ସାବଧାନ ! ସ୍ୱାମୀ ସ୍ତ୍ରୀ ଏହି ଦିନ ମିଳନ କରିବା ଅନୁଚିତ, ନଚେତ ଘଟିପାରେ ଅଘଟଣ ! ପ୍ରତ୍ୟେକ ଦାମ୍ପତ୍ୟ ଯୋଡିଙ୍କୁ ଏକଥା ଜାଣିରଖିବା ଦରକାର….

ଆମ ସମାଜରେ ପୁରୁଷ ଏବଂ ନାରୀ ହେଉଛନ୍ତି ଦୁଇଟି ଅଙ୍ଗ କିନ୍ତୁ ଏମାନଙ୍କୁ ମଦ୍ରା ର ଦୁଇଟି ପାର୍ଶ୍ୱ ବୋଲି କୁହାଯାଏ l କାରଣ ପୁରୁଷ କିମ୍ବା ନାରୀ ବିନା ଏ ସଂସାର ର କଳ୍ପନା କରିବା ଅସମ୍ଭବ l ଏହି ପୁରୁଷ ନାରୀ ମାନେ ନିଜର ପବିତ୍ର ମିଳନ ଦ୍ୱାରା ହିଁ ଏ ସଂସାର କୁ ଆଗେଇ ନେଇ ଥାନ୍ତି l ଆମ ସଂସ୍କୃତି ଏବଂ ଆମର ସମାଜ ସମ୍ପୂର୍ଣ ରୂପେ ଶାସ୍ତ୍ର ପୁରାଣ ଆଧାରିତ ଅଟେ l ତେଣୁ ସମ୍ପୂର୍ଣ ମାନବ ଜାତି ଏହାର ଅନୁସରଣ କରିବା ଉଚିତ l

ଆମ ସମାଜରେ ସମସ୍ତ ବ୍ୟକ୍ତି ଶାସ୍ତ୍ର ଅନୁସାରେ ନିଜର ଜୀବନ ଜାପନ ମଧ୍ୟ କରିଥାନ୍ତି l କିନ୍ତୁ ସମସ୍ତ ବ୍ୟକ୍ତି ନିଜର ପରିବାର ର ସୁଖ ପ୍ରତି ଧ୍ୟାନ ଦେବା ଉଚିତ l କଣ କଲେ ଆମର ଘରେ ବାସ୍ତୁ ଦୋଷ ରହିବ ନାହିଁ l

ଆଉ କଣ ସବୁ କାମ କଲେ ଆମ ଘରର ଅମଙ୍ଗଳ ହେବ ଏସବୁ ବିଷୟରେ ବର୍ଣ୍ଣନା ହୋଇଛି ଏହା ସହିତ ଏହାର ପ୍ରତିକାର ମଧ୍ୟ ଆମର ପୁରାଣ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି l ଆମର ପୂର୍ବଜ ମୁନି ଋଷି ମାନେ ନିଜର ତପସ୍ୟା ଶକ୍ତି ବଳରେ ସମସ୍ତ ଜ୍ଞାନ ଆହରଣ କରିଥିଲେ l ଆଉ ସେମାନେ ସାମଗ୍ର ଜଗତର କଲ୍ୟାଣ ପାଇଁ ଏସବୁକୁ ଆମର ପୁରାଣରେ ଲେଖି ଯାଇଛନ୍ତି l

ଯାହାକୁ ସମସ୍ତ ମାନବ ଜଗତ ଏହାକୁ ଅନୁସରଣ କରିବା ନିହାତି ଆବଶ୍ୟକ l ଯଦି ଜଣେ ବ୍ୟକ୍ତି ନିଜର କଲ୍ୟାଣ ସହିତ ନିଜର ପରିବାରର ସୁଖ ଏହା ସହିତ ନିଜର ସମାଜର କଲ୍ୟାଣ ଚାହୁଁଛନ୍ତି ତେବେ ଏସବୁ ନିୟମକୁ ନିଜ ଜୀବନରେ ପାଳନ କରି ନିଜର ବ୍ୟବହାର ନିୟନ୍ତ୍ରଣ କରିବା ଆବଶ୍ୟକ l

ଆଜି ଆମେ ଚାଲନ୍ତୁ ଜାଣିବା କେଉଁ ଦିନ ସ୍ୱାମୀ ସ୍ତ୍ରୀ ମିଳନ କରିବା ଅନୁଚିତ l ଯାହାକୁ ପାଳନ କଲେ ଘରେ ସୁଖ ଶାନ୍ତି ଲାଗି ରହିବ l ଘରେ ମାତା ଲକ୍ଷ୍ମୀ ଙ୍କର କୃପା ହେବ l

1-ଭୁଲରେ କେବେବି ଗୁରୁବାର ଦିନ ମିଳନ କରନ୍ତୁ ନାହିଁ l କାରଣ ଏହି ଦିନ ମlତl ଲକ୍ଷ୍ମୀ ଙ୍କର ବାର ଅଟେ l ଏହା ସହିତ ମହିଳା ମlନକୁ ମାତା ଲକ୍ଷ୍ମୀ ମାନା ଯାଉଥିବାରୁ ଏମାନଙ୍କ ସହିତ କେବେବି ମିଳନ କରନ୍ତୁ ନାହିଁ l

2-ଶନିବାର ଦିନ ମଧ୍ୟ ମହିଳା ମାନଙ୍କ ସହ ମିଳନ କରନ୍ତୁ ନାହିଁ l କାରଣ ଏହି ଦିନ ଭଗବାନ ସନିଦେବ ଙ୍କର ବାର ଅଟେ l ଏହି ଦିନ ମିଳନ କଲେ ତାଙ୍କର କୋପ ଉପରେ ପଡେ l

3-ରବିବାର ଦିନ ମଧ୍ୟ ସ୍ୱାମୀସ୍ତ୍ରୀ ମିଳନ କରିବା ବାରଣ ହୋଇଛି ଆମ ପୁରାଣ ରେ ଏହିପରି କଲେ ପୁରୁଷ ମାନେ ବିପଦରେ ପଡନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।