ଦେଖନ୍ତୁ EXCLUSIVE – ଆସନ୍ତୁ ଶୁଣିବା କଣ କହୁଛନ୍ତି ଭାଇରାଲ ବଏ ଶାନ୍ତନୁ
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆପଣ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ ଓ ଅନେକ କିଛି ପ୍ରତିଭା ମଧ୍ୟ ଦେଖିବାକୁ ମିଳିଥାଏ ଭାଇରାଲ ହେଉଥିବା ଭିଡ଼ିଓ ମାନଙ୍କରେ ।
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ଆପଣ କୁନି ସିଙ୍ଗର ଶାନ୍ତନୁ ଏକ ଇଣ୍ଟରଭ୍ୟୟୁ ରେ କଣ କହୁଛନ୍ତି ଶୁଣିବାକୁ ପାଇବେ।
ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଗୋଟିଏ ଏମିତି ସ୍ଥାନ ଅଟେ ଯେଉଁଥିରେ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ପାଖରେ ଥିବା ପ୍ରତିଭା କୁ ପ୍ରକାଶ କରି ପାରିବେ ।
ଆଉ ତାହା ସହିତ ନିଜ ଭିତରେ ଥିବା କଳା ଓ ଟେଲେଣ୍ଟ କୁ ପ୍ରକାଶ କରିକି ଦର୍ଶକ ମାନଙ୍କର ପ୍ରିୟ ମଧ୍ୟ ହୋଇ ପାରିବେ । ତେବେ ବର୍ତ୍ତମାନ ସେହି ଭଳି କିଛି ଟେଲେଣ୍ଟ କୁ ପ୍ରକାଶ କରି ଆଜି ଭାଇରାଲ ବୟ୍ ଶାନ୍ତନୁ କୁମାର ନିଜର ଟେଲେଣ୍ଟ ମାଧ୍ୟମରେ ସମସ୍ତ ଙ୍କର ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି ।
ତେବେ ଆପଣ ମାନେ ଓଡ଼ିଶାର ଭାଇରାଲ ବୟ ବା କୁନି ଗାୟକ ଶାନ୍ତନୁ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ପ୍ରଥମ ଥର ପାଇଁ ସେ ସିଦ୍ଧାର୍ଥ ଟିଭି ରେ ଆସିଥିବା ରିଆଳିଟି ସୋ ଓଡ଼ିଶାର ର ନୂଆ ସ୍ୱର ଜୁନିୟର ରେ ଆସି ସମସ୍ତ ଙ୍କୁ ନିଜର ଫ୍ୟାନ କରିଥିଲେ। ତେବେ ସେ ତାଙ୍କର କୁନି ଓଠରେ ସୁନ୍ଦର ଗୀତ ଗାଇ ସମସ୍ତ ଙ୍କ ହୃଦୟ କୁ ଜିତି ଯାଇଥିଲେ ଆଉ ତା ସାଙ୍ଗରେ ନିଜର ସ୍ମାଟନେସ୍ ତଥା କମେଡି ପାଇଁ ସମସ୍ତ ଙ୍କୁ ନିଜର ଦିୱାନା କରି ଦେଇଥିଲେ। ତେବେ ଏହା ପରେ କିଛି ଆଲବମ ମଧ୍ୟ ଗାଇ ବେଶ ଚର୍ଚ୍ଚା ରେ ଥିଲେ।
ତେବେ ବର୍ତ୍ତମାନ ତାଙ୍କର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟି କିନ୍ତୁ ତାଙ୍କ ଗୀତ କୁ ନେଇ ନୁହେଁ ବରଂ ତାଙ୍କ ଜୀବନରେ କେମିତି କମ୍ ବୟସରେ ଗୀତ ଗାଇବା ସହିତ ପାଠ ପଢୁଛନ୍ତି ଏବଂ ତାର ସେହି ସୁନ୍ଦର କଥାବାର୍ତ୍ତା କୁ ନେଇ।
ଆଉ ସେ ସାକ୍ଷାତକାରରେ କହିଥିଲେ ତାର ଏହି ସଫଳତା ପଛରେ ତାଙ୍କ ବାପା ଓ ମା ସପୋର୍ଟ କରନ୍ତି। ଆଉ ତାଙ୍କୁ ହ୍ୟୁମାନ ସାଗର ଙ୍କ ଗୀତ ଭଲ ଲାଗେ ଏବଂ ତାଙ୍କ ସହିତ ମଧ୍ୟ ଗାଇବାକୁ ଭଲ ଲାଗେ ବୋଲି କହିଥିଲେ। ଆଉ ଯେତେବି ଷ୍ଟେଜ୍ ପ୍ରୋଗ୍ରାମ କୁ ସେ ବିନା ଭୟରେ ଫେସ୍ କରନ୍ତି। ଆଉ ତାଙ୍କୁ ସିଙ୍ଗର ପ୍ରଜ୍ଞା ବହୁତ ଭଲ ଲାଗନ୍ତି ବୋଲି ମଧ୍ୟ କହିଛନ୍ତି ଶାନ୍ତନୁ।