ସଚିନ ଟେନ୍ଦୁଲକରଙ୍କର ଝିଅ ସାରା ୧୮ ବର୍ଷ ବୟସରେ ଯାହା କରିଛନ୍ତି ଆପଣ ମାନେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ତେବେ ଆମ ଭାରତ ରେ ପ୍ରାୟ ଲୋକ କ୍ରିକେଟ ଖେଳ ଦେଖିବାକୁ ପସନ୍ଦ କରି ଥାଆନ୍ତି ଏବଂ ଖେଳାଳି ମାନଙ୍କୁ ମଧ୍ୟ ବହୁତ ଭଲ ପାଇ ଥାଆନ୍ତି | ତେବେ ଆମର ଏହି କ୍ରିକେଟ ଖେଳାଳି ମାନଙ୍କ ମଧ୍ୟ ରୁ ସଚିନ ତେନ୍ଦୁଲକର ହେଉଛନ୍ତୁ ସବୁଠୁ ସୁପର ଡୁପର ଖେଳାଳି ଯିଏ ଅନେକ ଥର ସେଞ୍ଚୁରୀ ମାରି ସାରା ବିଶ୍ୱ ରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି | ତେବେ ଦେଶ ବାସୀ ମାନେ ମଧ୍ୟ ସଚିନ ଙ୍କୁ ବହୁତ ଭଲ ପାଇବା ଏବଂ ସମ୍ମାନ ଦେଇ ଥାଆନ୍ତି | ତାଙ୍କ ଖେଳ ରେ ଯେପରି ଏକ ଯାଦୁ ରହିଛି ଯାହା ଦ୍ୱାରା ସେ ସମସ୍ତ ଙ୍କର ପ୍ରଶଂସନୀୟ ହୋଇ ପାରିଛନ୍ତି |

ତେବେ ସଚିନ ତେନ୍ଦୁଲକର ଙ୍କର ଏକ ଚୁଲବୁଲି ଝିଅ ଅଛି ବୋଲି ତ ଆପଣ ନିହାତି ଭାବରେ ଜାଣି ଥିବେ | ତାଙ୍କ ଚୁଲବୁଲି ଝିଅ ଙ୍କର ନାମ ହେଉଛି ସାରା ଯାହାଙ୍କର ବୟସ ହେଉଛି ମାତ୍ର 18 ବର୍ଷ | ବର୍ତ୍ତମାନ ସାରା ଏବେ କାହାକୁ ହୃଦୟ ଦେଇ ବସିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଚୁଲବୁଲି ସାରା ଏବେ ଜଣଙ୍କୁ ହୃଦୟ ଦେଇ ବସିଛନ୍ତି ଏବଂ ସେ କାହା ପ୍ରେମ ରେ ପଡିଛନ୍ତି ଏହି ଖବର କୁ ନେଇ ସେ ଏବେ ବହୁତ ଚର୍ଚ୍ଚିତ ଅଛନ୍ତି | ଆପଣ ମାନେ ତ ଜାଣି ଥିବେ ଯେ ସାରା ଙ୍କ ପିତା କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଖେଳ କ୍ୟାରିୟର ରେ ଯେମିତି ସକ୍ଷମ ତାଙ୍କର ଏହି ପ୍ରେମ ବିବାହ କୁ ନେଇ ମଧ୍ୟ ସେ ସେତେ ସକ୍ଷମ ହୋଇ ପାରିଛନ୍ତି |

କାରଣ ସଚିନ ଯାହାଙ୍କୁ ବିବାହ କରିଛନ୍ତି ସେ ତାଙ୍କ ଠାରୁ 6 ବର୍ଷ ବଡ଼ ଏବଂ ତାଙ୍କ ନାମ ହେଉଛି ଅଞ୍ଜଳି | ତେବେ ତାଙ୍କର ଏହି ଲଭ ଷ୍ଟୋରି ମୁମ୍ବାଇ ଏୟାରପୋର୍ଟ ରୁ ଆରମ୍ଭ ହୋଇ ଥିଲା ଏବଂ ଧୀରେ ଧୀରେ ବନ୍ଧୁତା ସ୍ଥାପନ ପରେ ସଚିନ ତାଙ୍କୁ ହୃଦୟ ଦେଇ ବସି ଥିଲେ | ତେବେ ଶେଷ ରେ 1995 ମସିହା ରେ ଏହି ଯୋଡି ବିବାହ ର ନିଷ୍ପତି ନେଇ ବିବାହ କରି ଥିଲେ |

ଏହା ପରେ ଏବେ ସଚିନ ଙ୍କ ଝିଅ ତାଙ୍କ ପ୍ରେମ କୁ ନେଇ ଖୁବ ଚର୍ଚ୍ଚିତ ହୋଇଛନ୍ତି, ତାଙ୍କ ରୂପ ଏବଂ ବ୍ୟକ୍ତିଗତ ଜୀବନ କୁ ନେଇ ଅନେକ ଲୋକ ତାଙ୍କର ଦିୱାନୀ ଅଛନ୍ତି କିନ୍ତୁ ସେ ତାଙ୍କର ମନ ର ମଣିଷ କୁ ଖୋଜି ପାଇ ଯାଇଛନ୍ତି ଏବଂ ଲୁଚି ଲୁଚି ତାଙ୍କୁ ପ୍ରେମ କରୁଛନ୍ତି | ତେବେ ସାରା ତେନ୍ଦୁଲକର ଯାହାକୁ ହୃଦୟ ଦେଇଛନ୍ତି ସେ ହେଉଛନ୍ତି ଦେଶ ର ସବୁଠାରୁ ବଡ଼ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଙ୍କ ପୁଅ ଅନନ୍ତ ଅମ୍ବାନୀ |

ତେବେ ସାରା ଅନେକ ପାର୍ଟି ରେ ମଧ୍ୟ ଅନନ୍ତ ଅମ୍ବାନୀ ଙ୍କ ସହ ଦେଖିବାକୁ ମିଳୁଛନ୍ତି | ତେବେ ସେ ତାଙ୍କୁ ଭଲ ପାଇ ବସିଛନ୍ତି ଏବଂ ତାଙ୍କର ଲଭ ବହୁତ ଆଗକୁ ଗଲାଣି ମଧ୍ୟ ଜଣା ପଡୁଛି ଯାହା ଏବେ ଚାରିଆଡେ ଖୁବ ଚର୍ଚ୍ଚିତ ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।