ସପ୍ତାହରେ ୨ ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ | Home Remedies`1239
ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇ ଥାଏ କାରଣ ଯଦି ମଣିଷ ର ବଡ଼ ଶତ୍ରୁ କିଏ ଆମେ ଦେଖିବା ତେବେ ତାହା ହିଁ ହେଉଛି ରୋଗ | ରୋଗ ହେଲେ ଏହା ମଣିଷ କୁ ଖୁବ ଦୁର୍ବଳ ଓ ଅସହାୟ କରି ଦେଇ ଥାଏ ଏଣୁ ନିଜ ଶରୀର କୁ ସବୁବେଳେ ଠିକ ରଖିବା ଉଚିତ |
ତେବେ ସବୁ ରୋଗ ଠାରୁ ଏସିଡିଟି ହେଉଛି ଅନ୍ୟତମ ଯାହା ପ୍ରାୟ ଙ୍କ ଠାରେ ଦେଖା ଯାଇ ଥାଏ ଆଉ ଏହାକୁ ଦୂର କରିବା ପାଇଁ ଲୋକେ ଅନେକ ମେଡ଼ିସିନ ର ପ୍ରୟୋଗ କରି ଥାଆନ୍ତି | କିନ୍ତୁ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କର ଗ୍ୟାଷ୍ଟିକ ଅଥବା ଏସିଡିଟି ସମସ୍ୟା ଦୂର ହୋଇ ଯିବ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
ଆବଶ୍ୟକ ସାମଗ୍ରୀ :-
1. ଅଦା, 2. ଲେମ୍ବୁ, ଏବଂ 3. ପୁଦିନା ପତ୍ର |
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଏକ ଗ୍ଲାସ ଖାଲି ପାଣି ନିଅନ୍ତୁ, ତେବେ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଗୋଟିଏ ଅଧା ଇଞ୍ଚ ଲମ୍ବ ର ଅଦା ନେବା ଆଉ ସେହି ଅଦା କୁ ଛୋଟ ଛୋଟ କରି କାଟି ସେହି ପାଣିରେ ପକାଇବା |
ଏହାପରେ ଗୋଟିଏ ଲେମ୍ବୁ ନେଇ ତାହାକୁ ଗୋଲ ଗୋଲ କରି କାଟି ମଞ୍ଜି ବାହାର କରି ସେହି ଏକ ଗ୍ଲାସ ପାଣିରେ ପକାଇବା | ଆଉ ଶେଷରେ ସେହି ଏକ ଗ୍ଲାସ ପାଣିରେ 6 ରୁ 7 ଟି ପୁଦିନା ପତ୍ର ପକାଇବା ଏବଂ ସେହି ପାଣିକୁ ପ୍ରାୟ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ସେମିତି ଘୋଡାଇ ରଖି ଦେବା ଯାହା ଦ୍ୱାରା କି ଆମର ଏହି ଘରୋଇ ଉପଚାର ଟି ପ୍ରସ୍ତୁତ ହୋଇ ଯିବ |
ବ୍ୟବହାର ପ୍ରଣାଳୀ :-
ଏହି ଉପଚାର ଟିକୁ କେବଳ ଆମେ ଦିନ ସମୟ ରେ ହିଁ ପ୍ରସ୍ତୁତ କରିବା କାରଣ ଏହାକୁ ଯଦି ଆମେ ରାତିରେ ପ୍ରସ୍ତୁତ କରିବା ତେବେ ଏହା ଖଟା ହୋଇ ଯିବ | ତେବେ ଏହି ପ୍ରସ୍ତୁତ କରି ରଖିଥିବା ଉପଚାର 3 କି 4 ଘଣ୍ଟା ପରେ ଏହାର ରଙ୍ଗ ବଦଳି ଯିବ |
ତେବେ ଏହି ପାଣିକୁ ଆମେ ଏକା ଥରକେ ନ ପିଇ 3 ରୁ 4 ଥର କରିକି ପିଇ ପାରିବା ଏବଂ ଦିନ 4 ଟା ଯାଏଁ ସେବନ କରି ପାରିବା | ତେବେ ଏହାର ସେବନ କରି ନିହାତି ଭାବରେ ଏହାର ରେଜଲ୍ଟ ଦେଖନ୍ତୁ, ଏହି ଉପଚାର ଟି ଆମର ଗ୍ୟାଷ୍ଟିକ ବା ଏସିଡିଟି ଭଳି ସମସ୍ୟା କୁ ସମ୍ପୂର୍ଣ୍ଣ ରୂପେ ଦୂର କରି ଦେବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।