା ପାଇଁ ସଂଙ୍କଳ୍ପ ନେଇଥାଉ । ଏହି ପତାକାର ରକ୍ଷା ପାଇଁ ତଥା ସମ୍ମାନ ପାଇଁ କେତେ ଯବାନ ତାଙ୍କ ଜୀବନ ହରାଉଛନ୍ତି,ଆମ ଦେଶ ସ୍ବାଧୀନତାର ପ୍ରକୃତ ପରିଚୟ ହେଉଛି ଆମ ଜାତୀୟ ପତାକା ।
ତେବେ ଆମ ଜାତୀୟ ପତାକାକୁ କେହି ଅସମ୍ମାନ ତଥା ହତାଦର କରିବାକୁ ଆମ ଭାରତବାସୀ କେବେ ସହ୍ୟ କରିବେନି । ଚାଲନ୍ତୁ ଜାଣିବା କଣ ଘଟିଛି ଆମ ଜାତୀୟ ପତାକା ସହ .ଏକ ଭାଇରାଲ ଭିଡିଓ ଯାହା କେବଳ ଓଡିଶା ନୁହଁ ବରଂ ସାରା ଭାରତରେ ଚହଳ ସୃଷ୍ଟି କରିଛି ।
ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ଆମ ଜାତୀୟ ପତାକାକୁ କିଛି ବିରୋଧୀ ଦେଶ ଲୋକମାନେ ଗୋଇଁଠା ମାରିବା ସହିତ ତେଲ ଢାଳି ପୋଡି ଦେଉଛନ୍ତି । ଯାହା ବର୍ତ୍ତମାନ ସମୟରେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ତେବେ ଏହା କଣ ସେମାନେ ଉଚିତ୍ କରୁଛନ୍ତି , ଆଉ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା କାହିଁକି ଏମାନେ ଏମିତି ଅସଭ୍ୟ ବ୍ୟବହାର କରିଥିଲେ ଆମ ପ୍ରାଣଠାରୁ ବଳି ଆମ ତ୍ରୀରଙ୍ଗା ଉପରେ ।
ଆମ ଭାରତରେ କେବେ ବି କେହି ଏଭଳି କାର୍ଯ୍ୟ କରିନାହିଁ କିମ୍ବା କେହି ଏପରି କାର୍ଯ୍ୟ କରିଲେ ତାହାକୁ କେବେ ପ୍ରତ୍ସାହୋନ ଦେଇନାହିଁ । ଯେଉଁ ତ୍ରିରଙ୍ଗାକୁ ନେଇ ଆମେ ବଞ୍ଚିଛୁ,ଯାହା ପାଇଁ କେତେ ପ୍ରାଣବଳୀ ଦେଇଛନ୍ତି ଆମ ଭାରତବାସୀ ସେହି ତ୍ରିରଙ୍ଗା ପତାକାକୁ କିଛି ଅନ୍ୟ ଦେଶର ବିରୋଧୀ ଲୋକମାନେ ବହୁତ ଖରାପ ବ୍ୟବହାର କରିବା ସହିତ ତାହାକୁ ଜଳାଇ ଦେଇଥିଲେ ,ଯାହା ପରେ ସମସ୍ତ ଭାରତୀୟଙ୍କ ମନରେ କ୍ରୋଧର ନିଆଁ ଜଳିଉଠିଥିଲା ।
ଆମ ଜାତୀୟ ପତାକାର ଅସମ୍ମାନ ଆମ ଭାରତବାସୀ କେବେ ସହ୍ୟ କରିପାରିବେ ନାହିଁ ,ତେଣୁ ଯଦି ଏହି ଭିଡିଓଟି ଆମ ସରକାରଙ୍କ ପାଖରେ ପହଞ୍ଚି ପାରିଥାଏ ତେବେ ସରକାର ଏହା ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।