ଆଜିରାତି ଠାରୁ ଶନି ଚଳନ |ଏହି 5ଟି ରାଶି ହେବେ ମାଲାମାଲ | ଏଥିରେ ଆପଣ ଙ୍କ ରାଶି ନାହିଁ କି ?

ତେବେ 29 ଏପ୍ରିଲ ଶୁକ୍ରବାର ଦିନ ଶନି କୁମ୍ଭ ରାଶି କୁ ଚଳନ କରୁଛନ୍ତି, ଶନି ଏବେ ମକର ରାଶିରେ ମାର୍ଗୀୟ ଅବସ୍ଥା ରେ ଅଛନ୍ତି | 29/4/2022 ଶୁକ୍ରବାର ଦିନ ଦିବା 7 ଘଣ୍ଟିକା 50 ମିନିଟ ସମୟରେ ଶନି କୁମ୍ଭ ରାଶିକୁ ଗୋଚର କରିବେ | ତେବେ ଆଜି ଜାଣିବା ଯେ କେଉଁ କେଉଁ ରାଶି ପାଇଁ ଶନିଦେବ ଶୁଭ ସଙ୍କେତ ଦେଇଛନ୍ତି ଅର୍ଥାତ କେଉଁ କେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଅଛି | ତେବେ ଶନି ଗ୍ରହ ଙ୍କୁ ପାପୀ ଗ୍ରହ ବୋଲି ବିଚାର କରାଯାଏ ଏବଂ ନ୍ୟାୟ ଦାତା ବୋଲି ମଧ୍ୟ କୁହାଯାଇ ଥାଏ |

ପାପୀ ଗ୍ରହ ଏଥିପାଇଁ କୁହାଯାଇ ଥାଏ କାରଣ ସେ ପାପ ରୁ ଫଳ ପ୍ରଦାନ କରିଥାନ୍ତି ଆଉ ନ୍ୟାୟ ଦାତା ଏଥିପାଇଁ କୁହାଯାଏ କାରଣ ସେ ଅନ୍ୟାୟ କୁ ବରଦାସ୍ତ କରି ପାରନ୍ତି ନାହିଁ | ତେବେ ଶନି କୁମ୍ଭ ରାଶିକୁ ସଂଚାର କରୁଛନ୍ତି, ତେବେ କେଉଁ କେଉଁ ରାଶି ପାଇଁ ଏହା ଅତ୍ୟନ୍ତ ଶୁଭ ରହିବ ତାହା ଆସନ୍ତୁ ଜାଣିବା |

1. ବୃଷ ରାଶି :- ଏହି ରାଶି ବ୍ୟକ୍ତି ବିଶେଷ ଙ୍କର ଜାତକ ଭଲ ସମୟ ଆସିବାକୁ ଯାଉଅଛି, ଗ୍ରହ ମାନଙ୍କର ଶୁଭ ସଂଯୋଗ କାରଣ ରୁ ଏମାନଙ୍କୁ ଅଚାନକ ଧନ ପ୍ରାପ୍ତି ର ଯୋଗ ବନୁଅଛି | ଆସନ୍ତା କାଲିଠାରୁ ଏମାନଙ୍କ ଜୀବନରେ ଖୁସି ର ଦିନ ଆସିବାକୁ ଯାଉଅଛି, ଏହି ଦିନରେ କୌଣସି ବି ବ୍ୟକ୍ତି ଶୁଭାରମ୍ଭ କରିବେ ତ ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲାଭ ଦେଖିବାକୁ ମିଳିବ |

2. କନ୍ୟା ରାଶି :- ଏହି ରାଶିର ଜାତକ ଠାରେ ମଧ୍ୟ ଶୁଭ ସଂଯୋଗ ବନୁଅଛି ଏହା ପର ଠାରୁ ବ୍ୟକ୍ତି ଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଏମାନଙ୍କ ଆତ୍ମ ବିଶ୍ୱାସ ରେ ବୃଦ୍ଧି ଦେଖିବାକୁ ମିଳିବ | ଆର୍ଥିକ ସ୍ଥିତି ରେ ସୁଧାର ଆସିବ ଏବଂ ପରିବାର ରେ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଏବଂ ସମସ୍ତ କାର୍ଯ୍ୟ ପୂରଣ ହେବ | ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ଏବଂ ଅଟକି ରହିଥିବା ଧନ ପ୍ରାପ୍ତି ହେବ |

3. ତୁଳା ରାଶି :- ଏହି ରାଶି ବ୍ୟକ୍ତି ବିଶେଷ ଙ୍କ ଉପରେ ଶନିଦେବ ଙ୍କର ବିଶେଷ କୃପା ରହିଛି, ଏମାନଙ୍କୁ ସମସ୍ତ କାର୍ଯ୍ୟ ରେ ସଫଳତା ମିଳିବ ଏବଂ ତା ସହିତ ଆର୍ଥିକ ସ୍ଥିତି ସୁଦୃଢ ହେବ | ଏହି ଲୋକ ମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ ତ ନିହାତି ଭାବରେ ସଫଳତା ପ୍ରାପ୍ତି ହେବ | ଦୂର ଯାତ୍ରା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଏବଂ ଏହି ରାଶି ଙ୍କର ସ୍ୱାସ୍ଥ୍ୟ ପାଇଁ ଟିକେ ସାବଧାନ ରହିବାକୁ ପଡ଼ିବ |

4. ସିଂହ ରାଶି :- ସିଂହ ରାଶିର ବ୍ୟକ୍ତି ବିଶେଷ ଙ୍କର ଲାଭ ଯୋଗ ବନୁଅଛି ଏବଂ ଆପଣଙ୍କ ଦ୍ୱାରା ନିଆ ଯାଇଥିବା କେତେ ଗୋଟିଏ ନିର୍ଣ୍ଣୟ ଶୁଭ ସାବ୍ୟସ୍ତ ହେବ | ନୂତନ ଘର ମଧ୍ୟ କରି ପାରନ୍ତି, ସ୍ୱାସ୍ଥ୍ୟ ସମ୍ବଦ୍ଧିୟ କ୍ଷେତ୍ରରେ ଟିକେ ସାବଧାନ ରୁହନ୍ତୁ ଏବଂ ପିତା ଙ୍କ ଶରୀର ମଧ୍ୟ କିଛି ଅସୁବିଧା ଦେଖା ଯାଇ ପାରେ କିନ୍ତୁ ନିଜ ଲକ୍ଷ୍ୟ କୁ ନେଇ ଆପଣ ଭଲ ନିଷ୍ପତି ମଧ୍ୟ ନେବେ |

5. କୁମ୍ଭ ରାଶି :- କୁମ୍ଭ ରାଶି ବ୍ୟକ୍ତି ବିଶେଷ ଙ୍କ ପାଇଁ ଶନି ଦେବ ଙ୍କ ଚଳନ ଅତ୍ୟନ୍ତ ଲକି ସାବ୍ୟସ୍ତ ହେବ | ସନ୍ତାନ ପ୍ରାପ୍ତି ର ମଧ୍ୟ ଯୋଗ ବନୁଅଛି, ପୂଜା ପାଠ ରେ ମନ ରହିବ ଏହା ସହିତ ଧନ ଶର୍ଯ୍ୟ ସମ୍ପତ୍ତି ମଧ୍ୟ ପ୍ରାପ୍ତି ହେବ | ସମାଜ ରେ ମାନ ସମ୍ମାନ ମିଳିବ ଏବଂ ସବୁ କାର୍ଯ୍ୟ ଆପଣଙ୍କ ର ଚୁଟକୀ ରେ ପୂରଣ ହୋଇ ଯିବ |