ସମସ୍ତଙ୍କ ଆଗରେ ବର କନ୍ୟା କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବିବାହ ସମୟରେ ବର ବଧୂ ଉଭୟ ବହୁତ ଖୁସି ଥାଆନ୍ତି।
ଆଉ ବିବାହ କାର୍ଯ୍ୟ ସମୟରେ ଅନେକ ଫଟୋ ଓ ଭିଡିଓ କ୍ୟାମେରା ରେ କୋଏଦ ହୋଇ ରହିଥାଏ। ଆଉ ଯାହାକୁ ଦେଖିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ତ ଆଉ କେତେବେଳେ ହସ ମଧ୍ୟ ଲାଗିଥାଏ। ତେବେ ନିକଟରୁ ଏକ ବିବାହ ମଣ୍ଡପରୁ କୌତୁହଳ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ନିକଟରେ ଯେଉଁ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିବା ପରେ ଆପଣ ନିଜ ହସ ରୋକି ପାରିବେନି। ଭାଇରାଲ୍ ହୋଇଥିବା ଭିଡିଓ ରେ ଶଶୁରଘର ଲୋକ ନବ ବିବାହିତା କନ୍ୟା ଙ୍କୁ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ଦାବି କରୁଛନ୍ତି।
ଏହି ଦାବି ଶୁଣି ପ୍ରଥମେ ତ କନ୍ୟା ଜଣକ ଲାଜେଇ ଯାଉଛନ୍ତି, ତାପରେ ସେ ଏପରି ନାଚୁଛନ୍ତି ଯାହା ସମସ୍ତ ଙ୍କ ମନ କୁ ଖୁସି କରିଦେଉଛି।କିଛି ସେକେଣ୍ଡର ଏହି ଭିଡିଓ ଟି ଏବେ ଇଣ୍ଟର୍ନେଟ୍ରେ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି। କନ୍ୟା ଜଣକ ନିଜ ଠୁମ୍କାରେ ଶଶୁରଘର ଲୋକଙ୍କ ମନ ଜିତି ପାରିଛନ୍ତି।
ଭିଡିଓର ବ୍ୟାକ୍ଗ୍ରାଉଣ୍ଡ୍ରେ ‘କୋକା କୋଲା’ ଗୀତ ବାଜୁଥିବାର ଆପଣ ଶୁଣି ପାରୁଥିବେ। ଏହି ଗୀତରେ କନ୍ୟା ଜଣକ ନାଚୁଥିବା ବେଳେ ବର ବି ତାଙ୍କୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରୁଥିବାର ଆପଣ ଭିଡିଓ ରେ ଦେଖି ପାରୁଥିବେ।ବର-କନ୍ୟା ଙ୍କର ଏହି ନିଆରା ଭିଡିଓ ସୋସିଆଲ୍ ମିଡିଆ ରେ ଭିନ୍ନ ଭିନ୍ନ ପ୍ଲାଟ୍ ଫର୍ମ ରେ ଭାଇରାଲ୍ ହେବା ରେ ଲାଗିଛି। ଇନ୍ଷ୍ଟାଗ୍ରାମ୍ ରେ ଏହି ଭିଡିଓକୁ ଏବେ ସୁଦ୍ଧା ୨୮ ହଜାରରୁ ଅଧିକ ଲୋକ ଲାଇକ୍ କରି ସାରି ଲେଣି।